Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Trump’s Islamabad tilt:’ଆମେରିକାର ପ୍ରକୃତ ହିତ ଭାରତ ସହ ରହିଛି,ଟ୍ରମ୍ପ ଏକ ବଡ଼ ଭୁଲ…

ନୂଆଦିଲ୍ଲୀ: ପୂର୍ବତନ ଆମେରିକାର ଉପ-ବିଦେଶ ସଚିବ କର୍ଟ ଏମ୍. କ୍ୟାମ୍ପବେଲ(Kurt M Campbell ) କହିଛନ୍ତି ଯେ, ଆମେରିକାର ସମସ୍ତ ରଣନୈତିକ ସ୍ୱାର୍ଥ ପାକିସ୍ତାନ ସହିତ ନୁହେଁ, ଭାରତ ସହିତ। ସେ ଆମେରିକା-ଭାରତ ସମ୍ପର୍କର ବର୍ତ୍ତମାନର ସ୍ଥିତି ଉପରେ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ ।…

ଆପ୍‌ ଛାଡ଼ିଲେ ରାଘବ ଚଢ଼ା, ବିଜେପିରେ ମିଶିବେ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବ୍ୟତୀତ ରାଜ୍ୟସଭା ସଦସ୍ୟ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ମଧ୍ୟ ଆମ ଆଦମୀ ପାର୍ଟି ଛାଡିଛନ୍ତି। ଆମ ଆଦମୀ ପାର୍ଟିର ଟାଣୁଆ ନେତା ରାଘବ ଚଢା, ସନ୍ଦୀପ ପାଠକ ଏବଂ ଅଶୋକ…

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରି ଦେବାକୁ ମିଳିଲା ଧମକ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରି ଦେବାକୁ ମିଳିଲା ଧମକ । ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ପୋଷ୍ଟ କରି ଗିରଫ ହେଲା ଅଭିଯୁକ୍ତ । ଏହି ଗମ୍ଭୀର ଘଟଣାରେ ନାଗପୁର ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି ।…

ସିନ୍ଧୁ ଜଳ ପାଇଁ ବ୍ୟାକୁଳ ପାକିସ୍ତାନ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ସହ ଚୁକ୍ତିର ପୂର୍ଣ୍ଣ କାର୍ଯ୍ୟକାରୀ କଲା…

ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତି (IWT) ଉପରେ ଭାରତର କଠୋର ଆଭିମୁଖ୍ୟରେ ଚିନ୍ତିତ ହୋଇ ପାକିସ୍ତାନ ଏବେ ଅନ୍ତର୍ଜାତୀୟ ମଞ୍ଚ ଆଡକୁ ମୁହାଁଇଛି । ପାକିସ୍ତାନ ଭାରତର ନିଷ୍ପତ୍ତିକୁ ଜାତିସଂଘ ସୁରକ୍ଷା ପରିଷଦ (UNSC) ଏବଂ ଜାତିସଂଘ ସାଧାରଣ ସଭା ସମ୍ମୁଖରେ ଉଠାଇ ଏହି ଚୁକ୍ତିର "ପୂର୍ଣ୍ଣ…

କର୍ମଚାରୀଙ୍କ ହାତରେ ସବୁବେଳେ ରହିବ ଟଙ୍କା: ଦରମା ନିୟମରେ ବଡ଼ ପରିବର୍ତ୍ତନ ଆଣୁଛନ୍ତି ଏହି ସରକାର, ପ୍ରତି ୧୫ ଦିନରେ…

କାଠମାଣ୍ଡୁ: ମାସ ଶେଷ ହେବା ପୂର୍ବରୁ ଦରମା ଟଙ୍କା ସରିଯାଉଛି କି? ଘର ଭଡ଼ା, ରାସନ, ବିଦ୍ୟୁତ୍ ବିଲ୍ ଏବଂ ପିଲାଙ୍କ ସ୍କୁଲ୍ ଫି' ଦେବା ପରେ ହାତ ଖାଲି ହୋଇଯାଉଛି କି? ସାଧାରଣତଃ ଅଧିକାଂଶ ବେତନଭୋଗୀ କର୍ମଚାରୀଙ୍କ କ୍ଷେତ୍ରରେ ଏହା ଏକ ସାଧାରଣ ସମସ୍ୟା। କିନ୍ତୁ ପଡ଼ୋଶୀ ଦେଶ ନେପାଳର ସରକାରୀ…

ଆଗାମୀ ୨-୩ ବର୍ଷରେ ଆସିପାରେ ଡେଙ୍ଗୁର ସ୍ୱତନ୍ତ୍ର ଚିକିତ୍ସା; କିନ୍ତୁ ଜଳବାୟୁ ପରିବର୍ତ୍ତନ ବଢ଼ାଇବ ସଂକ୍ରମଣ ବିପଦ

ନୂଆଦିଲ୍ଲୀ: ଡେଙ୍ଗୁ ମୁକାବିଲାକୁ ନେଇ ଭାରତ ପାଇଁ ଏକ ଆଶ୍ୱସ୍ତିକର ତଥା ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଯଦି ବର୍ତ୍ତମାନ ଚାଲିଥିବା କ୍ଲିନିକାଲ୍ ଟ୍ରାଏଲ୍ ସଫଳ ହୁଏ, ତେବେ ଆଗାମୀ ୨ ରୁ ୩ ବର୍ଷ ମଧ୍ୟରେ ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ଏବଂ 'ଟାର୍ଗେଟେଡ୍' ଚିକିତ୍ସା ବ୍ୟବସ୍ଥା ଭାରତୀୟ…

ସେନାକୁ ରାଜନୀତିକୁ ଟାଣିବା ସମ୍ପୂର୍ଣ୍ଣ ଅନୁଚିତ; ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପରୋକ୍ଷରେ ଟାର୍ଗେଟ୍ କଲେ…

ନୂଆଦିଲ୍ଲୀ: ଭାରତୀୟ ସେନାର ପୂର୍ବତନ ମୁଖ୍ୟ ଜେନେରାଲ୍ ଏମ୍.ଏମ୍. ନରବଣେ (ଅବସରପ୍ରାପ୍ତ) ନିଜର ଅପ୍ରକାଶିତ ଆତ୍ମଜୀବନୀ 'ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି' (Four Stars of Destiny) କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଶେଷରେ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ସେ ସ୍ପଷ୍ଟ…

ପଶ୍ଚିମବଙ୍ଗ ନିର୍ବାଚନ: ସର୍ବାଧିକ ଭୋଟିଂ ହୋଇଥିବା ୫ଟି ଆସନରେ କେତେ ଅଛନ୍ତି ମୁସଲିମ୍ ଭୋଟର? ବଦଳିବ କି ମମତାଙ୍କ…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ ମତଦାନ ଏକ ନୂଆ ଇତିହାସ ରଚିଛି। ଗୁରୁବାର (ଏପ୍ରିଲ ୨୩)ରେ ହୋଇଥିବା ୧୬ଟି ଜିଲ୍ଲାର ୧୫୨ଟି ଆସନରେ ଲୋକେ ବହୁଳ ମାତ୍ରାରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

୨୬ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ: ବର୍ଷେ ପରେ ବି କାହିଁକି ମିଳୁନି ସୁରକ୍ଷା ତ୍ରୁଟିର ଜବାବ?

ନୂଆଦିଲ୍ଲୀ: କାଶ୍ମୀରର ପହଲଗାମ୍‌ଠାରେ ହୋଇଥିବା ଭୟାବହ ଆତଙ୍କବାଦୀ ଆକ୍ରମଣକୁ ଗୋଟିଏ ବର୍ଷ ପୂରଣ ହୋଇଛି। ୨୨ ଏପ୍ରିଲ ୨୦୨୫ ତାରିଖରେ ଘଟିଥିବା ଏହି ରକ୍ତାକ୍ତ ଘଟଣା କେବଳ ଭାରତ ନୁହେଁ, ବରଂ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଏହି ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ…

ଭାରତୀୟ ଝୁମକା ପିନ୍ଧି ଚର୍ଚ୍ଚାରେ ଇଟାଲୀ ପ୍ରଧାନମନ୍ତ୍ରୀ: ଟ୍ରମ୍ପ ସମର୍ଥକଙ୍କ କଟାକ୍ଷର କଡ଼ା ଜବାବ ଦେଲେ ଜର୍ଜିଆ…

ରୋମ୍/ନୂଆଦିଲ୍ଲୀ: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ପୁଣି ଥରେ ଇଣ୍ଟରନେଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏଥର ତାଙ୍କ ଚର୍ଚ୍ଚାର କାରଣ କୌଣସି ରାଜନୈତିକ ନିଷ୍ପତ୍ତି ନୁହେଁ, ବରଂ ତାଙ୍କର ଏକ ସୁନ୍ଦର ଭାରତୀୟ ପାରମ୍ପରିକ ଅଳଙ୍କାର । ନିକଟରେ ସେ ନିଜର ଇନଷ୍ଟାଗ୍ରାମ…