Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏହି ତିନି ଦିନ ୨୫ ବର୍ଷର ଅମୃତକାଳର ଅମୃତବେଳା: ପ୍ରଭାତୀ ପରିଡା

ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲ ୧୬ ରୁ ୧୮ ତାରିଖ ଦେଶର ୨୫ ବର୍ଷର ଅମୃତକାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମୃତ ବେଳା ହେବାକୁ ଯାଉଛି । ଏନେଇ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସଂସଦରେ ତ୍ରିଦିବସୀୟ ମାତୃଶକ୍ତି ବନ୍ଦନ ଅଧିନିୟମ ଉପରେ ବିଷଦ…

କିମ୍ବଦନ୍ତୀ ଗାୟିକା ଆଶା ଭୋସ୍‌ଲେଙ୍କ ପରଲୋକ

ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ଆଶା ଭୋସ୍‌ଲେଙ୍କ ପରଲୋକ। ପରଲୋକ ନେଇ ସୂଚନା ଦେଲେ ପୁଅ ଆନନ୍ଦ ଭୋସ୍‌ଲେ। ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ୯୨ ବର୍ଷ ବୟସରେ ଆଖି ବୁଝିଲେ ଆଶା ଭୋସ୍‌ଲେ। ତାଙ୍କ ପରଲୋକ ଭାରତୀୟ ସଙ୍ଗୀତରେ ଏକ ଯୁଗର ଅନ୍ତ…

Rath Workshop: ରଥ ଖଳା ସୁରକ୍ଷା ଚିନ୍ତା; ଲାଗିବ ୧୨ଟି କ୍ୟାମେରା

ପୁରୀ: ଆସନ୍ତା ୨୦ ତାରିଖରେ ଅକ୍ଷୟ ତୃତୀୟା ରହିଥିବାବେଳେ ରଥାନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥର ରଥ ଖଳାରେ ଲାଗିବ ସିସିଟିଭି କ୍ୟାମେରା । ୧୨ଟି ସିସିଟିଭି କ୍ୟାମେରା ଜଗିବେ ସମ୍ପୂର୍ଣ୍ଣ ରଥ ଖଳାକୁ । ରଥ ଖଳାର ସୁରକ୍ଷାକୁ ଫୋକସରେ ରଖି ଏହି ଭଳି ନିଷ୍ପତ୍ତି ନିଆଯାଇଛି । ତେବେ PTZ…

ହର୍ମୁଜରୁ ଓଡ଼ିଶା ଫେରିଲେ ମେରାଇନ ଅଫିସର ଅଶୋକ ଦୀକ୍ଷିତ

ଭୁବନେଶ୍ୱର: ଓଡ଼ିଶା ଫେରିଲେ ହର୍ମୁଜରେ ଫସିଥିବା ମେରାଇନ ଅଫିସର। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତିରେ ହର୍ମୁଜରେ ୩୬ ଦିନ ଧରି ଫସିଥିଲେ ଓଡ଼ିଆ ପୁଅ ଅଶୋକ ଦୀକ୍ଷିତ। ଭୁବନେଶ୍ୱରରେ ପହଞ୍ଚିଲେ ଅଶୋକ ଦୀକ୍ଷିତ। ଷ୍ଟ୍ରେଟ ଅଫହର୍ମୁଜ ଠାରେ ପ୍ରାୟ ୩୬ ଦିନ ପର୍ଯ୍ୟନ୍ତ ଅଟକି ରହିଥିଲେ ଅଶୋକ ।…

ଚୀନକୁ ଟ୍ରମ୍ପଙ୍କ ଚେତାବନୀ: ଇରାନକୁ ଅସ୍ତ୍ର ପଠାଇଲେ ସୃଷ୍ଟି ହେବ ‘ବଡ଼ ସମସ୍ୟା’

ୱାଶିଂଟନ: ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଥିଲା। କିନ୍ତୁ ଏହି ଶାନ୍ତି ଆଲୋଚନା ବିଫଳ ହେଲା। କୌଣସି ନିଷ୍କର୍ଷ ନବାହାରିବାରୁ ଆମେରିକା ଫେରିଗଲେ ଜେଡି ଭାନ୍ସ। କୌଣସି ବୁଝାମଣା କରିବାକୁ ଇରାନ ପ୍ରସ୍ତୁତ ନୁହେଁ କହିଲେ ଜେଡି ଭାନ୍ସ। ଏହି ସମୟରେ…

PM Modi Writes To All Parties: ସବୁଦଳର ସାଂସଦଙ୍କୁ କାହିଁକି ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦୀ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ଏବଂ ରାଜ୍ୟସଭା ସାଂସଦମାନଙ୍କୁ ଏକ ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦଳର ଫ୍ଲୋର ନେତାମାନଙ୍କୁ ଚିଠି ଲେଖି 'ନାରୀ ଶକ୍ତି ବନ୍ଦନା ଆଇନ'କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଚିଠିରେ…

ଆମେରିକାର ଦାବିକୁ ପ୍ରତ୍ୟାଖ୍ୟାନ କଲା ଇରାନ, ଫେରିଗଲେ ଜେଡି ଭାନ୍ସ

ତେହେରାନ: ଇସଲାମାବାଦରେ ଇରାନ୍-ଆମେରିକା ଶାନ୍ତି ଆଲୋଚନା ବିଫଳ। କୌଣସି ନିଷ୍କର୍ଷ ନବାହାରିବାରୁ ଆମେରିକା ଫେରିଗଲେ ଜେଡି ଭାନ୍ସ.। କୌଣସି ବୁଝାମଣା କରିବାକୁ ଇରାନ ପ୍ରସ୍ତୁତ ନୁହେଁ କହିଲେ ଜେଡି ଭାନ୍ସ। ଅନ୍ୟପଟେ ଇରାନର ମିଳିତ ସାମରିକ କମାଣ୍ଡର ଜଣେ ମୁଖପାତ୍ର ଆମେରିକାର ଦାବିକୁ…

ଦେଶର ଦ୍ୱିତୀୟ “ବନ୍ଦେ ଭାରତ ସ୍ଲିପର” ଟ୍ରେନ ଘୋଷଣା!

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦୂରଗାମୀ ଯାତ୍ରୀଙ୍କୁ ଏକ ବଡ଼ ଉପହାର ଦେଇଛି। ଦେଶର ଦ୍ୱିତୀୟ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି। ଦ୍ୱିତୀୟ ବନ୍ଦେ ଭାରତ ଦିଲ୍ଲୀ-ପାଟନା କିମ୍ବା ଦିଲ୍ଲୀ-ହାଓଡ଼ା ରୁଟ୍‌ରେ ଚାଲିବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା।…

Weather Update: ରାଜ୍ୟରେ ଅସମ୍ଭାଳ ତାତି, ଉପକୂଳିଆ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: କାଳବାଶାଖୀର ପ୍ରକୋପ କମିଲା ପରେ ଏବେ ରାଜ୍ୟରେ ଅନୁଭୂତ ହେଲାଣି ଅସମ୍ଭାଳ ତାତି। ଆସନ୍ତା ମଙ୍ଗଳବାର ଯାଏ ରାଜ୍ୟରେ ଗ୍ରୀଷ୍ମଲହରୀ ଲାଗିପାରେ। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ତାତି ଅନୁଭୂତ ହେବ। ଏଭଳି ଆକଳନ କରିଛି ପାଣିପାଗ ବିଭାଗ।…