Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Eastern Army Commander Checks Border: ସୀମାରେ ଆଲର୍ଟ; ପୂର୍ବ କମାଣ୍ଡ ମୁଖ୍ୟ BSF ସହ କଲେ ବୈଠକ…

ନୂଆଦିଲ୍ଲୀ: ଡିସେମ୍ବର ୧୯ ତାରିଖରେ ଛାତ୍ର ବିଦ୍ରୋହ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ, ବାଂଲାଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି। ଏହି ଘଟଣାକ୍ରମ ମଧ୍ୟରେ, ସେନାର ପୂର୍ବ କମାଣ୍ଡର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାମଚନ୍ଦ୍ର ତିୱାରୀ(Eastern Army Commander Lieutenant…

Delhi Bomb Blast Case: ଦିଲ୍ଲୀ ବିସ୍ଫୋରଣ ମାମଲାରେ ନବମ ଅଭିଯୁକ୍ତ ଗିରଫ; ଆତ୍ମଘାତୀ ଅପରେସନ୍ କରିବାକୁ ନେଇଥିଲା…

ନୂଆଦିଲ୍ଲୀ: ଗତ ମାସରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଆଉ ଜଣେ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ଏହା ନବମ ଗିରଫଦାରୀ। ଅଭିଯୁକ୍ତକୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ଅଭିଯୁକ୍ତ ଜଣକ ଜାମ୍ମୁ ଓ…

ଜାନୁଆରୀ-୨୦୨୬ ଶିକ୍ଷା ବର୍ଷ ପାଇଁ ‘ଇଗ୍ନୋ’ରେ ନାମଲେଖା ଆରମ୍ଭ

ଭୁବନେଶ୍ୱର: ୨୦୨୬ ଜାନୁଆରୀ ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ‘ଇଗ୍ନୋ’ରେ ଆରମ୍ଭ ହେଲା ନାମଲେଖା । ଛାତ୍ରଛାତ୍ରୀମାନେ ଆସନ୍ତା ୩୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ । ଇଗ୍ନୋର ସମସ୍ତ ବିଭାଗରେ ଅଣ୍ଡର ଗ୍ରାଜୁଏଟ୍ (ସ୍ନାତକ), ପୋଷ୍ଟ ଗ୍ରାଜୁଏଟ…

prevent illegal paddy movement: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ହେବ ଚେକ୍ ପୋଷ୍ଟ

ମୟୂରଭଞ୍ଜ: ମୟୂରଭଞ୍ଜ ସୀମାରେ ଧାନ ଚୋରି ରୋକିବାକୁ ଚେକ୍ ପୋଷ୍ଟ ହେବ । ସୀମାରେ ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ । ଧାନର ବେଆଇନ ପରିବହନ ରୋକିବାକୁ ସୀମାକୁ ସିଲ୍ କରାଯାଇଥିବା ଉକ୍ତ ଚିଠିରେ ଲେଖାଯାଇଛି । ସୂଚନାଥାଉକି, ବର୍ତ୍ତମାନ ୨୦୨୫-୨୬ ବର୍ଷ…

ଆହାର କେନ୍ଦ୍ରରେ ଖାଇବା ସହ ଗୁଣବତ୍ତା ତଦାରଖ କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର

କୋରାପୁଟ: କୋରାପୁଟ ସୁନାବେଡ଼ା ଗସ୍ତରେ ଯାଇ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଭୋଜନ କଲେ ନଗର ଉନ୍ନୟନ ମନ୍ତ୍ରୀ । ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତାକୁ ନିଜେ ତଦାରଖ କରିବା ସହିତ ଖାଦ୍ୟର ଶୁଷମତା ଏବଂ ସ୍ବାଦକୁ ପରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଆହାର…

ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ର ବୃତ୍ତି ଅର୍ଥ ହଡପ, ୧୪୯ ଛାତ୍ରୀଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ଖୋର୍ଦ୍ଧା: ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ଅଭିଯୋଗରେ ୧୪୯ ଛାତ୍ରଛାତ୍ରୀ ଓ ୭ଟି ଶିକ୍ଷାନୁଷ୍ଠାନ ବିରୋଧରେ ମାମଲା ହୋଇଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ । ଏହି ଛାତ୍ରଛାତ୍ରୀ ମାନେ ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର…

Encounter: ଗୁଳି ବିନିମୟ ଜାରି; ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର, ମୁଣ୍ଡରେ ଥିଲା ୫ ଲକ୍ଷ

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାର ଭୈରାମଗଡ଼ ଥାନାର ଇନ୍ଦ୍ରାବତୀ ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିହତ ମାଓବାଦୀଙ୍କ ନାମ ACM ଫଗନୁ ମାଡଭି ବୋଲି ଚିହ୍ନଟ କରାଯାଇଛି। ତାଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା।…

ସାଇବର କ୍ରାଇମ୍‌ର ଶିକାର ହେଲେ ଡାକ୍ତରାଣୀ, ଠକି ନେଲେ ୧୨ ଲକ୍ଷ ଟଙ୍କା

ରାୟଗଡା: ସାଇବର କ୍ରାଇମ୍ ହୋଇଛନ୍ତି ଜଣେ ଡାକ୍ତରାଣୀ । ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ୧୨ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଛନ୍ତି ସାଇବର ଲୁଟେରା । ଠକେଇର ଶିକାର ହୋଇଥିବା ଡାକ୍ତରାଣୀ ଜଣକ ହେଲେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୌଧୁରୀ । ଏନେଇ ସେ ଟାଉନ୍…

ଚାଲିଛି କି ବଡ଼ ଷଡ଼ଯନ୍ତ୍ର! LoC ରେ ଧରାପଡିଲା ମହିଳା ଅନୁପ୍ରବେଶକାରୀ, କରିବ ପାକିସ୍ତାନର ପର୍ଦ୍ଦାଫାସ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା (LoC) ନିକଟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ଭାରତୀୟ ସେନା ଅଟକ ରଖିଛି। ଏହି ଘଟଣା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି। ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)ର…

Google launches Credit Card with Axis Bank: ଗୁଗୁଲ୍ ଲଞ୍ଚ କଲା UPI ଆଧାରିତ ଡିଜିଟାଲ କ୍ରେଡିଟ୍‌ କାର୍ଡ

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟକୁ ଆହୁରି ସହଜ କରିବା ପାଇଁ Google ଏକ ବଡ଼ ପଦକ୍ଷେପ ନେଇଛି । Google Pay ଏବଂ Axis Bank ଏକ ନୂତନ UPI-ଚାଳିତ ସହ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ଲଞ୍ଚ କରିବା ପାଇଁ ସହଭାଗୀ ହୋଇଛନ୍ତି ଯାହାକୁ ଗୁଗୁଲ ପେ ଫ୍ଲେକ୍ସ ଆକ୍ସିସ ବ୍ୟାଙ୍କ କ୍ରେଡିଟ୍