Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Qualify for AFC Asian Cup:ଭାରତୀୟ ଫୁଟବଲ୍ ପାଇଁ ଐତିହାସିକ ସଫଳତା:୨୦ ବର୍ଷ ପରେ AFC U20 ଏସୀୟ କପ୍ ଭାରତର…

ନୂଆଦିଲ୍ଲୀ:୨୦ବର୍ଷ ପରେ ଭାରତ ପୁଣିଥରେ AFC U20 ଏସୀୟ କପ୍‌କୁ ଫେରିଛି। ଗତକାଲି (ରବିବାର ୬ ସେପ୍ଟେମ୍ବର ୨୦୨୬)ତାସକେଣ୍ଟର 'ଡୋଷ୍ଟଲିକ୍ ଷ୍ଟାଡିୟମ୍' (Do’stlik Stadium) ଠାରେ ଅନୁଷ୍ଠିତ ଗ୍ରୁପ୍-ବି (Group B) ର ନିର୍ଣ୍ଣାୟକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ବାଂଲାଦେଶକୁ ୩-୦…

ଶୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର! ଆଉ ଆଗକୁ ରହିବ ନାହିଁ BSE ଓ CHSE ଅଲଗା ଅଲଗା ବୋର୍ଡ

ଭୁବନେଶ୍ୱର: ଆଉ ଆଗକୁ BSE ଓ CHSE ଅଲଗା ଅଲଗା ବୋର୍ଡ ରହିବ ନାହିଁ। ଦଶମ ଓ ଦ୍ବାଦଶ ପାଇଁ ଏଣିକି ଗୋଟିଏ ବୋର୍ଡ କାର୍ଯ୍ୟ କରିବ। ଗୋଟିଏ ବୋର୍ଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏନେଇ ସୂଚନା ଦେଲେ ଗଣଶିକ୍ଷା ସଚିବ ଏନ୍ ତିରୁମାଲା ନାୟକ। ରାଜ୍ୟରେ ଦଶମ ଓ ଦ୍ୱାଦଶ…

ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ଶୁଣାଣି

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଲାଗିରହିଛି ଛକାପଞ୍ଝା। ଆଜି ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ଶୁଣାଣି। ଆସନ୍ତା ୧୬ ତାରିଖରେ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି। ଡିଜିପି ଚୟନ ପାଇଁ ରାଜ୍ୟ ସରକାର…

ଚର୍ଚ୍ଚାରେ UNର ନୂଆ World Map: କିଏ ତିଆରି କରିଥିଲେ ପୁରୁଣା ମାନଚିତ୍ର, ବଳଦିଯିବ କି ବିଶ୍ୱ ନକ୍ସା?

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ପରିଷଦର ଏକ ନୂଆ ବିଶ୍ୱ ମାନଚିତ୍ରର ଅନୁମୋଦନ ପରେ ମାନଚିତ୍ରରେ ଅଞ୍ଚଳ ଏବଂ ମହାଦେଶଗୁଡ଼ିକୁ କିପରି ଦର୍ଶାଯାଇଛି ତାହା ଉପରେ ପୁନଃ ଧ୍ୟାନ ଦିଆଯାଇଛି। "ମାନଚିତ୍ର ସଂଶୋଧନ କରନ୍ତୁ" (Correct the Map) ନାମରେ ଜଣାଶୁଣା ଏହି ପ୍ରସ୍ତାବ Equal Earth ବା ସମାନ…

ଗାଜାରେ ଖାଦ୍ୟ ସଙ୍କଟ: ସାତ ଜଣଙ୍କ ପାଇଁ ଗୋଟିଏ ଓଳିର ଆହାର

ଗାଜା: ଇସ୍ରାଏଲ-ହମାସ ସଂଘର୍ଷ ଏବଂ ନିରନ୍ତର ଅବରୋଧ ଯୋଗୁଁ ଗାଜା ଷ୍ଟ୍ରିପ୍‌ରେ ଖାଦ୍ୟ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ ରିପୋର୍ଟ ଅନୁସାରେ, ଅଲ-ବାଲା ର ସରଣାର୍ଥୀ ଶିବିରରେ ରହୁଥିବା ମେରଭାଟ୍ ରାଦୱାନ୍ ଙ୍କ ପରିବାର ଏବେ ମାତ୍ର ଗୋଟିଏ ଓଳିର ଖାଦ୍ୟ ଯୋଗାଡ଼ ପାଇଁ କଠିନ ସଂଗ୍ରାମ…

ସୁରକ୍ଷିତ ଅଛି କି ଆପଣଙ୍କ ଘର? ଜାଣନ୍ତୁ କେତେ ପୁରୁଣା କୋଠାକୁ ଅଡିଟ୍ କରେଇବା ଆବଶ୍ୟକ

ନୂଆଦିଲ୍ଲୀ: ରବିବାର ଦିନ ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ବହୁମହଲା ପିଜି କୋଠା ହଠାତ୍ ଭୁଶୁଡ଼ି ପଡ଼ିବାରୁ ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ଦୁଃଖଦ ଦୁର୍ଘଟଣାରେ ଛଅ ଜଣ ନିରୀହ ପିଲା ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ…

ଆପତ୍ତି ଜନକ ଦୃଶ୍ୟ ପରିବେଷଣ କରି ଚେୟାର ମାଡ଼ ଖାଇଲେ ନିଶା ମହାରଣା

ଆଠଗଡ଼: ଷ୍ଟଜରେ ନିଶାଙ୍କୁ ଚେୟାର ମାଡ। ଯାତ୍ରା ମଞ୍ଚରେ ଉତ୍ତେଜନା। ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼ କଲେ ଦର୍ଶକ। ପୁଣି ଥରେ ବିବାଦରେ ନିଶା। ଆପତ୍ତିଜନକ ଦୃଶ୍ୟ ପରିବେଷଣ କରିବା ଅଭିଯୋଗରେ ତାଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଆଠଗଡ଼ କଇଥ…

ପୋଲିସକୁ ବଡ଼ ସଫଳତା, ଟ୍ରାନ୍ସଫର୍ମର କଏଲ୍ ଚୋରି ମାମଲାରେ ୮ ଗିରଫ

କରଞ୍ଜିଆ: ବିଦ୍ୟୁତ ଟ୍ରାନ୍ସଫର୍ମରରୁ ତମ୍ବା କଏଲ୍ (Copper Coil) ଏବଂ ତେଲ ଚୋରି ହେବା ଏକ ଗମ୍ଭୀର ଆଇନଗତ ଅପରାଧ ଏବଂ ଏହା ଦ୍ୱାରା ଅଞ୍ଚଳରେ ବ୍ୟାପକ ବିଦ୍ୟୁତ ବିଭ୍ରାଟ ଦେଖାଦେଇଥାଏ। ଏହା ଜାଣିବା ସତ୍ତ୍ୱେ ବି ଅପରାଧ ଘଟଣାଉଛନ୍ତି ଲୋକେ। ଗତ କିଛି ଦିନ ହେବ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ…

ଆବାସିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ! ଭାଇରଲ ହେଲା ନିର୍ଯାତନାର ଭିଡିଓ

ରାୟଗଡା: ପୁଣି ଆବାସିକ ବିଦ୍ୟାଳୟରେ ରାଗିଂ ହୋଇଥିବା ଅଭିଯୋଗ। ରାୟଗଡା ଜିଲ୍ଲା ପେଣ୍ଟା ଉଚ୍ଚ ବିଦ୍ୟାଳୟର ଏକ ଆବାସିକ ବିଦ୍ୟାଳୟର ହଷ୍ଟେଲରେ ରାଗିଂ, ଆକ୍ରମଣ ଏବଂ ଛାତ୍ର ନିର୍ଯାତନାର ଅଭିଯୋଗ ଆସିଛି। କନିଷ୍ଠ ଛାତ୍ରଙ୍କୁ ବରିଷ୍ଠ ଛାତ୍ରଙ୍କ ନିର୍ଯାତନା ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଜୋର…

ପୁଣି ନାଟକ କରିପାରନ୍ତି ନକବୀ : ମହିଳା ଏସିଆ କପ୍ ଫାଇନାଲରେ ମୁଖ୍ୟ ଅତିଥି !

ମୁମ୍ବାଇ: ମହିଳା ଏସିଆ କପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍‌ରେ ପୁଣି ଥରେ ଟ୍ରଫି ପ୍ରଦାନକୁ ନେଇ ବିବାଦ ଦେଖାଦେବାର ଆଶଙ୍କା ପ୍ରକାଶ ପାଇଛି। ଏସିଆନ୍ କ୍ରିକେଟ୍ କାଉନ୍ସିଲ୍ ର ସଭାପତି ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡ ର ଅଧ୍ୟକ୍ଷ ମୋହସିନ୍ ନକଭୀ ସେପ୍ଟେମ୍ବର ୧୩ରେ ଦୁବାଇରେ ଅନୁଷ୍ଠିତ ହେବାକୁ…