Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗଙ୍ଗାରେ ନୌକା ବିହାର କଲେ, ଦିଲ୍ଲୀ ଯମୁନାରେ ଏମିତି କରିପାରିବେ କି?: ମୋଦିଙ୍କୁ ମମତାଙ୍କ ଚ୍ୟାଲେଞ୍ଜ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ବୟାନବାଜି ଏବେ ତୀବ୍ର ରୂପ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ହୁଗୁଳି ନଦୀରେ କରିଥିବା ନୌକା ବିହାର ଏବଂ ଝାରଗ୍ରାମରେ ଝାଲମୁଢ଼ି ଖାଇବା ଘଟଣାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ…

ଟାଇମ୍ସ ହାୟର ଏଜୁକେସନ୍ ଏସିଆ ୟୁନିଭର୍ସିଟି ର‍୍ୟାଙ୍କିଙ୍ଗ ୨୦୨୬: ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଚମତ୍କାର ପଦାର୍ପଣ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ (ସେଞ୍ଚୁରିଅନ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ) ଏକ ଗୌରବମୟ ସଫଳତା ହାସଲ କରିଛି। ପ୍ରଥମ ଥର ପାଇଁ ଏହି ବିଶ୍ୱବିଦ୍ୟାଳୟ ସମ୍ମାନଜନକ 'ଟାଇମ୍ସ ହାୟର ଏଜୁକେସନ୍ (THE) ଏସିଆ ୟୁନିଭର୍ସିଟି…

ସରକାରଙ୍କ ବଡ଼ ନିଷ୍ପତ୍ତି: ୫୦% ହ୍ରାସ ପାଇବ ବିଧାୟକ ଏବଂ ମନ୍ତ୍ରୀମାନଙ୍କ ଦରମା

ହାଇଦ୍ରାବାଦ: ରେଭନ୍ତ ରେଡ୍ଡୀଙ୍କ ତେଲେଙ୍ଗାନା ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ କଲ୍ୟାଣ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କ ପାଇଁ ୫୦% ସ୍ୱେଚ୍ଛାକୃତ ଦରମା ହ୍ରାସ ଏବଂ…

ଚାବାହାରକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରିବନି ଭାରତ

ନୂଆଦିଲ୍ଲୀ: ଭାରତ ସରକାର ଇରାନର ଚାବାହାର ବନ୍ଦରକୁ ନେଇ ଏକ ବଡ଼ କୂଟନୈତିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉଛନ୍ତି। ରିପୋର୍ଟ ଅନୁଯାୟୀ ଭାରତ ବର୍ତ୍ତମାନ ଚାବାହାର ବନ୍ଦରରୁ ଅସ୍ଥାୟୀ ଭାବରେ ନିଜର ଅଂଶଧନ ପରିତ୍ୟାଗ କରିବା ସମେତ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛି। ରିପୋର୍ଟରେ ଦାବି…

ବଲାଙ୍ଗୀରରେ ହେବ ଚିନି କଳ, ଟେକ୍ସଟାଇଲ୍ ପାର୍କ

ଭୁବନେଶ୍ବର : ବଲାଙ୍ଗୀରଠାରେ ରାଜ୍ୟସ୍ତରୀୟ ‘ଜାତୀୟ ପଞ୍ଚାୟତିରାଜ ଦିବସ’ ପାଳନ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ବଲାଙ୍ଗୀର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଏଣିକି ବଲାଙ୍ଗୀରରେ ହେବ ଚିନି କଳ, ଟେକ୍ସଟାଇଲ୍ ପାର୍କ। ବଲାଙ୍ଗିର ଜିଲ୍ଲାପାଇଁ ୫୮୦ କୋଟି ଟଙ୍କା…

ତାତିରୁ ନାହିଁ ନିସ୍ତାର, ଝାରସୁଗୁଡ଼ା ପାଲଟିଲା ଦେଶରେ ଦ୍ୱିତୀୟ ଉତ୍ତପ୍ତ ସହର

ଭୁବନେଶ୍ବର: ସାରା ରାଜ୍ୟରେ ଆକାଶରୁ ବର୍ଷୁଛି ନିଆଁ । ଗରମ ସାଙ୍ଗକୁ ଗୁଳୁଗୁଳି କରୁଛି କଲବଲ । ତାତିରୁ ମିଳୁନି ନିସ୍ତାର। ଦିନ ୧୧ଟାରୁ ୩ଟା, ଅସମ୍ଭାଳ ତାତି। ଛଟପଟ କରିଦେଉଛି ପ୍ରଚଣ୍ଡ ଗ୍ରୀଷ୍ମ। ଗୋଡ଼ାଉଛି ତାତି ଆତଙ୍କ। ଉତ୍ତର ଓ ପଶ୍ଚିମ ଭାରତ ଭଳି ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ…

Paytmକୁ ବଡ଼ ଝଟକା; RBI ପେମେଣ୍ଟ ବ୍ୟାଙ୍କ ଲାଇସେନ୍ସ କଲା ବାତିଲ… ଜାଣନ୍ତୁ ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ…

ନୂଆଦିଲ୍ଲୀ: Paytm ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) Paytm ପେମେଣ୍ଟସ୍ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସକୁ ରଦ୍ଦ କରିଛି। ଏହାର ଅର୍ଥ ହେଉଛି ଯେ Paytm ଭବିଷ୍ୟତରେ ଆଉ ବ୍ୟାଙ୍କିଂ ସମ୍ବନ୍ଧୀୟ ବ୍ୟବସାୟ କରିପାରିବ ନାହିଁ। ଆରବିଆଇ କହିଛି…

Artistic Gymnastics: କଳିଙ୍ଗ ଷ୍ଟାଡିୟମରେ ଏପ୍ରିଲ ୨୫ରୁ ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍…

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମଠାରେ ଆସନ୍ତା ଏପ୍ରିଲ ୨୫ରୁ ମେ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍ । ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନ (OGA) ପକ୍ଷରୁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି…

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଅଧିକ ଭୋଟ୍ ହାରକୁ ନେଇ ଖୁସି ବ୍ୟକ୍ତ କଲେ ସିଜେଆଇ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଗୁରୁବାର ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଅଧିକ ଭୋଟ୍ ହାରକୁ ନେଇ ଖୁସି ବ୍ୟକ୍ତି କରିଛନ୍ତି । ପଶ୍ଚିମବଙ୍ଗରେ ୧୫୨ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ,…

ଆପକୁ ବଡ ଝଟକା, ପଦ୍ମ ଧରିଲେ ରାଘବ ଚଡ୍ଡାଙ୍କ ସହ ଏହି ୨ ସାଂସଦ…

ନୂଆଦିଲ୍ଲୀ: ଝାଡୁ ଛାଡି ପଦ୍ମ ଧରିଲେ ସାଂସଦ ରାଘବ ଚଡ୍ଡା । ଆପରୁ ଇସ୍ତଫା ଦେବାପରେ ସେ ଆଜି ବିଜେପିରେ ଯୋଗଦେଇଛନ୍ତି । ତେବେ ଚଡ୍ଡାଙ୍କ ସହ ଆଉ ଦୁଇ ଜଣ ସାଂସଦ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି । ସେମାନେ ହେଲେ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ । ନୂଆଦିଲ୍ଲୀ ସ୍ଥିତ ଦଳ ମୁଖ୍ୟାଳୟରେ ଏହି ୩…