Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Gaza Peace Deal: କିଏ ଜିତିଲା, ଇସ୍ରାଏଲ ନା ହମାସ?

ନୂଆଦିଲ୍ଲୀ: ଦୁଇ ବର୍ଷର ରକ୍ତପାତ ଏବଂ ଧ୍ୱଂସ ପରେ, ଶେଷରେ ଗାଜାରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଗାଜା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ, ହମାସ ୨୦ ଜଣ ବନ୍ଧକଙ୍କୁ ଇସ୍ରାଏଲକୁ ହସ୍ତାନ୍ତର କରିଛି। ପ୍ରତିବଦଳରେ, ଇସ୍ରାଏଲ…

Illegal Cough Syrup: ବଡ଼ ଧରଣର କଫ୍‌ ସିରପ୍‌ ରାକେଟର ପର୍ଦ୍ଦାଫାସ; ୨୦ ଗିରଫ

ସମ୍ବଲପୁର: ବଡ଼ ଧରଣର କଫ୍‌ ସିରପ୍‌ ରାକେଟର ପର୍ଦ୍ଦାଫାସ। ୫ ହଜାର ଶହେ ବୋତଲ କଫ୍‌ ସିରପ ଜବତ କଲା ବରେଇପାଲି ପୋଲିସ। କଟକରୁ ସମ୍ବଲପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ଚାଲାଣକାରୀ। ଘଟଣାରେ ୨୦ ଅଭିଯୁକ୍ତ ଗିରଫ। ଗୋଟିଏ କାର୍‌ ଓ ପିକଅପ୍‌ ଭ୍ୟାନ୍‌ରେ ଚାଲାଣ ହେଉଥିଲା। ପାର୍ବଣ ଋତୁରେ…

ପାର୍ଟ ପ୍ଲଟର ପଞ୍ଜୀକରଣ ପାଇଁ ନୂଆ ଏସଓପି…

ଭୁବନେଶ୍ୱର: ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟବ୍ୟାପୀ ପାର୍ଟ ପ୍ଲଟର ପଞ୍ଜୀକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସରକାର ଏକ ନୂଆ ମାନକ କାର୍ଯ୍ୟ ପ୍ରଣାଳୀ (ଏସଓପି) ଜାରି କରିଛନ୍ତି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଜାରି କରାଯାଇଥିବା ଏସଓପି ପଞ୍ଜୀକରଣ ଆଇନ,…

ଦୁର୍ଗାପୁର ଜଙ୍ଗଲରେ କ୍ରାଇମ୍ ସିନ୍ ରିକ୍ରିଏସନ୍, ଡାକ୍ତରୀ ଛାତ୍ରୀଙ୍କୁ ଏମିତି କରିଥିଲା ଦୁଷ୍କର୍ମ

ବାଲେଶ୍ୱର/କୋଲକାତା: ପଶ୍ଚିମବଙ୍ଗ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାର ସତ ପଦାକୁ ଆସୁଛି । କେମିତି ସେଦିନ ଘଟଣା ଘଟିଥିଲା ତାହାର ଡେମୋ ଦେଖାଇଛି ଜଣେ ଅଭିଯୁକ୍ତ। ଦୁର୍ଗାପୁର ଜଙ୍ଗଲରେ ସିନ ରିକ୍ରିଏଟ କରିଛି ପୁଲିସ । ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ…

Bihar Assembly Election: ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କଲା ବିଜେପି , ୭୧ ନାଁକୁ ମଞ୍ଜୁରୀ…

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ପ୍ରାର୍ଥୀ ନା ଘୋଷଣା କଲା ବିଜେପି । ନିର୍ବାଚନ ପାଇଁ ପ୍ରଥମ ତାଲିକାରେ ୭୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଏହି ତାଲିକାରେ ଦୁଇ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନାଙ୍କ ନାମ ରହିଛି। ଚୌଧୁରୀ…

ବ୍ରହ୍ମପୁର କଲେଜରେ ଏସସିବି ଓ ଭୀମସାର ଡାକ୍ତରୀ ଛାତ୍ରଛାତ୍ରୀ ମାଡ଼ ଅଭିଯୋଗ

କଟକ: ବ୍ରହ୍ମପୁର ମେଡିକାଲ କଲେଜରେ କଟକ ବଡ଼ ମେଡିକାଲର ଡାକ୍ତର ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଏସସିବି ସମେତ ଭୀମସାର ଡାକ୍ତରୀ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।…

‘ବିଜେପିର ନୂଆପଡ଼ା ପ୍ରାର୍ଥୀ ପାଇଁ ୧୬ରେ ନାମାଙ୍କନ ଭରିବେ ଜୟ ଢୋଲକିଆ’

ଭୁବନେଶ୍ବର: ବିଜେପି ନୂଆପଡ଼ା ଉପ-ନିର୍ବାଚନ ପାଇଁ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ ବୋଲି ଆଜି ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ୍ କୁମାର । ସେ କହିଛନ୍ତି ନିଷ୍ପତ୍ତି ସରିଛି କେବଳ ଘୋଷଣା ବାକି ଅଛି । ଆସନ୍ତା ୧୬ ତାରିଖରେ ସେ ନାମାଙ୍କନ କରିବେ । ନାମାଙ୍କନ ଦାଖଲ ସମୟରେ…

ଆସିଲା ଦୀପାବଳି ଗାଇଡଲାଇନ: ମାତ୍ର ୨ ଘଣ୍ଟା ଫୁଟିବ ବାଣ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ସଭିଏ ଆନନ୍ଦ ଉଲ୍ଲାସର ସହ ପାଳିବେ ଦୀପାବଳି। ପାଖେଇ ଆସିଲାଣି ଆଲୋକର ପର୍ବ ଦୀପାବଳି। ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି। ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ…

e-KYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ

ଭୁବନେଶ୍ଵର : eKYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ। ଏନେଇ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଯେଉଁମାନେ ଇ-କେୱାଇସି କରିବେନି ସେମାନଙ୍କୁ ଚାଉଳ ଦିଆଯିବନି । ଏବେ ଇ-କେୱାଇସି ପ୍ରକ୍ରିୟାକୁ କେନ୍ଦ୍ର ସରକାରବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ…

‘Mahila Su Vahak’: କାର୍ ବାଣ୍ଟିବେ ମୋହନ ସରକାର, ଆରମ୍ଭ ହେବାକୁ ଯାଉଛି ‘ଆମ…

ନୂଆଦିଲ୍ଲୀ: ନବୀନ ସରକାର ବାଣ୍ଟିଥିଲେ ସ୍କୁଟି...ଏବେ ମୋହନ ସରକାର ବାଣ୍ଟିବେ କାର୍...ଆରମ୍ଭ ହେବ ‘ଆମ ସୁବାହକ’ ଯୋଜନା । ଡ୍ରାଇଭିଂ ବୃତ୍ତିରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାର ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହୁଁଛନ୍ତି। ମହିଳାଙ୍କୁ ସଶକ୍ତ କରାଇବା…