Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶିମିଳିପାଳରେ ଆତ୍ମସମର୍ପଣ କଲେ ୩୯ ଶିକାରୀ, ୯ ବନ୍ଧୁକ ଜବତ

ବାରିପଦା: ଶିମିଳିପାଳରେ ଆତ୍ମସମର୍ପଣ କଲେ ୩୯ ଶିକାରୀ। ଏହାସହ ୯ଟି ବନ୍ଧୁକ ଜବତ ହୋଇଛି। AI କ୍ୟାମେରାରେ ଧରାପଡ଼ିଲେ ୩୯ ଶିକାରୀ। ଶିକାରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କଲା ବନ ବିଭାଗ। ଏହାସହ ବିପୁଳ ପରିମାଣର ବନ୍ଧୁକ ପାଉଡର ଏବଂ ୨୦ ରୁ ଅଧିକ ଧନୁ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହିତ…

ଟ୍ରମ୍ପଙ୍କ ‘ଶାନ୍ତି ବୋର୍ଡ’ରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଲା ଭାରତ

ନୂଆଦିଲ୍ଲୀ: ଗାଜା ସଙ୍କଟ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା 'ଶାନ୍ତି ବୋର୍ଡ'ର ପ୍ରଥମ ବୈଠକରେ ଗୁରୁବାର ଭାରତ ପର୍ଯ୍ୟବେକ୍ଷକ ଭାବରେ ଅଂଶଗ୍ରହଣ କରିଥିଲା। ଭାରତ ଏହି ବୋର୍ଡର ଆନୁଷ୍ଠାନିକ ସଦସ୍ୟ ନୁହେଁ। ଡୋନାଲ୍ଡ ଜେ. ଟ୍ରମ୍ପ ଇନଷ୍ଟିଚ୍ୟୁଟ୍ ଅଫ୍…

ଆରମ୍ଭ ହେଲା ଅପରେସନ୍ ବ୍ଲାକ୍ ଫରେଷ୍ଟ-୨, ଟଳିଲେଣି ୫ ମାଓବାଦୀ

ରାୟପୁର: ନକ୍ସଲ ନିପାତ ପାଇଁ ଆରମ୍ଭ ହେଲା ଅପରେସନ୍ ବ୍ଲାକ୍ ଫରେଷ୍ଟ-୨। ଛତିଶଗଡ଼ ଓ ତେଲଙ୍ଗାନା ସୀମାରେ ଥିବା କାରେଗୁଟ୍ଟା ଜଙ୍ଗଲରେ ଚାଲିଛି ଅପରେସନ୍। ଏହି ଏନକାଉଣ୍ଟରରେ ୫ ନକ୍ସଲ ନିପାତ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ଏହି ଅଭିଯାନ ସମୟରେ ପ୍ରାୟ ୩୦୦ନକ୍ସଲଙ୍କୁ ଘେରି…

ଭିଜିଲାନ୍ସ ଜାଲରେ ଫରେଷ୍ଟର ଭାଗବତ ଭୂଷଣ ବେହେରା

କଳାହାଣ୍ଡି : ଭିଜିଲାନ୍ସ ଜାଲରେ ଫରେଷ୍ଟର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତିନିଗୋଟି ସ୍ଥାନରେ ଚଢାଉ ଜାରି ରହିଛି। କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଶୁକ୍ରବାର ସକାଳୁ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…

Trump Board of Peace: ମୁଁ ପୁରୁଷମାନଙ୍କ ପ୍ରତି ଆଗ୍ରହୀ ନୁହେଁ, କିନ୍ତୁ ମହିଳାମାନଙ୍କୁ ବହୁତ ପସନ୍ଦ କରେ: ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନରେ ଶାନ୍ତି ବୋର୍ଡର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଛନ୍ତି। ଏହି କାର୍ଯ୍ୟକ୍ରମ ସମୟରେ ସେ ଗାଜାର ପୁନଃନିର୍ମାଣ ପାଇଁ କୋଟି କୋଟି ଡଲାର ଘୋଷଣା କରିଛନ୍ତି। ଟ୍ରମ୍ପ ପାରାଗୁଏର ରାଷ୍ଟ୍ରପତି ସାଣ୍ଟିଆଗୋ ପେନାଙ୍କୁ ସ୍ୱାଗତ କରି…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଆବେଦନ କରିପାରିବେ ତୃତୀୟ ଲିଙ୍ଗି

ଭୁବନେଶ୍ୱର: ଏଣିକି ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ଆବେଦନ ଫର୍ମରେ ଯୋଡ଼ିହେଲା ‘ତୃତୀୟ ଲିଙ୍ଗ’ ବିକଳ୍ପ। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ବିଜ୍ଞପ୍ତିରେ ସଂଶୋଧନ କରାଯାଇଛି। ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବର୍ଗର ପ୍ରାର୍ଥୀଙ୍କୁ…

‘ଭାଇବ୍ରେଣ୍ଟ ଭିଲେଜ’ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ, ବିକାଶର ନୂତନ ଗତି ପାଇବ ସୀମାନ୍ତ ଗାଁ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଆସାମରେ ଭାଇବ୍ରେଣ୍ଟ ଭିଲେଜ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବେ। ସୀମାନ୍ତ ଗ୍ରାମଗୁଡ଼ିକୁ ସୁଦୃଢ଼ ​​କରିବା ଏବଂ ସୀମାନ୍ତ ଅଞ୍ଚଳରେ ସର୍ବାଙ୍ଗୀନ ବିକାଶକୁ ପ୍ରୋତ୍ସାହିତ କରିବା ପ୍ରୟାସରେ ଏହି…

AI ସବୁକିଛି କରିପାରିବ, କିନ୍ତୁ ଦିଲ୍ଲୀ ଟ୍ରାଫିକର ସମାଧାନ କରିପାରିବ ନାହିଁ: ଋଷି ସୁନକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ ଅନୁଷ୍ଠିତ ହେଉଛି। ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଗୁରୁବାର ଏହି କାର୍ଯ୍ୟକ୍ରମରେ ଭାଷଣ ଦେଇଥିଲେ। ସେ ଦିଲ୍ଲୀର ଟ୍ରାଫିକ ବିଷୟରେ କିଛି ମନ୍ତବ୍ୟ ଦେଇଥିଲେ ଯାହା ଦର୍ଶକଙ୍କୁ ହସାଇ ଦେଇଥିଲା। ଋଷି…

‘ଯେପର୍ଯ୍ୟନ୍ତ ଚାଷୀଙ୍କ ପାଖରେ ଧାନ ରହିଛି, ସେପର୍ଯ୍ୟନ୍ତ ଧାନ କିଣା ଜାରି ରହିବ’

ଭୁବନେଶ୍ୱର:ଧାନ କିଣାକୁ ନେଇ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି କରି ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଉଭୟ ବିରୋଧୀ ବିଜେଡି ଏବଂ କଂଗ୍ରେସ ଦଳ ଅପଚେଷ୍ଟା କରୁଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ସେ କହିଛନ୍ତି ଧାନର ଅଭାବୀ ବିକ୍ରି ନ ହେବା ଏବଂ ଚାଷୀ ତାର ଉଚିତ୍ ମୂଲ୍ୟ…

ଉପକାରାଗାର ଜେଲର ସନ୍ତୋଷିନୀ ଦାଶ ସସପେଣ୍ଡ୍‌; ଏହି ଘଟଣାକୁ ନେଇ ବିବାଦରେ ଥିଲେ…

ଭୁବନେଶ୍ବର: କଣ୍ଟାବାଞ୍ଜି ଉପକାରାଗାର ଜେଲର ସନ୍ତୋଷିନୀ ଦାଶ ସସପେଣ୍ଡ୍‌ । କର୍ତ୍ତବ୍ୟରେ ଅବହେଳା ପାଇଁ ସସ୍‌ପେଣ୍ଡ୍‌ କଲେ ଜେଲ୍‌ ଡିଜି । ଜେଲ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ, ଚୌଦ୍ବାର ଜେଲରୁ କଣ୍ଟାବାଞ୍ଜି ସବଜେଲକୁ ବଦଳି ହୋଇଥିଲେ ବି…