Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁଣି ପାଚେରୀ ଡେଇଁ ବିଚାରାଧୀନ କଏଦୀ ଫେରାର୍‌

ବାଲେଶ୍ବର:କିଛିଦିନ ତଳେ ଚୌଦ୍ବାର ଜେଲ୍‌ରୁ ଦୁଇ ଜଣ ବିହାରୀ କଏଦୀ ଫେରାର ହୋଇଥିଲେ । ସୋର ଜେଲ୍‌ରୁ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ କଏଦୀ ଫେରାର ପାଇଁ ଉଦ୍ୟମ କରିଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ପୁଲିସ ଜଣକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଛି। ୧୮ ତାରିଖରୁ…

ନୂଆପଡ଼ା ଉପ-ନିର୍ବାଚନ; ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବହାଦୁର ଖୁରାନିଆ ଆଜି ପୋଲିସ ମୁଖ୍ୟାଳୟ ଠାରେ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ  ସମୀକ୍ଷା କରିଛନ୍ତି। ଡିଜିପି ଏକ ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ…

ଜଗତସିଂହପୁରରେ ବିଜେଡ଼ି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ, ନିନ୍ଦା କଲେ ନବୀନ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାରେ ଜଣେ ମହିଳା ବିଜେଡ଼ି କର୍ମୀ ତଥା ସାମାଜିକ କର୍ମୀଙ୍କୁ ନିର୍ମମ ଭାବରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବିଜୁ ଜନତା ଦଳ (ବିଜେଡି) ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛି।…

Terror module Arrested: ପଞ୍ଜାବରେ ISI ହ୍ୟାଣ୍ଡଲର ଗିରଫ; ଡ୍ରୋନ୍ ଦ୍ବାରା ପାକିସ୍ତାନରୁ ଆସିଥିଲା ଆଣ୍ଟି ଟ୍ୟାଙ୍କ…

ନୂଆଦିଲ୍ଲୀ: ଅମୃତସର ଗ୍ରାମୀଣ ପୋଲିସ RPG-22 ଆଣ୍ଟି-ଟ୍ୟାଙ୍କ୍ ରକେଟ୍ ଲଞ୍ଚର ସହିତ ଦୁଇ ଜଣ ISIର ହ୍ୟାଣ୍ଡଲରଙ୍କୁ ଗିରଫ କରିଛି। ଏସ୍ଏସପି ପୋଲିସ ଅମୃତସର ଗ୍ରାମୀଣ ମନିନ୍ଦର ସିଂହଙ୍କ ନେତୃତ୍ୱରେ ସ୍ପେଶାଲ୍ ସେଲ୍ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ମିଳିତ ଅପରେସନ୍ ସମୟରେ ଏହି ଅପରେସନ୍…

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ଦ୍ୱାରା ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ମଙ୍ଗଳବାର ଦିନ ବିଜେଡିର ଏକ ପ୍ରତିନିଧି ଦଳ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଭେଟି ଫେରାଦ ହୋଇଛନ୍ତି। ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୁକ୍ତ ଏବଂ ନିରପେକ୍ଷ…

Weather update: ଲଗାତର ଆସୁଛି ୩ଟି ଲଘୁଚାପ!

ଭୁବନେଶ୍ବର: ପଛକୁ ପଛ ଆସୁଛି ୩ଟି ଲଘୁଚାପ । ଗୋଟିଏ ଲଘୁଚାପ ଏବେ ସୃଷ୍ଟି ହୋଇଛି । ୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ । ମାତ୍ର ୩ଟି ଲଘୁଚାପ ନେଇ IMD ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ୨୬/୨୭ ବେଳକୁ ଯେଉଁ ସିଷ୍ଟମ…

ମହୁମାଛି ଆକ୍ରମାଣରେ ୫ ଜଣ ଗୁରୁତର

ରାୟଗଡା: କଲ୍ୟାଣସିଂହପୁର ବ୍ଲକ ସଦର ବନବିଭାଗ କାର୍ଯ୍ୟାଳୟ ନିକଟରେ ମହୁମାଛି ଆକ୍ରମାଣରେ ୫ଜଣ ଗୁରୁତର ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ଦୀପାବଳି ପାଇଁ ଜିନିଷ କିଣିବା ପାଇଁ ଶାଶୁ କମଳୀ ହିକକା, ଯୁଇଁ ଇଲିଗା କାଡ୍ରାକା, ରାୟଗଡ଼ରୁ ଆସିଥିବା…

Puri Jagannath temple: ଶ୍ରୀମନ୍ଦିର ଭିତରେ ଫଟୋ ଉଠେଇ ଗୁମାସ୍ତା ଅଟକ

ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ୍‌ ଫୋନ୍ । ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତା ଅଟକ । ପ୍ରତିହାରୀ ନିଯୋଗ ନିକଟରେ ଫଟୋ ଉଠାଉ ଥିବା ବେଳେ ଧରିଛି ପୋଲିସ । ବର୍ତ୍ତମାନ ଯାଏଁ ଗୁମାସ୍ତାଙ୍କ ପରିଚୟ ମିଳିପାରିନାହିଁ । ସିଂହଦ୍ୱାର ଥାନାରେ ଅଟକ ରଖି ଜେରା କରୁଛି ପୋଲିସ ।…

ବନ୍ଧୁକଧାରୀ ଯୁବକଙ୍କ ଗୁଣ୍ଡାରାଜ; ଢାବା ଭାଙ୍ଗିଲେ, ମାଲିକ ଓ କର୍ମଚାରୀଙ୍କୁ ପିଟିଲେ

ମୟୂରଭଞ୍ଜ:ଢାବା ଭିତରେ ବନ୍ଧୁକଧାରୀ ଯୁବକଙ୍କ ଗୁଣ୍ଡାରାଜ । ରାତିରେ ବନ୍ଧୁକ ଧରି ଢାବାକୁ ଆସି ମାଲିକ ଓ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇଲେ । ଭୟଭୀତ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଭଞ୍ଜପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ଗତକାଲି ରାତି ପ୍ରାୟ…

Japan’s New PM: ସାନାଏ ଟାକାଇଚି ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ;ପିଏମ୍ ମୋଦୀ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ:ଜାପାନ ସଂସଦ ଏକ ଐତିହାସିକ ନିଷ୍ପତ୍ତି ନେଇଛି । ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ସାନାଏ ଟାକାଇଚିଙ୍କୁ ନିଯୁକ୍ତ କରିଛି । ମଙ୍ଗଳବାର ଦିନ ଜାପାନର ସଂସଦ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ସାନାଏ ଟାକାଇଚିଙ୍କୁ ନିର୍ବାଚିତ କରିଛନ୍ତି। 'ଲିବରାଲ…