Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Sadhguru Fake Arrest: ଗିରଫ ହେଲେ କି ସଦଗୁରୁ! ବିଜ୍ଞାପନ ବନ୍ଦ କରିବାକୁ ଗୁଗୁଲକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସଦଗୁରୁଙ୍କ ମିଥ୍ୟା ଗିରଫଦାରୀ ଦାବି କରୁଥିବା ନକଲି ବିଜ୍ଞାପନ ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ କଡ଼ା ମତ ରଖିଛନ୍ତି। ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶନକୁ ରୋକିବା ପାଇଁ କୋର୍ଟ ଗୁଗୁଲକୁ ଏହାର ପ୍ରଯୁକ୍ତିବିଦ୍ୟା କ୍ଷମତାକୁ ସକ୍ରିୟ ଭାବରେ ବ୍ୟବହାର କରିବାକୁ ନିର୍ଦ୍ଦେଶ…

Pitavas Panda Murder Case: ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା…

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ଖୁବ୍‌ଶୀଘ୍ର ହେବ ପର୍ଦ୍ଦାଫାସ। ହତ୍ୟା ମାମଲାକୁ ୧୭ ଦିନ ବିତିଲାଣି। ହେଲେ ଏଯାଏଁ ହତ୍ୟାକାରୀର ଟେର୍ ପାଉନି ପୋଲିସ୍‌। କଣ ପାଇଁ ହତ୍ୟାକାଣ୍ଡ ଘଟିଲା ତା ଉପରୁ ବି ହଟିନି ପରଦା । ଏପଟେ ପୋଲିସ କହିଛି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତଦନ୍ତ। ଆଉ…

ନାଗା ଉଗ୍ରବାଦୀ ଶିବିର ଉପରେ ବଡ଼ ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ: ଉଗ୍ରବାଦୀଙ୍କ କାର୍ଯ୍ୟକଳାପ ମଧ୍ୟରେ ଭାରତ-ମିଆଁମାର ସୀମାରେ ପରିସ୍ଥିତି ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଅକ୍ଟୋବର ୨୦ ତାରିଖ ରାତିରେ, ମିଆଁମାରରେ ଥିବା ନାଗା ଉଗ୍ରବାଦୀ ଗୋଷ୍ଠୀ NSCN (K-YA) ର ଶିବିର ଉପରେ ଏକ ଘାତକ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ…

Tata Motors: ନବରାତ୍ରିରୁ ଦୀପାବଳି ପର୍ଯ୍ୟନ୍ତ ଏତିକି ଗାଡି ବିକ୍ରି କରି ଟାଟା କଲା ରେକର୍ଡ

ନୂଆଦିଲ୍ଲୀ: ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ ଲିମିଟେଡ୍ ଚଳିତ ବର୍ଷ ଏକ ସାନଦାର ବିଜନେସ କରିଛି । କମ୍ପାନୀ ମଙ୍ଗଳବାର କହିଛି ଯେ ନବରାତ୍ରି ଠାରୁ ଦୀପାବଳି ପର୍ଯ୍ୟନ୍ତ ୩୦ ଦିନ ମଧ୍ୟରେ ୧ ଲକ୍ଷରୁ ଅଧିକ ଯାନ ଡେଲିଭର କରିଛି, ଯାହା ଚଳିତ ବର୍ଷ ସେପ୍ଟେମ୍ବର ୨୨ ରେ ଆରମ୍ଭ ହୋଇଥିଲା। ଟାଟା…

Tiger Sighting: ଗାଁରେ ବାଘ ଆତଙ୍କ;ଗାଈକୁ ମାରି ଖାଇଲା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଦେଖିବାକୁ ମିଳିଛି କଲରାପତରିଆ ବାଘ ଆତଙ୍କ । ୨ ଦିନରେ ବାଘଟି ଗୋଟିଏ ଗାଈ ଓ ୩ଟି ଛେଳି ଖାଇ ଦେଇଥିବା ଜଣାପଡ଼ିଛି । ସ୍ଥାନୀୟ ବାସିନ୍ଦା ଭୟଭୀତ ଅଛନ୍ତି। ଘଟଣା ସ୍ଥଳରେ ବନ ବିଭାଗର ତଦନ୍ତ ଜାରି ରହିଛି । ଏପରିକି ଗାଈ ମାଲିକଙ୍କୁ କ୍ଷତିପୂରଣ…

Iskcon Rathyatra: ମାନୁନି ଇସ୍କନ; ପୁଣି ଗଜପତି ମହାରାଜା ଲେଖିଲେ ଚିଠି

ଭୁବନେଶ୍ବର:ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାକୁ ଜଗନ୍ନାଥ ପ୍ରେମୀ ବାରମ୍ବାର ବିରୋଧ କରି ଆସୁଛନ୍ତି । ଅଦିନିଆ ରଥଯାତ୍ରାଙ୍କୁ ମଧ୍ୟ ଗଜପତି ମହାରାଜା ଓ ଶ୍ରୀମନ୍ଦିର ସେବାୟତ ବିରୋଧ କରୁଛନ୍ତି । ତେବେ ଏହାକୁ ବନ୍ଦ କରିବାକୁ ଗଜପତି ମହାରାଜା ଇସ୍କନକୁ ଚିଠି ଲେଖିଥିଲେ । ତେବେ ତିଥି…

ପୁଣି ପାଚେରୀ ଡେଇଁ ବିଚାରାଧୀନ କଏଦୀ ଫେରାର୍‌

ବାଲେଶ୍ବର:କିଛିଦିନ ତଳେ ଚୌଦ୍ବାର ଜେଲ୍‌ରୁ ଦୁଇ ଜଣ ବିହାରୀ କଏଦୀ ଫେରାର ହୋଇଥିଲେ । ସୋର ଜେଲ୍‌ରୁ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ କଏଦୀ ଫେରାର ପାଇଁ ଉଦ୍ୟମ କରିଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ପୁଲିସ ଜଣକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଛି। ୧୮ ତାରିଖରୁ…

ନୂଆପଡ଼ା ଉପ-ନିର୍ବାଚନ; ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବହାଦୁର ଖୁରାନିଆ ଆଜି ପୋଲିସ ମୁଖ୍ୟାଳୟ ଠାରେ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ  ସମୀକ୍ଷା କରିଛନ୍ତି। ଡିଜିପି ଏକ ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ…

ଜଗତସିଂହପୁରରେ ବିଜେଡ଼ି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ, ନିନ୍ଦା କଲେ ନବୀନ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାରେ ଜଣେ ମହିଳା ବିଜେଡ଼ି କର୍ମୀ ତଥା ସାମାଜିକ କର୍ମୀଙ୍କୁ ନିର୍ମମ ଭାବରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବିଜୁ ଜନତା ଦଳ (ବିଜେଡି) ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛି।…

Terror module Arrested: ପଞ୍ଜାବରେ ISI ହ୍ୟାଣ୍ଡଲର ଗିରଫ; ଡ୍ରୋନ୍ ଦ୍ବାରା ପାକିସ୍ତାନରୁ ଆସିଥିଲା ଆଣ୍ଟି ଟ୍ୟାଙ୍କ…

ନୂଆଦିଲ୍ଲୀ: ଅମୃତସର ଗ୍ରାମୀଣ ପୋଲିସ RPG-22 ଆଣ୍ଟି-ଟ୍ୟାଙ୍କ୍ ରକେଟ୍ ଲଞ୍ଚର ସହିତ ଦୁଇ ଜଣ ISIର ହ୍ୟାଣ୍ଡଲରଙ୍କୁ ଗିରଫ କରିଛି। ଏସ୍ଏସପି ପୋଲିସ ଅମୃତସର ଗ୍ରାମୀଣ ମନିନ୍ଦର ସିଂହଙ୍କ ନେତୃତ୍ୱରେ ସ୍ପେଶାଲ୍ ସେଲ୍ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ମିଳିତ ଅପରେସନ୍ ସମୟରେ ଏହି ଅପରେସନ୍…