Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

New Year 2026: ନବବର୍ଷର ସ୍ୱାଗତରେ ଉତ୍ସବ ମୁଖର ପୁରା ଦେଶ, ଶକ୍ତି ପୀଠରେ ନାହିଁନଥିବା ଭିଡ଼, କାଶୀ-ଅଯୋଧ୍ୟାରେ ୩…

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ନୂତନ ବର୍ଷକୁ ସ୍ୱାଗତ କରୁଛି। ନ୍ୟୁଜିଲ୍ୟାଣ୍ଡରୁ ନ୍ୟୁ ଜର୍ସି ପର୍ଯ୍ୟନ୍ତ ଲୋକମାନେ ନୂତନ ବର୍ଷକୁ ବିଭିନ୍ନ ଢ଼ଙ୍ଗରେ ସ୍ୱାଗତ କରୁଛନ୍ତି। ଭାରତରେ, ଲୋକମାନେ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉତ୍ସବ ପାଳନ କରୁଥିବା ବେଳେ, ସକାଳ ୪ଟାରୁ ମନ୍ଦିରଗୁଡ଼ିକରେ ଭକ୍ତମାନଙ୍କର…

New Year Wishes: ମହାମହିମଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ଏହି ଅନ୍ଦାଜରେ ଦେଶବାସୀଙ୍କୁ…

ନୂଆଦିଲ୍ଲୀ: ପୁଣି ଏକ ବର୍ଷ ଶେଷରେ ନୂତନ ବର୍ଷର ଆରମ୍ଭ ହୋଇଛି। ୨୦୨୫ ବିଦାୟ ନେଇ ୨୦୨୬ ର ନୂତନ ବର୍ଷ ନୂତନ ଉତ୍ସାହ ଆଣିଛି। ଏହି ବିଶେଷ ଅବସରରେ, ସମସ୍ତେ ନିଜ ନିଜ ପ୍ରିୟଜନଙ୍କୁ କାମନା କରୁଛନ୍ତି ଏବଂ ସେମାନଙ୍କ ସହିତ ନବ ବର୍ଷ ପାଳନ କରୁଛନ୍ତି। ଏହି ସମୟରେ, ଆମର ରାଜନେତାମାନେ ମଧ୍ୟ…

Happy New Year 2026: ଇଂରାଜୀ ନବବର୍ଷକୁ ସ୍ୱାଗତ…ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼, ରାତି ୨ଟାରୁ ଚାଲିଛି…

ପୁରୀ:ବିଦାୟ ନେଇଛି ବର୍ଷ ୨୦୨୫। ନୂଆ ଉତ୍ସାହ ଓ ଉଦ୍ଦୀପନା ସହ ଆସିଛି ନୂଆ ବର୍ଷ ୨୦୨୬(Happy New Year 2026) । ସବୁଠି ଇଂରାଜୀ ନବବର୍ଷକୁ ପରସ୍ପରକୁ ଅଭିନନ୍ଦନ ଜଣାଇ ସ୍ବାଗତ କରିଛନ୍ତି । ତେବେ ବର୍ଷର ପ୍ରଥମ ଦିନରେ ଜଗା ଦର୍ଶନ ଲାଗି ପୁରୀରେ ଲାଗିଛି ଭକ୍ତଙ୍କ ଗହଳି । ନୂଆବର୍ଷର ପ୍ରଥମ…

IAS officer Arabinda Padhee: ଅରବିନ୍ଦ ପାଢୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ

ଭୁବନେଶ୍ବର: ଅରବିନ୍ଦ ପାଢୀଙ୍କ ପଦୋନ୍ନତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ମିଳିଛି । ପଦୋନ୍ନତି ପରେ ମଧ୍ୟ ସେ କୃଷି ବିଭାଗର ପ୍ରମୁଖ ସଚିବ ଓ ଶ୍ରୀଜଗନ୍ନାଥ…

Jasipur: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ଯଶୀପୁରକୁ ଏନଏସି ମାନ୍ୟତା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଜିଲ୍ଲାର ପ୍ରମୁଖ ସ୍ଥାନ ମଧ୍ୟରୁ ଅନ୍ୟତମ ଯଶୀପୁରକୁ ଏଣିକି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ…

E-KYC Deadline Extended: ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା

ଭୁବନେଶ୍ବର: ରାସନକାର୍ଡକୁ ନେଇ ବଡ ଅପଡେଟ୍ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ E-KYC ସମୟ ସୀମା । ଡିସେମ୍ବର ୩୧ ତାରିଖ ଦିନ E-KYC ଅବଧି ଶେଷ ହେଉଥିବା ବେଳେ, ଏହାର ଅବଧିକୁ ଆହୁରି ୨ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସୂଚନା…

ବିଡିଏ ଉପାଧ୍ୟକ୍ଷଙ୍କ ନୂଆ ପଦକ୍ଷେପ, ପ୍ରତି ମାସରେ ବଣ୍ଟନକାରୀଙ୍କ ପାଇଁ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଲୋକମାନଙ୍କ ସହିତ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଏବଂ ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତା ବଢ଼ାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏଣିକି ବିଡିଏ ଉପାଧ୍ୟକ୍ଷ ପ୍ରତି ମାସର ପ୍ରଥମ ଶନିବାର ଦିନ…

ନବବର୍ଷରେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ…

ପୁରୀ: ନବବର୍ଷରେ ଶୃଙ୍ଖଳିତ ନୀତି କାନ୍ତି ସହିତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ତେବେ ଆଜି ରାତ୍ର ୧୧ ଟାରେ ରାତ୍ର ପହୁଡ଼ କରାଯାଇ ରାତ୍ର ୨ଟା ରେ ଦ୍ବାରଫିଟା ନୀତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା…

ଭାରତଠୁ ୯ ଘଣ୍ଟା ପୂର୍ବରୁ ନୂଆବର୍ଷ ୨୦୨୬କୁ ସ୍ବାଗତ କଲେ ଏହି ଦୁଇ ଦେଶ

ନୂଆଦିଲ୍ଲୀ: ଯେତେବେଳେ ବିଶ୍ୱର ଅଧିକାଂଶ ଦେଶ ଏପର୍ଯ୍ୟନ୍ତ ରାତି ୧୨ଟା ବାଜିବାକୁ ଅପେକ୍ଷା କରିଛନ୍ତି, ପ୍ରଶାନ୍ତ ମହାସାଗରର ଦୁର୍ଗମ ଅଞ୍ଚଳରେ ସ୍ଥିତ ଦୁଇଟି ଦ୍ବୀପରେ ନୂତନ ବର୍ଷ ପାଳନ ଆରମ୍ଭ ହୋଇସାରିଛି । ଭାରତଠାରୁ ପ୍ରାୟ ୯ ଘଣ୍ଟା ପୂର୍ବରୁ ୨୦୨୬ ଏଠାରେ ପହଞ୍ଚିଛି । ବିଶ୍ୱର…

IAIRO to Begin Operations from 1 January:ଏଠାରେ ଖୋଲିବ ଭାରତର ପ୍ରଥମ ଜାତୀୟ AI ଗବେଷଣା ପ୍ରତିଷ୍ଠାନ

ନୂଆଦିଲ୍ଲୀ:ଭାରତରେ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଗୁଜୁରାଟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘୋଷଣା କରିଛନ୍ତି ଯେ ଜାନୁଆରୀ ୧ ତାରିଖରେ GIFT Cityରେ ଭାରତୀୟ AI ଗବେଷଣା ପ୍ରତିଷ୍ଠାନ(IAIRO-Indian AI Research…