Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଧୁନିକ ଟ୍ରକ୍ ଟର୍ମିନାଲ୍ ନିମନ୍ତେ ଓଡ଼ିଶା ଓ IOCL ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର:ଜାତୀୟ ଓ ରାଜ୍ୟ ରାଜପଥରେ ଅବୈଧ ପାର୍କିଂ ଯୋଗୁଁ ଘଟୁଥିବା ସଡ଼କ ଦୁର୍ଘଟଣା ସହ ପ୍ରାଣହାନିକୁ ରୋକିବା ସହ ଭାରୀଯାନ ଚାଳକମାନଙ୍କୁ ଉନ୍ନତ ସୁବିଧା-ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜପଥ ପାର୍ଶ୍ୱରେ ନିର୍ମାଣ…

Odisha CM to Visit UAE:ମୁଖ୍ୟମନ୍ତ୍ରୀଙ୍କ ପାଞ୍ଚ ଦିନିଆ UAE ଗସ୍ତ;ପୁଞ୍ଜି ଆକର୍ଷଣ ପାଇଁ ନିବେଶକ ଓ ଶିଳ୍ପପତିଙ୍କ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଠାରୁ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟ୍ସକୁ ପାଞ୍ଚ ଦିନିଆ ଗସ୍ତରେ ଯିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପୁଞ୍ଜି ଆକର୍ଷଣ ପାଇଁ ବିଭିନ୍ନ ନିବେଶକ ଓ ଶିଳ୍ପପତିଙ୍କ ସହିତ ଆଲୋଚନା କରିବେ । ଏହାସହିତ ପ୍ରବାସୀ…

ଜମି ବିବାଦ ନେଲା ଭୟଙ୍କର ରୂପ: ରାୟଗଡ଼ା ଜିଲ୍ଲାପାଳଙ୍କ ଅଫିସରେ ସପରିବାର ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା: ନିଜର ହକ୍ ଓ ନ୍ୟାୟ ପାଇବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇ ଶେଷରେ ନିରାଶ ହେବା ପରେ ଏକ ଗରିବ ଚାଷୀ ପରିବାର ଚରମ ପଦକ୍ଷେପ ନେଇଛନ୍ତି । ରାୟଗଡ଼ା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କକ୍ଷ ପରିସରରେ ଏକ ଅଭାବନୀୟ ତଥା ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ଦୀର୍ଘ ଦିନର ଜମି…

IAS ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ ହେଲେ ଡା. ବୃନ୍ଦା…

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ, ସ୍ୱଚ୍ଛ ତଥା ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆଜି ଆଇଏଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ସରକାରୀ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ଲୋକଙ୍କ ନିକଟରେ ସୁଚାରୁରୂପେ ପହଞ୍ଚାଇବା…

DAC clears military capability boost:DAC ଦ୍ୱାରା ୧.୧ ଲକ୍ଷ କୋଟି ଟଙ୍କାର ସାମରିକ କ୍ଷମତା ବୃଦ୍ଧି ପ୍ରସ୍ତାବକୁ…

ନୂଆଦିଲ୍ଲୀ:ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ଆହୁରି ହେବ ମଜବୁତ । ଭାରତର ତିନି ସେନା ବାହିନୀ ପାଇଁ ସର୍ବବୃହତ ସିଷ୍ଟମ୍ ଅପଗ୍ରେଡ୍  ହେବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୧.୧୦ ଲକ୍ଷ କୋଟି ଟଙ୍କାର ଏକ ମେଗା ଡିଲ୍ କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ରକ୍ଷା ଅଧିଗ୍ରହଣ ପରିଷଦ…

ଉଠାଜଳସେଚନ ଜେଇଙ୍କ ୧୨୩% ଆୟ ବହିର୍ଭୁତ ସମ୍ପତ୍ତି ;ଲାଞ୍ଚନେବା ଘଟଣାରେ ଧରାପଡ଼ିଥିଲେ

ଭୁବନେଶ୍ବର:ଗତ ଜାନୁଆରୀ ମାସରେ ଲାଞ୍ଚ ନେଇ ଧରାପଡ଼ିଥିଲେ ବାଲେଶ୍ବର ଉଠାଜଳସେଚନ ବିଭାଗ (ଓଏଲ୍‌ଆଇସି ଡିଭିଜନ୍‌)ର ଜେଇ ସୁବ୍ରତ ମହାନ୍ତି । ତାଙ୍କର ୧୨୩ ପ୍ରତିଶତ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଠାରୁ ମିଳିଥିବା…

ଜେଲରୁ କଏଦୀ ଫେରାର;ସଫେଇ କାମ ବେଳେ ଚମ୍ପଟ ମାରିଲେ…

ନୂଆପଡ଼ା:ଆଜି (ସୋମବାର)ନୂଆପଡ଼ା ସବ୍‌ଜେଲ୍‌ରୁ ଜଣେ କଏଦୀ ଫେରାର ହୋଇଯାଇଛି । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ବର୍ଷ ଜେଲ୍‌ ଦଣ୍ଡ ଭୋଗୁଥିଲେ ଫେରାର କଏଦୀ । ଫେରାର କଏଦୀ ଜଣକ ହେଲେ ସିନାପାଲି ଥାନା ଅଧୀନ କାନ୍ଦୁଲକୋନା ଗ୍ରାମର ବିଶ୍ୱବିହାରୀ ସିଂ ମାଝୀ (୩୦)। ଜେଲ୍‌…

ସ୍କୁଲରେ ୨୦୦ ପିଲାଙ୍କୁ ଜଣେ ଶିକ୍ଷକ;ଆବଶ୍ୟକୀୟ ନିଯୁକ୍ତି ଦାବିରେ ଅଭିଭାବକଙ୍କ ଧାରଣା

ଭୋଗରଇ:ବାଲେଶ୍ୱର ଜିଲ୍ଲା ଭୋଗରାଇ ରଣସିଂହପୁର ଆଶ୍ରମ ସ୍କୁଲରେ ଅଭାବନୀୟ ଚିତ୍ର । ସ୍କୁଲରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ପାଇଁ ଅଛନ୍ତି ମାତ୍ର ଜଣେ ଶିକ୍ଷକ । ତେବେ ଦୀର୍ଘଦିନ ଧରି ଶିକ୍ଷକ ନିଯୁକ୍ତି ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ହୋଇନାହିଁ । ଅଭିଭାବକମାନେ ଶିକ୍ଷା…

ମସ୍କୋରେ ଭାରତୀୟ ଇଞ୍ଜିନିୟରଙ୍କୁ ଅଟକ:ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାୟତା ଲୋଡ଼ିଲେ ସ୍ତ୍ରୀ

ମସ୍କୋ: ରଷିଆରେ ଜଣେ ଭାରତୀୟ ଇଞ୍ଜିନିୟରଙ୍କୁ ଅଟକ ରଖାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତର ପ୍ରଦେଶର କାନପୁର ନିବାସୀ ଚନ୍ଦନ ଗୁପ୍ତା ନାମକ ଜଣେ ଇଞ୍ଜିନିୟରଙ୍କୁ ରୁଷିଆ ପୋଲିସ ଅଟକ ରଖିଥିବା ନେଇ ତାଙ୍କ ସ୍ତ୍ରୀ ସ୍ନେହା ଗୁପ୍ତା ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି…

ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି; ବିଲ୍ଡିଂ ମାଲିକଙ୍କୁ ଗିରଫ କଲା ପୋଲିସ, ୫ MCD ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ବହୁମହଲା ପିଜି କୋଠା ହଠାତ୍ ଭୁଶୁଡ଼ି ପଡ଼ିବା ଘଟଣାରେ ବିଲ୍ଡିଂ ମାଲିକ ହରିରାମ ଦିଲ୍ଲୀ ପୋଲିସ ଦ୍ବାରା ଗିରଫ ହୋଇଛନ୍ତି। ରାଜସ୍ଥାନ ଭିୱାଦିରୁ ଉଠାଇ ଆଣିଲା ଦିଲ୍ଲୀ ପୋଲିସ। ହରିରାମ ବଂଶଲଙ୍କ ନାଁରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି…