Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମା’ଙ୍କ ଶେଷକୃତ୍ୟ ପାଇଁ ମିଳିଲା ପାରୋଲ: ୬୫୪ ଦିନ ପରେ ୫ ଘଣ୍ଟା ପାଇଁ ଜେଲ୍ ରୁ ବାହାରିଲେ ଚିନ୍ମୟ କୃଷ୍ଣ

ବାଂଲାଦେଶ : ମା’ର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଗୋଟିଏ ବୋଲି ଆଶା ଥିଲା—ଥରେ ହେଲେ ଜେଲ୍‌ରେ ଥିବା ପୁଅକୁ ଆଖିପୁରାଇ ଦେଖିବେ। କିନ୍ତୁ ସେହି ଆଶା ଅପୂରଣୀୟ ରହିଗଲା। ଶେଷରେ ଆଜି ସକାଳେ ଜୀବନ ସହ ସଂଗ୍ରାମ କରି ଆରପାରିକୁ ଚାଲିଗଲେ ହିନ୍ଦୁ ପୂଜାରୀ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ୭୨…

‘କ୍ୟାାଟ କିଲର’ର ଭୟ! ୨୦ ବିଲେଇଙ୍କ ମୃତ୍ୟୁ; ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେଲେ ୫୦,୦୦୦ ଟଙ୍କା…

ମୁମ୍ବାଇ:ଗତ ଏକ ମାସ ଧରି କ୍ରମାଗତ ଭାବେ ବିଲେଇଙ୍କ ମୃତ୍ୟୁ ଏବଂ ସେମାନଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନା ଅନୁଯାୟୀ, ଅଗଷ୍ଟ ମାସରୁ ପଞ୍ଜରାପୋଲ ଅଞ୍ଚଳରେ ପ୍ରାୟ ୨୦ଟି ବିଲେଇଙ୍କୁ ମାରିଦିଆଯାଇଛି। ଏହି ବିଲେଇଗୁଡ଼ିକ ମଧ୍ୟରୁ…

Heavy Rain: କାଲି ଏହି ଜିଲ୍ଲାର ସମସ୍ତ ଅଙ୍ଗନବାଡି ,ସ୍କୁଲ୍‌ ଛୁଟି

ଭବାନୀପାଟଣା:ଶୁକ୍ରବାର କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତାକୁ ଧ୍ୟାନରେ ରଖି ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି । କଳାହାଣ୍ଡି ଜିଲାର ସମସ୍ତ ସରକାରୀ,ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ ବୋଲି…

ଡକ୍ଟର ପ୍ରତିଭା ରାୟଙ୍କୁ ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ସାହିତ୍ୟ ଅକାଦେମୀ ଫେଲୋସିପ୍‌ ପ୍ରଦାନ

ଭୁବନେଶ୍ୱର: ଭୁବନେଶ୍ବରର ସଂସ୍କୃତି ଭବନରେ ଆୟୋଜିତ ଏକ ସାରସ୍ବତ ସମାରୋହରେ ପ୍ରଖ୍ୟାତ ଲେଖିକା ପ୍ରତିଭା ରାୟଙ୍କୁ ଅକାଦେମୀର ଫେଲୋସିପ୍‌ରେ ସମ୍ମାନିତ କରାଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସେପ୍ଟେମ୍ବର ୧୦ ତାରିଖରେ ପ୍ରତିଭା ରାୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଡକ୍ଟର…

ଭୁବନେଶ୍ୱରବାସୀଙ୍କ ମୌଳିକ ସମସ୍ୟା ପ୍ରତି ଚରମ ଅବହେଳା ପ୍ରତିବାଦରେ ବି.ଏମ୍.ସି. ଘେରିଲା ଓଜେସି

ଭୁବନେଶ୍ୱର: ଭୁବନେଶ୍ୱର ବାସିନ୍ଦାଙ୍କ ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଓଜେସି ପକ୍ଷରୁ ଏକ ୬ ଜଣିଆ ପ୍ରତିନିଧି ଦଳ ବି.ଏମ୍.ସି. କମିସନରଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ ।…

Odisha Orangutan Rescue:ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲଣ ପାଇଁ ଓଡ଼ିଶାକୁ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ…

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ପାଞ୍ଚଟି ଶିଶୁ ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପ୍ରାଣୀମାନେ କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲେ, ସେ ସମ୍ପର୍କରେ ସବିଶେଷ ତଦନ୍ତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ…

ଏଥର ଆଗୁଆ ଆସିପାରେ ଖରାଦିନ, ଶୀଘ୍ର ସମାପ୍ତ ହୋଇପାରେ ମୌସୁମୀ: ପ୍ରସ୍ତୁତି ହେଲେଣି ରାଜ୍ୟ ସରକାର

ଭୁବନେଶ୍ୱର: ଚଳିତଥର ଖରା ମାସ ଆଗୁଆ ଆରମ୍ଭ ହୋଇପାରେ। ଏନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଶୀଘ୍ର ସମାପ୍ତ ହୋଇପାରେ ମୌସୁମୀ। ଆଉ ତା’ପରେ ଆଗୁଆ ଆରମ୍ଭ ହୋଇପାରେ ଖରା ମାସ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ…

ଓରାଙ୍ଗ ଉଟାନ ଚାଲାଣରେ ସମ୍ପୃକ୍ତି ଥିବା ବ୍ୟକ୍ତି ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ନେସନାଲ ଜୁ ଅଥରିଟିକୁ ଚିଠି

ଭୁବନେଶ୍ୱର: ଚର୍ଚ୍ଚାରେ ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗ ଓଟାନ୍ । ସେମାନଙ୍କର ପ୍ରତିଟି ମୁହୁର୍ତ୍ତକୁ ଅନୁଧ୍ୟାନ କରାଯାଉଛି । ବିଶେଷକରି ସେମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆଣିବା ପାଇଁ ନୂଆ ପ୍ରୟାସ କରିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ୨ ଦିନ ତଳେ ୫ଟି ଓରାଙ୍ଗ ଓଟାନଙ୍କୁ…

Operation Anweshan:ଓଡ଼ିଶା ପୋଲିସକୁ ବଡ ସଫଳତା;୧୦୧ ଶିଶୁ ଉଦ୍ଧାର,ସର୍ବାଧିକ ୩୦ ଶିଶୁ ପଶ୍ଚିମବଙ୍ଗରୁ…

ଭୁବନେଶ୍ୱର:ଅନ୍ୟ ରାଜ୍ୟରେ ନିଖୋଜ ଓ ଚାଲାଣ ହୋଇଥିବା ଓଡ଼ିଆ ଶିଶୁଙ୍କୁ ଠାବ କରି ଉଦ୍ଧାର କରିବାରେ ସଫଳତା ଅର୍ଜନ କରିଛି ଓଡ଼ିଶା ପୋଲିସ । କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (CAW & CW) ପକ୍ଷରୁ ହୋଇଥିବା ଅଭିଯାନ ଅପରେସନ୍ ଅନ୍ୱେଷଣ ଦ୍ବାରା ମୋଟ ୧୦୧ ଜଣ…

ଭାରତରେ କାହିଁକି ଶସ୍ତା ହେଉନି ଆପଲ୍ ଫୋନ୍?

ନୂଆଦିଲ୍ଲୀ : ଭାରତରେ ଆଇଫୋନ୍ ପ୍ରସ୍ତୁତି ଓ ଆସେମ୍ୱଲି ବୃଦ୍ଧି ପାଇବା ସତ୍ତ୍ୱେ କମ୍ପାନୀ କାହିଁକି ଦାମ୍ କମାଉନାହିଁ, ତାହାକୁ ନେଇ ଗ୍ରାହକଙ୍କ ମନରେ ପ୍ରଶ୍ନ ଉଠିଛି। ତେବେ ଏହା ପଛରେ ରହିଛି ବୈଶ୍ୱିକ ସେମିକଣ୍ଡକ୍ଟର ଚିପ୍‌ ସଙ୍କଟ ଏବଂ ଆପଲ୍‌ର ପ୍ରିମିୟମ୍ ମାର୍କେଟିଂ ରଣନୀତି।…