Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Russia-Ukraine war:ଶେଷ ହେବ କି ରୁଷ-ୟୁକ୍ରେନ ଯୁଦ୍ଧ? ଟ୍ରମ୍ପ ଏବଂ ଜେଲେନସ୍କିଙ୍କ ଆଲୋଚନା

ନୂଆଦିଲ୍ଲୀ:ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଆମେରିକାର ଫ୍ଲୋରିଡାରେ ସାକ୍ଷାତ କରିବେ। ଜେଲେନ୍ସକି ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ସମାପ୍ତ କରିବାର ଉପାୟ ବିଷୟରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ। ଜେଲେନ୍ସକି…

Bengaluru Encroachment: ବେଙ୍ଗାଲୁରୁରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ… କର୍ଣ୍ଣାଟକ-କେରଳ ସରକାର ମୁହାଁମୁହିଁ

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଶନିବାର ବେଙ୍ଗାଲୁରୁରେ ଜବରଦଖଲ ହଟାଇବା କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ଏହି କାମ ପାଇଁ ସେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ପ୍ରତିଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ସରକାର "ବୁଲଡୋଜର ସଂସ୍କୃତି"ରେ…

Ratna bhandar: ୩ଟି ପର୍ଯ୍ୟାୟରେ ହେବ ରତ୍ନଭଣ୍ଡାର ଗଣତି ମଣତି, ଉପସ୍ଥିତ ରହିବେ….

ପୁରୀ: ୨୦୨୬ ବର୍ଷ ରଥଯାତ୍ରା ଜଥେଷ୍ଟ ପୂର୍ବରୁ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି । ଶନିବାର ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଚିଠା ପ୍ରସ୍ତାବ ଆଗତ ହୋଇଛି । ଖୁବ ଶୀଘ୍ର ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ…

President Murmu: ଦ୍ବିତୀୟ ରାଷ୍ଟ୍ରପତି ଭାବେ ନୌସେନାର ଏକ ପଣ୍ଡୁବୀରେ ସମୁଦ୍ର ଯାତ୍ରା କରିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ୨୮ ଡିସେମ୍ବର ଅର୍ଥାତ୍ ଆଜି ଭାରତୀୟ ନୌସେନାର ଏକ ପଣ୍ଡୁବୀରେ ସମୁଦ୍ର ଯାତ୍ରା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଯାତ୍ରା କରିବା ପରେ ସେ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ହେବେ। ଏହାପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ. ଅବଦ୍ଦୁଲ କଲାମ ୨୦୦୬ ମସିହା ଫେବୃଆରୀ…

Youth Arrested: ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଗାଳିଦେଇ ଯୁବକ ଗିରଫ

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀଙ୍କୁ ଗାଳିଦେବା ପଡିଲା ମହଙ୍ଗା । ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ । ଗିରଫ ଅଭିଯୁକ୍ତ ହେଲା କେନ୍ଦୁଝର ସଦର ଓଲ୍ଡଟାଉନ ଅଞ୍ଚଳର ସାଫିୱାଲ୍ଲା ଖାନ୍ । ସେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଇଥିବା ସୂଚନା ରହିଛି ।…

ବନ ବିଭାଗ କର୍ମଚାରୀଙ୍କୁ କାଠ ମାଫିଆଙ୍କ ଆକ୍ରମଣ, ଫରେଷ୍ଟଗାର୍ଡ ଆହତ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ବେଇଆନ କାଠ ମାଫିଆଙ୍କ ଦୌରାତ୍ମ୍ୟ । କାଠ ଚୋରା ଚାଲାଣ ବେଳେ ଧରିଲା ବନବିଭାଗ । ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି କାଠ ମାଫିଆମାନେ । କାଠ ମାଫିଆଙ୍କ ଆକ୍ରମଣରେ ବନ କର୍ମଚାରୀଙ୍କ ଗାଡ଼ି ଭାଙ୍ଗି ଯାଇଛି । ସେମାନଙ୍କ ଠାରୁ ଜବତ…

Cold Wave: ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ଓଡ଼ିଶା, ଆଜି ଘନ କୁହୁଡି ନେଇ ୧୮ ଜିଲ୍ଲାକୁ ସତର୍କ ଘଣ୍ଟି

ଭୁବନେଶ୍ବର: ସାରା ରାଜ୍ୟରେ ଏବେ ପାରଦ ତଳ ମୁହାଁ ହୋଇଥିବା ବେଳେ, ଶୀତ ସାଙ୍ଗକୁ କୁହୁଡ଼ିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଲୋକେ ସକାଳୁ ଘରୁ ବାହାରି ପାରୁ ନାହାନ୍ତି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ନିଆଁ ଜାଳି ତା ପାଖରେ ବସି ରହୁଛନ୍ତି ଲୋକେ । ତେବେ ଆଜି ପାଇଁ ଘନ କୁହୁଡି ନେଇ ୧୮…

winter counter-terrorism operations: ୩୦ରୁ ୩୫ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ; ତୁଷାରପାତରେ ଭାରତୀୟ ସେନା…

ଶ୍ରୀନଗର:ଜମ୍ମୁ ଏବଂ କାଶ୍ମୀରର ପ୍ରବଳ ଥଣ୍ଡା ଏବଂ ପ୍ରବଳ ତୁଷାରପାତ ମଧ୍ୟରେ,ଭାରତୀୟ ସେନା କିସ୍ତୱାର ଏବଂ ଡୋଡା ଜିଲ୍ଲାରେ ଆତଙ୍କବାଦ ବିରୋଧୀ ଅଭିଯାନକୁ ତୀବ୍ର କରିଛି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଅତ୍ୟନ୍ତ କଠୋର ପାଗ ଏବଂ ଦୁର୍ଗମ ଅଞ୍ଚଳ ସତ୍ତ୍ୱେ, ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ…