Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରାକୃତିକ ବିପର୍ଯ୍ୟୟ ପାଇଁ ହେବ ୨୦୦ କୋଟିର ଡିଜାଷ୍ଟର ରେସ୍ପନ୍ସ ହବ୍

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିର କଡା ମୁକାବିଲା କରିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ଡିଜାଷ୍ଟର ରେସ୍ପନ୍ସ ହବ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ତେବେ ରାଜଧାନୀରେ ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା…

୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ;ଭବିଷ୍ୟତର କାର୍ଯ୍ୟପନ୍ଥା…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ତେବେ ଏହି ୨ ଦିନର ରହଣି ମଧ୍ୟରେ ସେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସାଂଗଠନିକ ଦିଗକୁ ନେଇ ବରିଷ୍ଠ ନେତାଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାପଡ଼ିଛି।…

Bihar Election: ବିହାର ନିର୍ବାଚନ ପୂର୍ବରୁ ଉପହାର ବର୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି, RJD ର ଶାସନକୁ ପଚା ଗଛ ସହ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଯୁବପିଢ଼ି ଏବଂ ଶିକ୍ଷା ସହିତ ଜଡିତ ଅନେକ ମହତ୍ୱାକାଂକ୍ଷୀ ଯୋଜନା ଆରମ୍ଭ କରିବାର ଘୋଷଣା କରିଛନ୍ତି। ଏହି ଯୋଜନାଗୁଡ଼ିକ ପାଇଁ ମୋଟ ୬୨ ହଜାର କୋଟିରୁ ଅଧିକ ଖର୍ଚ୍ଚ ହେବ। ଏହି ଯୋଜନାଗୁଡ଼ିକ ଛାତ୍ରମାନଙ୍କ ଶିକ୍ଷା, ଦକ୍ଷତା ବିକାଶ ଏବଂ…

ମହିଳାଙ୍କୁ ଭଦ୍ରକରୁ ଟେକିନେଇ ଟ୍ରକ୍‌ରେ ଦୁଷ୍କର୍ମ…ଡ୍ରାଇଭର ଗିରଫ

ଭଦ୍ରକ: ଭଦ୍ରକ ଚରମ୍ପାରୁ ରିଜର୍ଭ ଲାଇନରୁ ଅପହୃତା ମହିଳା ଉଦ୍ଧାର । ଜଣେ ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଟ୍ରକ ଡ୍ରାଇଭରକୁ କେନ୍ଦୁଝର ଜିଲ୍ଲା ଝୁମ୍ପୁରାରୁ ଭଦ୍ରକ ପୋଲିସ ଗିରଫ କରିଛି । କେନ୍ଦୁଝର ସଦର ପୋଲିସ ସହାୟତରେ ଅଭିଯୁକ୍ତ ଏମଡି ସୁଦାମ ହୁସେନକୁ ଗିରଫ…

India Squad For Australia Tour: ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି…

ନୂଆଦିଲ୍ଲୀ: ଆଗରକରଙ୍କ ନେତୃତ୍ୱାଧୀନ ଅଖିଳ ଭାରତୀୟ ସିନିୟର ପୁରୁଷ ଚୟନ କମିଟି ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା କରିଛି। ଘରୋଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ସମାପ୍ତ ହେବା ପରେ, ଭାରତୀୟ ଦଳ ଅଷ୍ଟ୍ରେଲିଆ ଯାତ୍ରା କରିବ, ଯେଉଁଠାରେ ସେମାନେ…

Israel strikes In Gaza: ଟ୍ରମ୍ପଙ୍କ ବୋମାମାଡ଼ ବନ୍ଦ କରିବା ଆହ୍ୱାନର ମାତ୍ର ୬ ଘଣ୍ଟା ପରେ ଇସ୍ରାଏଲର ବିମାନ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୋମାମାଡ଼ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ଏବଂ ହମାସ ଶାନ୍ତି ପାଇଁ ପ୍ରସ୍ତୁତ ବୋଲି ଘୋଷଣା କରିବାର କିଛି ଘଣ୍ଟା ପରେ ଇସ୍ରାଏଲ ଶନିବାର ଗାଜାରେ ନୂତନ ଆକ୍ରମଣ କରିଛି, ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ…

ଜାପାନ ଇତିହାସରେ ପ୍ରଥମ, ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଜଣେ ମହିଳା

ଟୋକିଓ: ଜାପାନ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଜାପାନର ଶାସକ ଲିବରାଲ ଡେମୋକ୍ରାଟିକ୍ ପାର୍ଟି (LDP) ସାନାଏ ତାକାଇଚିଙ୍କୁ ନୂତନ ନେତା ଭାବରେ ମନୋନୀତ କରିଛି। ଯାହା ଫଳରେ ସେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି। ଏପରିକି ଦେଶର…

ଦରଘା ବଜାର ଭସାଣ ବେଳେ ଗୋଷ୍ଠୀ ସଂଘର୍ଷରେ ୬ ଗିରଫ

କଟକ: ଭାଇଚାରା ସହର କଟକର ଦରଘା ବଜାର ଭସାଣ ସମୟରେ ଗୋଷ୍ଠୀ ସଂଘର୍ଷ ଘଟଣା । ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ଦରଘା ବଜାର ସ୍ଥିତ ହାତୀପୋଖରୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା…

NASA Shuts Down: କାହିଁକି ସଙ୍କଟରେ ଆମେରିକାର ପ୍ରମୁଖ ମହାକାଶ ସଂସ୍ଥା ନାସା?

ନୂଆଦିଲ୍ଲୀ: ଭାରତ ଉପରେ ଉଚ୍ଚ ଶୁଳ୍କ ଲାଗୁ କରିଥିବା ଡୋନାଲ୍ଡ ଟ୍ରମ୍ପ ଏବେ ବଡ଼ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଆର୍ଥିକ ସଙ୍କଟ ଯୋଗୁଁ, ଆମେରିକାର ପ୍ରମୁଖ ମହାକାଶ ସଂସ୍ଥା ନାସା ଏହାର ଦୈନନ୍ଦିନ ଅପଡେଟ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖିଛି। ନାସା ଏହାର…

Rashmika and Vijay: ନିର୍ବନ୍ଧ କଲେ ବିଜୟ-ରଶ୍ମିକା!

ମୁମ୍ବାଇ: ସତ ହେଲା କି ଚର୍ଚ୍ଚା?, ବିବାହ ବନ୍ଧନରେ ବାନ୍ଧି ହେବେ  ବିଜୟ-ରଶ୍ମିକା!, ସରିଲାଣି ନିର୍ବନ୍ଧ!... ବର୍ଷ ବର୍ଷ ଧରି ଡେଟିଂ କରିବା ପରେ ଏବେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଧାନା ଉଭୟ ସିକ୍ରେଟ ନିର୍ବନ୍ଧ କରିଥିବା ଖବର ସାମ୍ନାକୁ ଆସିଛି । ଦୁହେଁ କେବଳ…