Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Bali Yatra: ବାଲିଯାତ୍ରାରେ ସବୁଦିନ ଖାଦ୍ୟର ମାନ ଯାଞ୍ଚ୍‌ କରିବେ ୩ଟି ଟିମ୍, ଆସିଛି ଫୁଡ୍‌ ଟେଷ୍ଟିଂ ଗାଡି

କଟକ: ଚଳିତ ବର୍ଷ ବାଲିଯାତ୍ରାରେ ହେବ ଲକ୍ଷାଧିକ ଲୋକଙ୍କ ସମାଗମ । ଏହାକୁ ଦୃଷ୍ଟିରେ ରଖି ସବୁ ଖାଦ୍ୟ ଷ୍ଟଲ୍‌ ଉପରେ ନଜର ରଖିଛି କଟକ ମହାନଗର ନିଗମ (ସିଏମ୍‌ସି) ଖାଦ୍ୟ ସୁରକ୍ଷା ବିଭାଗ । ତେବେ ଖାଦ୍ୟ ନମୁନାର ତୁରନ୍ତ ଯାଞ୍ଚ୍‌ ପାଇଁ ଭୁବନେଶ୍ୱରରୁ ଏକ ଫୁଡ୍‌ ଟେଷ୍ଟିଂ ଗାଡି ଆସିଛି ।…

Forest Officer suspend: ହାତୀ ମୃତ୍ୟୁ ଘଟଣାରେ ୩ ବନ କର୍ମଚାରୀ ନିଲମ୍ବିତ

ମୟୂରଭଞ୍ଜ: ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ ହେଲେ ୩ ବନ କର୍ମଚାରୀ । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ । ବାରିପଦା ବେତନଟୀ ରେଞ୍ଜର ବନପାଳ ଏବଂ ଦୁଇ ବନରକ୍ଷୀଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ରହିଛି । ସୂଚନା ମୁତାବକ, ବେତନଟୀ ବନଞ୍ଚଳରେ ହାତୀମାନେ ବିଭିନ୍ନ ସମୟରେ…

ରାସ୍ତାରେ ବସି ପାଠ ପଢ଼ିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ

କଟକ: ରାସ୍ତାରେ ପଢ଼ିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟରେ କ୍ଲାସ୍ ରୁମ୍ ଅସୁରକ୍ଷିତ ଦର୍ଶାଇ ଅଭିନବ ପ୍ରତିବାଦ କଲେ । କେବଳ ଛାତ୍ରଛାତ୍ରୀ ନୁହେଁ ଅଧ୍ୟାପକ ମଧ୍ୟ ରାସ୍ତାରେ ବସି ଛାତ୍ରଛାତ୍ରୀଙ୍କୁ ପଢ଼ାଇଲେ । ଶ୍ରେଣୀଗୃହ ସମସ୍ୟା ହେତୁ ପ୍ରତିବାଦ କଲେ ଓଡ଼ିଆ…

ରାସ୍ତାକଡ଼ରୁ ଓଏପିଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର…

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପିତାମହଲ ଗାଁ ନିକଟ ଜଙ୍ଗଲରୁ ଜଣେ OAPF ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଯବାନ ଜଣକଙ୍କ ପରିଚୟ ଗୌରୀ ତାଡ଼ିଙ୍ଗି ବୋଲି ଜଣାପଡିଛି । ସେ ରାୟଗଡ଼ା ଟାଉନ ଥାନାରେ କାର୍ଯ୍ୟରତ ଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି…

Donating Sperm: ଏହି ଦେଶର ଛାତ୍ର ଶୁକ୍ରାଣୁ ଦାନ କରି ମାସକୁ ରୋଜଗାର କରୁଛନ୍ତି ୪୦୦ ପାଉଣ୍ଡ

ନୂଆଦିଲ୍ଲୀ: ଦୁନିଆରେ ଏପରି କିଛି ଛାତ୍ର ଅଛନ୍ତି ଯେଉଁମାନେ ସେମାନଙ୍କର ମାସିକ ଖର୍ଚ୍ଚ ପୂରଣ କରିବା ପାଇଁ ସାଧାରଣତଃ ଆଲୋଚନା ହେଉନଥିବା ପଦ୍ଧତି ବ୍ୟବହାର କରନ୍ତି। ଆମେରିକା, ୟୁରୋପ, ଚୀନ୍ ଏବଂ ଇସ୍ରାଏଲର ଛାତ୍ରମାନେ ଶୁକ୍ରାଣୁ (sperm) ଦାନ କରି ପ୍ରତି ମାସରେ ହଜାର ହଜାର ଡଲାର ରୋଜଗାର…

Trump on India-Pakistan conflict: ମାନିଲେ ଟ୍ରମ୍ପ!, ପାକିସ୍ତାନ ସହ ଯୁଦ୍ଧରେ F-16 ବିମାନ ଖସାଇ ଦେଇଥିଲା ଭାରତ,…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ବିବାଦକୁ ନେଇ ବଡ଼ ବୟାନ ଦେଇଛନ୍ତି ଏବଂ ଏହାକୁ ବନ୍ଦ କରିବାର ଶ୍ରେୟ ନେଇଛନ୍ତି। ଆମେରିକା ରାଷ୍ଟ୍ରପତି ମଧ୍ୟ ସଂଘର୍ଷ ସମୟରେ ଖସାଇ ଦିଆଯାଇଥିବା ଯୁଦ୍ଧ ବିମାନ ସଂଖ୍ୟାକୁ…

Odisha Vigilance: ଲାଞ୍ଚ ନେଇ ଧରାପଡ଼ିଲେ DSSO ବିପ୍ଳବ କେଶରୀ ସାମନ୍ତରାୟ

ଭୁବନେଶ୍ୱର: କେନ୍ଦୁଝର DSSO ବିପ୍ଳବ କେଶରୀ ସାମନ୍ତରାୟ ଲାଞ୍ଚ ନେଇ ଧରାପଡ଼ିଲେ। NGO ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଡିଜିଟାଲ ମୋଡ୍‌ରେ ଲାଞ୍ଚ ନେଲା ବେଳେ କାବୁ କଲା ଭିଜିଲାନ୍ସ ଟିମ୍‌। ଗୁରୁବାର ଦିନ ଡିଜିଟାଲ ମୋଡ୍ ମାଧ୍ୟମରେ ଏକ ଏନଜିଓରୁ ୨୦…

ଏକାଧିକ ବେଆଇନ କ୍ଲିନିକ୍ ଉପରେ ଚଢାଉ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ

ରାୟଗଡ଼ା: ରାୟଗଡା ଜିଲ୍ଲା ଗୁଣପୁର ସହରରେ ବେଆଇନ ଭାବରେ ଚାଲିଥିବ ଏକାଧିକ କ୍ଲିନିକ୍ ଉପରେ ଆଜି ଚଢାଉ ହୋଇଛି । ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦିଲୀପ ଦୁଧାଲ ଏହି ଚଢାଉ କରି ଉକ୍ତ ଦୋକାନ ଗୁଡିକରେ କୌଣସି କାଗଜ ପତ୍ର ନଥାଇ କ୍ଲିନିକ୍ ଚାଲୁଥିବା ଜାଣିବାକୁ ପାଇଥିଲେ । ତୁରନ୍ତ…

OSSC କାର୍ଯ୍ୟାଳୟ ଘେରାଉ କଲେ LTR ଆଶାୟୀ ସଂସ୍କୃତ ଶିକ୍ଷକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର OSSC କାର୍ଯ୍ୟାଳୟ ଘେରାଉ କଲେ LTR ଆଶାୟୀ ସଂସ୍କୃତ ଶିକ୍ଷକ। ତୁରନ୍ତ ରେଜଲ୍ଟ ବାହାର କରି ନିଯୁକ୍ତି ଦେବାକୁ ଦାବି କରିଛନ୍ତି ଏହି ଶିକ୍ଷକ। ନଚେତ୍ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି LTR ଆଶାୟୀ ସଂସ୍କୃତ ଶିକ୍ଷକ। ଗତ ମେ ୧୭ ତାରିଖରେ ୭୨୯…

Russia-Ukrain War: ଆଗକୁ ବଢ଼ୁଛନ୍ତି ପୁଟିନ, ନିଶାନାରେ ୟୁକ୍ରେନର ଏହି ସହର…

ନୂଆଦିଲ୍ଲୀ: ପ୍ରାୟ ୪ ବର୍ଷ ହେବାକୁ ବସିଲାଣି ଚାଲିଛି ଯୁଦ୍ଧ... ନା ପଛକୁ ହଟୁଛି ୟୁକ୍ରେନ... ନା ଛାଡୁଛନ୍ତି ପୁଟିନ...ଏବେ ୟୁକ୍ରେନକୁ କବଜା କରି ଛାଡ଼ିବେ ପୁଟିନ...ଗୋଟେ ପରେ ଗୋଟେ ସହରକୁ ଅକ୍ତିଆରକୁ ଆଣୁଛନ୍ତି... ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆଉ ଏକ ୟୁକ୍ରେନୀୟ ସହର…