Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୁବନେଶ୍ୱରରୁ କନ୍ଦରପୁରକୁ ସଂଯୋଗ ହେବ ନୂଆ ରାସ୍ତା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ରୋଡ୍‌ ନେଟ୍‌ୱାର୍କକୁ ସୁଦୃଢ଼ କରି ରାଜ୍ୟର ବିକାଶକୁ ଆଗେଇ ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସ୍ପଷ୍ଟ ଆଭିମୁଖ୍ୟ ରହିଛି । ଏହି ଲକ୍ଷ୍ୟକୁ ତ୍ୱରିତ ବେଗରେ ଆଗେଇ ନେବା ସହିତ ରାଜ୍ୟର ସବୁ…

କଟକରେ ଫାଟିଲା ଗ୍ୟାସ ଲାଇନ, ଲୋକେ ଭୟଭୀତ…

କଟକ: କଟକର ସିଡିଏ ସେକ୍ଟର-୯ରେ ସୋମବାର ଦିନ ନିର୍ମାଣ କାର୍ଯ୍ୟ ସମୟରେ ଦୁର୍ଘଟଣାବଶତଃ ଗେଲ୍ (ଇଣ୍ଡିଆ) ଲିମିଟେଡ୍‌ର ଏକ ଏଲପିଜି ଗ୍ୟାସ୍ ପାଇପଲାଇନ୍ ଫାଟି ଯାଇଛି। ସୂଚନା ଅନୁଯାୟୀ, ସିଡିଏ ସେକ୍ଟର-୯ରେ ଚାଲିଥିବା ନିର୍ମାଣ କାର୍ଯ୍ୟ ପାଇଁ ଭାରୀ ଯନ୍ତ୍ରପାତି ବ୍ୟବହାର କରାଯାଉଥିବା…

Illegal Cannabis Cultivation: ୨ କୋଟି ଟଙ୍କା ମୂଲ୍ୟର ୯୫ ହଜାରରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ଥାନା ଅଞ୍ଚଳରେ ୯୫ ହଜାରରୁ ଅଧିକ ଅଫିମ ଗଛ ନଷ୍ଟ କରିଛି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇବା ପରେ ଯଶୀପୁର ପୋଲିସ, ବନ ବିଭାଗ, ଅବକାରୀ ବିଭାଗ ଏବଂ ସ୍ଥାନୀୟ ରାଜସ୍ୱ ବିଭାଗ ମିଳିତ ଭାବରେ ଚଢଉ କରି ଅଫିମ ଚାରା ନଷ୍ଟ କରିଛନ୍ତି । ଏହାର ଆନୁମାନିକ…

Spain Train Accident: ଭୟଙ୍କର ଟ୍ରେନ ଦୁର୍ଘଟଣା; ୨୧ ଯାତ୍ରୀ ମୃତ, ଅନେକ ଗୁରୁତର

ବାର୍ସେଲୋନା: ଦକ୍ଷିଣ ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟି ୨୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଟ୍ରେନ୍ ଦୁର୍ଘଟଣାର ଦୃଶ୍ୟ ଦେଖିଲେ ବାହାନଗାର ଚିତ୍ର ସାମ୍ନାକୁ ଆସିଯାଉଛି । ଏକ ହାଇସ୍ପିଡ ଟ୍ରେନ ଟ୍ରାକରେ ଆସୁଥିବା ବେଳେ ହଠାତ ଲାଇଚ୍ୟୁତ ହୋଇ ଅନ୍ୟ ଟ୍ରାକରେ ଆସୁଥିବା ଟ୍ରେନକୁ…

BJP National President Election: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ; ନାମାଙ୍କନ ଭରିବେ ନୀତିନ ନବୀନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ସୋମବାର, ଜାନୁଆରୀ ୧୯ ତାରିଖରେ, ଦଳର ଜାତୀୟ କାର୍ଯ୍ୟକାରିଣୀ ସଭାପତି ନୀତିନ ନବୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିବେ। ନୀତିନ

Dolphin Count: ଆସନ୍ତାକାଲିଠାରୁ ଚିଲିକାରେ ହେବ ଡଲଫିନ୍ ଗଣନା

ଚିଲିକା: ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଚିଲିକାରେ ହେବ ଡଲଫିନ୍ ଗଣନା । ଚିଲିକା ସଂଲଗ୍ନ ବାଲୁଗାଁ ଓ ସାତପଡ଼ାରେ ଚାଲିବ ଡଲଫିନ୍ ଗଣନା । ଡଲଫିନ୍ ଗଣନା ପାଇଁ ଗଠନ ହେଲା ୧୮ଟି ସ୍ୱତନ୍ତ୍ର ଟିମ୍ । ଜଣେ ବିଶେଷଜ୍ଞଙ୍କ ସହ ରହିବେ ୩ରୁ ୫ ଗଣନାକାରୀ । ଚିଲିକାର ସମସ୍ତ ବୋଟ୍‌

Bus Services: ୫ ଦିନ ପରେ ସ୍ବାଭାବିକ ହେଲା ବସ୍ ଚଳାଚଳ

ଜଗତସିଂହପୁର: ଜଗତସିଂହପୁରରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ। ପରିବହନ କମିସନରଙ୍କ ପ୍ରତିଶ୍ରୁତି ପରେ ଗଡ଼ିଲା ବସ୍। ମୁଖ୍ୟମନ୍ତ୍ରୀ ବସ୍ ସେବା ଚଳାଚଳକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ସ୍ଥଗିତ। ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ ସହ ହେବ ଆଲୋଚନା। ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ

ପୁଣି ବାଣ ଛାଡ଼ିଲେ ଶ୍ରୀମୟୀ, ‘ନୈତିକତା ହଜିଛି, ବିଶ୍ୱାସଘାତକତାର ନୂଆ ପରିଭାଷା ଲେଖାହେଉଛି!’

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ସୋସିଆଲ ମିଡିଆରେ ବର୍ଷିଛନ୍ତି ନେତ୍ରୀ ଶ୍ରୀମୟୀ ମିଶ୍ର । ସେ ସିଧା ସଳଖ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ଶ୍ରୀମୟୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ନୈତିକତା ହଜିଛି, ବିଶ୍ୱାସଘାତକତାର ନୂଆ ପରିଭାଷା ଲେଖାହେଉଛି!…

Karnataka CM Race: କର୍ଣ୍ଣାଟକରେ କ୍ଷମତା ସଂଘର୍ଷ ଜାରି, ରାହୁଲଙ୍କୁ ଭେଟିବା ପରେ କ’ଣ କହିଲେ ଶିବକୁମାର?

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏବେ ବି ଚାଲିଛି କ୍ଷମତା ସଂଘର୍ଷ। ମୁଖ୍ୟମନ୍ତ୍ରୀ ଆସନ ପାଇଁ ଗତ କିଛି ମାସ ଧରି ବିବାଦ ଜାରି ରହିଛି। ଦଳ ଭିତରେ ସବୁକିଛି ଠିକ୍ ଅଛି ବୋଲି ବାରମ୍ବାର ଚିତ୍ରଣ କରିବାକୁ ଚେଷ୍ଟା କରାଯାଇଥିବାବେଳେ, କିଛି ବୟାନ ସବୁକିଛି ଠିକ୍ ଅଛି ବୋଲି ଦାବି ଉପରେ ପ୍ରଶ୍ନ

J&K Encounter: ସେନା-ଆତଙ୍କବାଦୀ ଏନକାଉଣ୍ଟର: ୮ ଜଣ ଯବାନ ଆହତ, ଅପରେସନ ଜାରି

ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତୱାର ଜିଲ୍ଲାର ସୋନାର ଅଞ୍ଚଳରେ ମିଳିତ ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏହି ଏନକାଉଣ୍ଟରରେ ୮ ଜଣ ସୈନିକ ଆହତ ହୋଇଛନ୍ତି। ରବିବାର ତିନି ଜଣ ସେନା ଯବାନ ଆହତ ହୋଇଥିଲେ। ଏବେ ଆହତ ସଂଖ୍ୟା ବଢିଛି। ଅଧିକାରୀମାନେ କହିଛନ୍ତି ଯେ