Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Hirakud Dam:ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଗେଟ୍‌:୨୬ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ,ତଳିଆ ଅଂଚଳ ପାଇଁ ସର୍ତକତା

ସମ୍ବଲପୁର:ଅବପାତ ଜନିତ ବର୍ଷା ଏବଂ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ଗତକାଲି ପର୍ଯ୍ୟାୟକ୍ରମେ ୨୦ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଥିବା ବେଳେ ଆଜି ସକାଳୁ ପୁଣି…

Festive Season ପୂର୍ବରୁ ମହଙ୍ଗା ହୋଇପାରେ ପୂଜା ବଜାର

ବ୍ୟୁରୋ: ଆରମ୍ଭ ହେଲା ଉତ୍ସବ ଋତୁ । ପୂଜା ପର୍ବାଣୀରେ କମ୍ପିବ ଗାଁଠୁ ସହର । ଘରେ ଘରେ ଉତ୍ସାହ ଓ ଉଦ୍ଦିପନା । ନୂଆ ଜିନିଷ କିଣାକିଣିର ଚାଲିବ ପର୍ବା ଆପଣମାନେ ନିହାତି ପୂଜା ବଜାରରୁ ଘରକରଣା କିମ୍ବା ବୈଦ୍ୟୁତିକ ଉପକରଣ କିଣିବାକୁ ପ୍ଲାନ୍ ତ କରିଥିବେ । ହେଲେ କଣ ପୂଜା ବଜାର ପୂର୍ବରୁ…

ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଏକ ଗଭୀର ଅବପାତ ଯୋଗୁଁ ହୋଇଥିବା ଲଗାଣ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶମାର୍ଗରୁ ସମୀକ୍ଷା…

ସାଉଥଆଫ୍ରିକାରେ ଫୁଟିଲା ଗୁଳି, ୨୭ ମୃତ, ୧୫ରୁ ଅଧିକ ଆହତ

ସାଉଥ ଆଫ୍ରିକା: ସାଉଥ ଆଫ୍ରିକାର ଦୁଇଟି ବଡ ବଡ ସହରରେ ସାମୂହିକ ଗୁଳିକାଣ୍ଡ । ଗତକାଲି ରାତିରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଆଖିବୁଜା ଗୁଳିମାଡ ହୋଇଛି । ଉଭୟ ଘଟଣାରେ ପ୍ରାୟ ୨୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଶନିବାର ରାତିରେ…

ସୋସିଆଲ ମିଡିଆରେ ଦୁଷ୍କର୍ମ ଗୁଜବ, LPU କ୍ୟାମ୍ପସରେ ଭଙ୍ଗାରୁଜା, ରାଜପଥ ଅବରୋଧ

ଚଣ୍ଡିଗଡ-ପଂଜାବ ଲଭଲୀ ପ୍ରଫେସନାଲ ୟୁନିଭର୍ସିଟିରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ପରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ଗୁଜବ ପ୍ରମାଣିତ । ସୋସିଆଲ ମିଡିଆରେ ଏପରି ଖବର ପ୍ରଚାର ପ୍ରସାର ହେବା ପରେ ଗତକାଲି ବିଳମ୍ବିତ ରାତିରୁ କ୍ୟମ୍ପସରେ ଉତେଜନା ଦେଖିବାକୁ ମିଳିଥିଲା । ଛାତ୍ରୀ…

ଖୋଲିଲା ହୀରାକୁଦର ଆଉ ୨ ଗେଟ୍, ୨୨ ଗେଟରେ…

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ଆଉ ଦୁଇଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିଲା।ଆଉ ଦୁଇଟି ଗେଟ୍ ଖୋଲାଯିବା ଫଳରେ ବର୍ତ୍ତମାନ ମୋଟ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।…

UNSC ସ୍ଥାୟୀ ସଦସ୍ୟପଦ: ଭାରତକୁ ରୁଷର ପୂର୍ଣ୍ଣ ସମର୍ଥନ

ଆମେରିକା: ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାର ଓ ସମ୍ପ୍ରସାରଣକୁ ନେଇ ରୁଷିଆ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଜାତିସଂଘ ସାଧାରଣ ସଭାରେ ବକ୍ତବ୍ୟ ରଖି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍ ଭାରତ ଓ ବ୍ରାଜିଲକୁ UNSCର ସ୍ଥାୟୀ ସଦସ୍ୟପଦ ମିଳିବା ନେଇ ଦୃଢ଼ ସମର୍ଥନ ଜଣାଇଛନ୍ତି।…

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ଜଳକା ଜଳସ୍ତର, ବଢୁଛି ବନ୍ୟା ଆଶଙ୍କା

ଭୁବନେଶ୍ୱର: ଝାଡ଼ଖଣ୍ଡର ଗାଲୁଡିହ ବନ୍ଧର ଗେଟ୍ ଖୋଲାଯିବା ପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହା ଫଳରେ ଚଳିତ ଋତୁରେ ନଦୀରେ ଚତୁର୍ଥ ଥର ପାଇଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ଏବଂ ଉତ୍ତର ବାଲେଶ୍ୱରର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ରିପୋର୍ଟ ଅନୁଯାୟୀ,…

ରବିବାର ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣିରଖନ୍ତୁ…

ନୂଆଦିଲ୍ଲୀ: ଆଜି ରବିବାର। ତଥାପି ସାରା ଦେଶରେ ଖୋଲା ରହିବ ବ୍ୟାଙ୍କ। ସାପ୍ତାହିକ ଛୁଟି ଯୋଗୁଁ ସାଧାରଣତଃ ରବିବାର ବ୍ୟାଙ୍କଗୁଡ଼ିକ ବନ୍ଦ ଥିବାବେଳେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବ୍ୟାଙ୍କ ଧର୍ମଘଟକୁ ଦୃଷ୍ଟିରେ ରଖି ସରକାର ଆଜି ବ୍ୟାଙ୍କଗୁଡ଼ିକୁ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।…

Heavy Rain & Floods in Odisha:ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି; ଏରିଅଲ ସର୍ଭେରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ଗଭୀର ଅବପାତ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀ…