Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୋଟ ଗ୍ରହଣ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ଉପରେ କଟକଣା

ଭୁବନେଶ୍ବର: ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ମତଦାନ…

ନବୀନଙ୍କ ହେଲିକପ୍ଟର ହେଲା ଯାଞ୍ଚ ଘଟଣା: ‘ନବୀନଙ୍କ ଫ୍ଲାଇଟ୍ ପ୍ଲାନ୍ ଦାଖଲ ହୋଇନଥିଲା’

ଭୁବନେଶ୍ବର: ନବୀନଙ୍କ ହେଲିକପ୍ଟରକୁ କ୍ଲିଅରାନ୍ସ ଦେବାରେ ବିଳମ୍ବ ଅଭିଯୋଗ ଘଟଣା । ବିଜେଡି ନେତା ଚିନ୍ମୟ ସାହୁଙ୍କ ଅଭିଯୋଗରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ସେ କହିଛନ୍ତି ଯେ, ନବୀନଙ୍କ ଫ୍ଲାଇଟ୍ ଅପରେଟର ଫ୍ଲାଇଟ୍ ପ୍ଲାନ୍ ସବମିଟ୍ କରି…

NISAR: ଭୂମିକମ୍ପ ଏବଂ ସୁନାମି ଭଳି ବିପର୍ଯ୍ୟୟ ଆସିବା ପୂର୍ବରୁ ଜାଣିପାରିବ ଭାରତ!, ବଡ ସଫଳତା ହାସଲ କଲେ…

ନୂଆଦିଲ୍ଲୀ: ଭାରତ ଭୂମିକମ୍ପ ଏବଂ ସୁନାମି ଭଳି ବିପର୍ଯ୍ୟୟର ସଂକେତ ପୂର୍ବରୁ ଜାଣିପାରିବ । ଆଜିଠୁ କାର୍ଯ୍ୟକ୍ଷମ ହୋଇଛି NISAR। NISAR ଉପଗ୍ରହଟି ISRO ଏବଂ NASA ମଧ୍ୟରେ ଏକ ମିଳିତ ମିଶନ ଭାବରେ ନିର୍ମିତ ହୋଇଥିଲା। ଏହା ଆଜି, ନଭେମ୍ବର 7 ତାରିଖରେ କାର୍ଯ୍ୟକ୍ଷମ ହୋଇଛି। ଏହାକୁ ଜୁଲାଇ…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ ଓକିଲ ଦାଖଲ କଲେ ୱକାଲତନାମା

ଗଞ୍ଜାମ: ଆଇନଜୀବୀ ତଥା ବିଜେପି ନେତା ପିତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସପକ୍ଷରେ ପୂର୍ବରୁ ୪୦ରୁ ଉର୍ଦ୍ଧ୍ବ ଓକିଲ ୱକାଲତନାମା ଦାଖଲ କରିଥିବାବେଳେ, ଏବେ ୨୦୯ଜଣ ଓକିଲ ତାଙ୍କ ବିପକ୍ଷରେ ୱକାଲତନାମା ଦାଖଲ କରିଥିବା ଜଣାପଡିଛି ।…

ଏସଆଇ ପରୀକ୍ଷା ଘୋଟାଲା ମାମଲା; ମୁଖ୍ୟ ଅଭିଯୁକ୍ତର ହେବ ଲାଏ ଡିଟେକ୍ସନ୍‌ ଟେଷ୍ଟ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏବଂ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ସେମାନେ କେହି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି । ଯାହାକୁ…

ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା ଓ ନକଲି ସେବକ…

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୁଣି ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ଦିନ ଦୁଇଟି ପୃଥକ ପୃଥକ ଘଟଣା ରିପୋର୍ଟ ହୋଇଛି। ପ୍ରଥମ ଘଟଣାରେ ଯାଜପୁରର ଶଙ୍କର ମିଶ୍ର ନାମକ ଜଣେ ଭକ୍ତ ଗୋପାଳ ବଲ୍ଲଭ ପୂଜା ପରେ ସେବକ ବେଶରେ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରି…

Stray Dogs: ‘୮ ସପ୍ତାହ ମଧ୍ୟରେ ସରକାରୀ ପ୍ରତିଷ୍ଠାନକୁ ବାଡ଼ ଦିଅ, ରାଜପଥରୁ ବୁଲା ପଶୁଙ୍କୁ ହଟାଅ’,…

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ସାରା ଦେଶରେ ବୁଲୁଥିବା କୁକୁରମାନଙ୍କ ଉପରେ ମାମଲାର ଶୁଣାଣି କରିଥିଲେ। ବିଚାରପତି ବିକ୍ରମ ନାଥ, ବିଚାରପତି ସନ୍ଦୀପ ମେହେଟ୍ଟା ଏବଂ ବିଚାରପତି ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିଲେ। ସୁପ୍ରିମକୋର୍ଟ ରାଜପଥ ଏବଂ ଏକ୍ସପ୍ରେସୱେରେ…

Vande Mataram: ବନ୍ଦେ ମାତରମ୍ ଏକ ରାଷ୍ଟ୍ରପ୍ରେମ, ତ୍ୟାଗ ଓ ରାଷ୍ଟ୍ରପ୍ରତି ସମର୍ପଣ ଭାବର ପ୍ରତୀକ

ଭୁବନେଶ୍ୱର: ବନ୍ଦେ ମାତରମ୍ କେବଳ ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଓ ବୀରତାର ପ୍ରତୀକ। ବଙ୍କିମ୍ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦ ମଠ’ ଉପନ୍ୟାସରୁ ଜନ୍ମ ନେଇଥିବା ଏହି ଗୀତ ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କ ମନରେ ଜାଗୃତି, ଉତ୍ସାହ ଓ ବୈପ୍ଳବିକ ମନୋଭାବ ଜଗାଇଥିଲା ବୋଲି…

PAK Afghan Clash: ତୁର୍କୀରେ ତାଲିବାନ ସହିତ ଚାଲିଛି ଆଲୋଚନା, ପାକିସ୍ତାନ ଭଙ୍ଗ କଲା ଯୁଦ୍ଧବିରତ, ୧୧ ଆଫଗାନ ମୃତ

ନୂଆଦିଲ୍ଲୀ: ତୁର୍କୀରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଥିବା ବେଳେ, ସୀମାରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ଗୁରୁବାର ଦିନ, ଅନେକ ଆଫଗାନ ସାମ୍ବାଦିକ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଦାବି କରିଛନ୍ତି ଯେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ…

Hurun India Philanthropy List 2025: ଅମ୍ବାନୀ, ଆଦାନୀ ନୁହେଁ; ଏହି ବ୍ୟକ୍ତି କଲେ ଅଧିକ ଦାନ…

ମୁମ୍ବାଇ: ହୁରୁନ୍ ପରୋପକାର ତାଲିକା ୨୦୨୫ ଅନୁଯାୟୀ ଚଳିତ ବର୍ଷ ଶିବ ନାଦର ୨୭୦୮ କୋଟି ଟଙ୍କା ଦାନ କରି ହୁରୁନ୍ ତାଲିକାର ଶୀର୍ଷରେ ଅଛନ୍ତି। ୮୦ ବର୍ଷୀୟ ଶିବ ନାଦର ଟେକ୍ ଜାଏଣ୍ଟ ଏଚସିଏଲ ର ପ୍ରତିଷ୍ଠାତା ହେବା ସହ ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ଅଛନ୍ତି। ଅପରପକ୍ଷେ…