Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆରଏସଏସର କାମ ନିଜସ୍ୱ ନୁହେଁ, ବରଂ ଦେଶର ନାମ ବଡ କରିବା: ମୋହନ ଭାଗବତ

ଲକ୍ଷ୍ନୌ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଉତ୍ତର ପ୍ରଦେଶର ମିରଟରେ ଜାତୀୟ ଏବଂ ଆନ୍ତର୍ଜାତୀୟ ଖେଳାଳିମାନଙ୍କ ସହିତ ଏକ ଆଲୋଚନା କାର୍ଯ୍ୟକ୍ରମ ଯୋଗଦେବା ଅବସରରେ ସେ କହିଛନ୍ତି ଯେ, ସଂଘର ଲକ୍ଷ୍ୟ ନିଜ ନାମ ପ୍ରଚାର କରିବା ନୁହେଁ ବରଂ ଦେଶର ନାମ ପ୍ରଚାର କରିବା ।…

Severe Road Accident: ପୃଥକ ପୃଥକ ଦୁଇଟି ଦୁର୍ଘଟଣା, ୩ ମୃତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥର ଜରପଡ଼ା ଥାନା ଇଲାକା ମରାତିରା ଛକ ନିକଟରେ ଭୟଙ୍କର ଦୁର୍ଘଟଣା । ଟ୍ରକ ପଛରେ ଏକ କାର୍ ବାଡେଇ ହେବା କାରଣରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ତାଳଚେରର ଅମିତ କୁମାର ସାହୁ ଓ ଭୀଷ୍ମ ଦାସ । ଶୁକ୍ରବାର ରାତିରେ ଘଟିଥିବା…

‘ପ୍ରଧାନମନ୍ତ୍ରୀ ମୋଦି ଜଣେ ମହାନ ବ୍ୟକ୍ତି, କିନ୍ତୁ ବାଣିଜ୍ୟ ଚୁକ୍ତିନାମାରେ କୌଣସି ପରିବର୍ତ୍ତନ ହେବ ନାହିଁ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ କହିଛନ୍ତି ଯେ, ଆମେରିକା ସୁପ୍ରିମକୋର୍ଟ ତାଙ୍କର ପୂର୍ବ ଟାରିଫ୍ କୁ ପ୍ରତ୍ୟାହାର କରିବା ସତ୍ତ୍ୱେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ । ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି…

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଟ୍ରମ୍ପଙ୍କ ସମାଲୋଚନା; କହିଲେ, ସବୁ ଦେଶ ଉପରେ ୧୦% ଟାରିଫ୍ ଲାଗୁ କରିବି

ଓ୍ବାଶିଂଟନ୍: ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଟ୍ରମ୍ପଙ୍କ ଶୁଳ୍କକୁ ବେଆଇନ ଘୋଷଣା କରିଛନ୍ତି। ଆମେରିକାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ଟ୍ରମ୍ପଙ୍କ ଶୁଳ୍କ ଲାଗୁ କରିବାର ପଦ୍ଧତି ଭୁଲ। ଶୁକ୍ରବାର ସୁପ୍ରିମକୋର୍ଟ ଟ୍ରମ୍ପଙ୍କ…

Weather Update: ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି; ୪୮ ଘଣ୍ଟା ମଧ୍ୟରେ ଏହି ସ୍ଥାନରେ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ୪୮ ଘଣ୍ଟାରେ ଏହାର ସ୍ଥିତି ଓ ପ୍ରଭାବ ସ୍ପଷ୍ଟ ହେବ । ୨୩ ତାରିଖ ସୋମବାର ବେଳକୁ ପାଗ ମୁଖ୍ୟତଃ ମେଘୁଆ ରହିବା ସହ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିସହ ବିଜୁଳି, ଘଡ଼ଘଡ଼ି ଓ ପବନ ବହିବା…

Shirtless protest: AI ସମିଟରେ ସାର୍ଟଲେସ୍ ପ୍ରତିବାଦ ଘଟଣାରେ ୪ ଗିରଫ; ଏହି ୧୦ ପଏଣ୍ଟର ସହ ମାମଲାର ତଦନ୍ତ

ନୂଆଦିଲ୍ଲୀ: ଭାରତ ମଣ୍ଡପମରେ ଯୁବ କଂଗ୍ରେସର ପ୍ରତିବାଦ ସମ୍ପର୍କରେ ଦିଲ୍ଲୀ ପୋଲିସ ଦିଲ୍ଲୀ-ଏନସିଆରରେ ଚଢାଉ କରୁଛି। ଏହି ମାମଲାରେ ଏପର୍ଯ୍ୟନ୍ତ ଚାରି ଜଣଙ୍କୁ ଗିରଫ କରାଯାଇଛି। ବାକି ସାତ ଜଣ ପ୍ରତିବାଦକାରୀଙ୍କୁ ଧରିବା ପାଇଁ ଚଢାଉ ଚାଲିଛି। ପନ୍ଦରରୁ ଅଧିକ ଭିଡିଓ କ୍ଲିପ୍ ଆଧାରରେ…

Odisha Budget 2026 : ନବୀନ ପଟ୍ଟନାୟକ ବଜେଟକୁ ନେଇ ରଖିଲେ ପ୍ରତିକ୍ରିୟା ,କହିଲେ- ‘ଫୁଲ୍ ମେନ୍ୟୁ ଇନ୍…

ଭୁବନେଶ୍ବର: ଚଳିତ ବଜେଟକୁ କଟାକ୍ଷ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରୋଷେଇ ଘର ସହ ତୁଳନା କରି ନବୀନ ବଜେଟକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଏହି ବଜେଟ୍ ବିଷୟରେ ମୁଁ କ’ଣ କହିବି? ଏହା ମୋତେ ଏମିତି ଲାଗୁଛି ଯେମିତି “ଫୁଲ୍ ମେନ୍ୟୁ ଇନ୍ ଏମପ୍ଟି କିଚେନ”। ସେହିପରି…

Trump’s emergency tariffs are illegal: ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ଶୁଳ୍କ ନୀତିକୁ ବେଆଇନ ଘୋଷଣା

ନୂଆଦିଲ୍ଲୀ: ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଟ୍ରମ୍ପଙ୍କ ଶୁଳ୍କକୁ ବେଆଇନ ଘୋଷଣା କରିଛନ୍ତି। ଆମେରିକାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ଟ୍ରମ୍ପଙ୍କ ଶୁଳ୍କ ଲାଗୁ କରିବାର ପଦ୍ଧତି ଭୁଲ। ଶୁକ୍ରବାର ସୁପ୍ରିମକୋର୍ଟ ଟ୍ରମ୍ପଙ୍କ…

ବଜେଟ୍ ୨୦୨୬-୨୭: ରତ୍ନଭଣ୍ଡାର ଖୋଲିବା ପାଇଁ ୫ କୋଟି ଟଙ୍କାର ବ୍ୟୟବରାଦ

ଭୁବନେଶ୍ୱର: ବିଧାନସଭାରେ ୨୦୨୬-୨୭ ବର୍ଷ ପାଇଁ ଉପସ୍ଥାପିତ ବଜେଟରେ ଶ୍ରୀମନ୍ଦିର ଏବଂ ଜଗନ୍ନାଥପ୍ରେମୀଙ୍କ ପାଇଁ ବଜେଟରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ । ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି ଘୋଷଣା କରିଛନ୍ତି…