Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Weather Update: ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ମୋନ୍ଥା କୋପରେ ରାଜ୍ୟରେ ଦୁଇ ଦିନ ଭୀଷଣ ବର୍ଷା। ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବାତ୍ୟା ‘ମୋନ୍ଥା’ର…

Train Canceled: ବାତ୍ୟା ‘ମୋନ୍ଥା’ ପାଇଁ ଟ୍ରେନ୍ ବାତିଲ୍; ହେଲ୍ପ ଲାଇନ୍ ନଂ ଜାରି କଲା ପୂର୍ବତଟ ରେଲୱେ

ଭୁବନେଶ୍ବର: ଭୀଷଣ ବାତ୍ୟାର ରୂପ ନେଇ ସାରିଛି ‘ମୋନ୍ଥା’। ଆଜି ରାତିରେ ସ୍ଥଳଭାଗ ଛୁଇଁବ । ତେବେ ବାତ୍ୟାର ପ୍ରକୋପକୁ ଲକ୍ଷ୍ୟ ରଖି ପୂର୍ବତଟ ରେଲଓ୍ବେ ପକ୍ଷରୁ କିଛି ଟ୍ରେନ୍ ବାତିଲ୍ କରାଯାଇଛି । ପ୍ରାୟ ୪୨ଟି ଟ୍ରେନ୍ ବାତିଲ ହୋଇଛି । ଦୁଇଟି ଟ୍ରେନର ଗତପଥ ପରିବର୍ତ୍ତନ ହୋଇଥିବା ବେଳେ ୫ଟି…

8th Pay Commissionକୁ ମିଳିଲା କ୍ୟାବିନେଟ୍ ମୋହର, ୧୮ ମାସ ମଧ୍ୟରେ ସୁପାରିଶ…

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ୮ମ ବେତନ କମିଶନକୁ ଅନୁମୋଦନ କରିଛନ୍ତି। ତିନି ସଦସ୍ୟ ବିଶିଷ୍ଟ କମିଶନ ୧୮ ମାସ ମଧ୍ୟରେ ଏହାର ସୁପାରିଶ ଦାଖଲ କରିବେ। ଏହା ଦ୍ୱାରା ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬.୯ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବେଳାଭୂମିରେ ଲାଇଫଗାର୍ଡଙ୍କୁ ଚପଲରେ ସେକିଲେ ମହିଳା

ପୁରୀ: ପୁରୀ ବେଳାଭୂମିରେ ଲାଇଫ ଗାର୍ଡଙ୍କୁ ପର୍ଯ୍ୟଟକ ଆକ୍ରମଣ କରିଛନ୍ତି । ସମୁଦ୍ର କୂଳ ସେକ୍ଟର ନଂ ୪ରେ ଘଟିଛି ଏଭଳି ଘଟଣା । ସମୁଦ୍ର ସ୍ନାନ ପାଇଁ କଟକଣା ଲଗାଯାଇଥିବା ବେଳେ ଏହାକୁ ବାରଣ କରିବାରୁ ପର୍ଯ୍ୟଟକ ଦମ୍ପତି ଲାଇଫ ଗାର୍ଡଙ୍କୁ ଚପଲରେ କରିଛନ୍ତି ଆକ୍ରମଣ କରିଥିବା ଘଟଣା ସାମ୍ନାକୁ…

ପଞ୍ଚୁକରେ ଶୃଙ୍ଖଳିତ ଦର୍ଶନ ପାଇଁ କେବଳ ସିଂହଦ୍ୱାରରେ ପ୍ରବେଶ କରିବେ ଶ୍ରଦ୍ଧାଳୁ

ପୁରୀ: ଆଗକୁ ଆସୁଛି ପଞ୍ଚୁକ । ଏହି ପାଞ୍ଚ ଦିନ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହେବ । ଏହାକୁ ଦୃଷ୍ଟିରେ ରଖି ଏହି ସମୟରେ ଯେପରି ଶ୍ରଦ୍ଧାଳୁ ମାନେ ଶୃଙ୍ଖଳାର ସହ ଦର୍ଶନ କରିପାରିବେ ଓ ନିର୍ଦ୍ଧାରିତ ସମୟରେ ମହାପ୍ରସାଦ ବାହାରିବ ଓ ଭଲରେ ମହାପ୍ରସାଦ ସେବନ କରିହେବ…

BJP MLA falls into Yamuna: ଯମୁନା ସଫା ପ୍ରମାଣ କରିବାକୁ ଯାଇ ହଟହଟା ହେଲେ ବିଜେପି ବିଧାୟକ, ଖସିଗଲା ଗୋଡ…

ନୂଆଦିଲ୍ଲୀ: ଏବେ ପୁଣି ଥରେ ହଟ୍ ଟପିକରେ ରହିଛି ଯମୁନା ନଦୀ । ଛଠ୍ ପୂଜା ଉତ୍ସବ ମଧ୍ୟରେ ନଦୀର ସଫାସୁତୁରା ପାଇଁ ରାଜନୈତିକ ଦୋଷାରୋପ ଖେଳ ଜାରି ରହିଛି। ଏହାରି ଭିତରେ ଜଣେ ବିଜେପି ବିଧାୟକଙ୍କ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀର ବିଜେପି ବିଧାୟକ ରବିନ୍ଦର ସିଂହ ନେଗି…

ଭୟଙ୍କର ହେଉଛି ବାତ୍ୟା ‘ମୋନ୍ଥା’: ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ବେଳାଭୂମିକୁ ଯିବା ନେଇ ଲାଗିଲା…

ପୁରୀ: ବାତ୍ୟା ମୋନ୍ଥାକୁ ନେଇ ହାଇ ଆଲର୍ଟରେ ପୁରୀ ଜିଲ୍ଲା ପ୍ରଶାସନ । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ବେଳାଭୂମିକୁ ଯିବା ନେଇ ଲାଗିଲା କଟକଣା । ବାତ୍ୟା ପ୍ରଭାବ ରେ ଅଶାନ୍ତ ରହିଛି ସମୁଦ୍ର । ଉଚ୍ଚ ଜୁଆର ଯୋଗୁଁ ସମୁଦ୍ର ସ୍ନାନ ନେଇ ରହିଛି ବିପଦ । ବେଳାଭୂମିରେ ଥିବା ପର୍ଯ୍ୟଟକଙ୍କୁ…

Cyclone Montha: ଆସନ୍ତା ୩୧ ଯାଏଁ ପର୍ଯ୍ୟଟକଙ୍କୁ ସମୁଦ୍ର ଓ ପାହାଡିଆ ଅଞ୍ଚଳରେ ଭ୍ରମଣ ପାଇଁ ନିଷେଧ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ବାତ୍ୟା ମୋନ୍ଥାର ମୁକାବିଲା ସମ୍ପର୍କରେ ସମୀକ୍ଷା କରିଛନ୍ତି। ପ୍ରତ୍ୟେକ ବିପର୍ଯ୍ୟୟରେ ଜିରୋ କାଜୁଆଲ୍‌ଟିକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବାତ୍ୟା ଆନ୍ଧ୍ରପ୍ରଦେଶରେ ଅତିକ୍ରମ କରୁଥିଲେ ମଧ୍ୟ ଓଡିଶାର ବିଭିନ୍ନ…

Brown Sugar Seized: ମଙ୍ଗୁଳି ନିକଟରୁ ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଦୁଇ ଗିରଫ

କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ପୁଣି ସଫଳତା ମିଳିଛି । କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଏହାସହିତ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ବ୍ରାଉନ ସୁଗାରର ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ…

Naveen Patnaik On Cyclone Montha: ଭୟ ନକରି ସତର୍କ ରୁହନ୍ତୁ, ଏକାଠି ହୋଇ ବାତ୍ୟାର ମୁକାବିଲା କରିବା: ନବୀନ…

ଭୁବନେଶ୍ୱର: ବାତ୍ୟା ମୋନ୍ଥା ଯୋଗୁଁ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି। ଆଉ ଏହି ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ବାତ୍ୟା 'ମୋନ୍ଥା'ର ଲ୍ୟାଣ୍ଡଫଲ୍ ପୂର୍ବରୁ ଓଡ଼ିଶାବାସୀଙ୍କ ମନୋବଳ ବଢ଼ାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବୀନ…