Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦିଗପହଣ୍ଡି ମର୍ମନ୍ତୁଦ ଦୁର୍ଘଟଣା, ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଜରଡାରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହି ଦୁଇ ମୃତକଙ୍କ ପରିବାରକୁ…

Cross border Drug Racket: ମିଆଁମାର ସୀମାରେ NCBକୁ ବଡ ସଫଳତା; ସାବୁନ ଖୋଳରୁ ମିଳିଲା ୧୫ କୋଟି ମୂଲ୍ୟର ହେରୋଇନ୍

ନୂଆଦିଲ୍ଲୀ: ମିଆଁମାରରୁ ଭାରତକୁ ନିଶା ଚାଲାଣ ବିରୋଧରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଏକ ବଡ଼ ସଫଳତା ହାସଲ କରିଛି। NCB ଇମ୍ଫାଲ ଜୋନାଲ ୟୁନିଟ୍ ଭାରତ-ମିଆଁମାର ସୀମା ନିକଟରେ ୭.୩୧୨କିଲୋଗ୍ରାମ ହାଇ-ଗ୍ରେଡ୍ ହେରୋଇନ୍ ଜବତ କରିଛି । ଆନ୍ତର୍ଜାତୀୟ ଅବୈଧ ବଜାରରେ ଏହାର ମୂଲ୍ୟ…

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନିୟମରେ ବଡ ପରିବର୍ତ୍ତନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ରେ ବଡ ପରିବର୍ତ୍ତନ କଲେ ରାଜ୍ୟ ସରକାର । ଏଥିରେ ଗ୍ରାମସଭାର ଭାଗୀଦାରି ବୃଦ୍ଧି କରାଯାଇଛି । ଏହି ଯୋଜନାରେ ନିର୍ମାଣ ହେଉଥିବା ପ୍ରକଳ୍ପରେ କୌଣସି ପ୍ରକାର କ୍ଷତିର ଭରଣା ସମ୍ପୃକ୍ତ ସଂସ୍ଥା କରିବ । ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ…

ପୁଅକୁ ହରାଇବା ଦୁଃଖରେ ବେଦାନ୍ତ ପ୍ରତିଷ୍ଠାତା ଦାନ କରିଦେଲେ ୭୫ % ସମ୍ପତ୍ତି

ନୂଆଦିଲ୍ଲୀ‌: ପୁଅକୁ ହରାଇବା ଦୁଃଖରେ ବେଦାନ୍ତ ପ୍ରତିଷ୍ଠାତା ଅନିଲ ଅଗ୍ରୱାଲ ବାଣ୍ଟିଦେଲେ ନିଜ ଅର୍ଜିତ ୭୫ ଭାଗ ସମ୍ପତ୍ତି। ବେଦାନ୍ତ ଗ୍ରୁପ୍ ପ୍ରତିଷ୍ଠାତା ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶ ଅଗ୍ରୱାଲଙ୍କର ଆମେରିକାରେ ହଠାତ୍ ପରଲୋକ ହୋଇଯାଇଛି। ପୁଅର ମୃତ୍ୟୁରେ ଶିଳ୍ପପତି ଅନିଲ ଅଗ୍ରୱାଲ…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଉସମାନ ଖୱାଜା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଉସମାନ ଖୱାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଖୱାଜା ସିଡନି କ୍ରିକେଟ୍ ଗ୍ରାଉଣ୍ଡରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ୩୯ ବର୍ଷୀୟ ଖୱାଜା ପାକିସ୍ତାନରେ…

Iran Anti-Khamenei Protests: ବଢୁଛି ଇରାନରେ ଉତ୍ତେଜନା, ଘିଅ ଢାଳୁଛନ୍ତି ରାଷ୍ଟ୍ରପତି ଟ୍ରମ୍ପ, ଧନ୍ୟବାଦ୍ ଜଣାଇଲେ…

ନୂଆଦିଲ୍ଲୀ: ଇରାନରେ ଖାମେନେଇ ଶାସନ ବିରୁଦ୍ଧରେ ପ୍ରତିବାଦ ତୀବ୍ର ହୋଇଛି। ଇରାନର ନିର୍ବାସିତ ଯୁବରାଜ ରେଜା ପହଲଭିଙ୍କ ଆବେଦନ ପରେ, ହଜାର ହଜାର ଲୋକ ପ୍ରତିବାଦ ପାଇଁ ଘରୁ ବାହାରି ଆସିଛନ୍ତି। ତେହେରାନ ସମେତ ଅନେକ ସହରରେ ଗୁଳି ଚାଳନା ଶବ୍ଦ ଶୁଣାଯାଇଛି। ପ୍ରତିବାଦ ସମୟରେ ପୋଡ଼ାଜଳା ମଧ୍ୟ…

ଗିରଫ ହେବେ କି ମମତା? ସରକାରୀ କାମରେ ବାଧା ଦେବା ସହ ପ୍ରମାଣ ନଷ୍ଟ କରିବା ନେଇ ରହିଛି ଅଭିଯୋଗ

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗିରଫ କରାଯିବ କି? କୋଲକତା ହାଇକୋର୍ଟରେ ଶୁଣାଣି ପରେ ଏହି ନିଷ୍ପତ୍ତି ନିଆଯିବ । କେନ୍ଦ୍ରୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମମତା ବାନାର୍ଜୀଙ୍କ ବିରୋଧରେ ଏକ ଆବେଦନ ଦାଖଲ କରିଛି । ତାଙ୍କ ବିରୁଦ୍ଧରେ ସରକାରୀ କାର୍ଯ୍ୟ ଏବଂ…

ଗଞ୍ଜାମ ପରେ ଏବେ ଏହି ଜିଲ୍ଲାରେ ଏକ ମାସ ଧରି ସକାଳୁଆ ସ୍କୁଲ ବନ୍ଦ…

ଭୁବନେଶ୍ୱର: ଜାଡରେ ଥରୁଛି ସମଗ୍ର ରାଜ୍ୟ । ଶୀତ ସାଙ୍ଗକୁ କୁହୁଡିରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନ ଜୀବନ । ସକାଳ ୧୦ ପର୍ଯ୍ୟନ୍ତ ବି ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଭଦ୍ରକ ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲରେ ଶନିବାର ସକାଳ ଶ୍ରେଣୀ ପରିବର୍ତ୍ତେ ଦିନ…

IPAC ED Raid: ଦିଲ୍ଲୀରେ ପହଞ୍ଚିଲା କୋଲକାତା ହାଇଡ୍ରାମା ଗୃହ ମନ୍ତ୍ରଣାଳୟ ବାହାରେ ଟିଏମସି ସାଂସଦଙ୍କ ପ୍ରତିବାଦ,…

ନୂଆଦିଲ୍ଲୀ: ଗୁରୁବାର କୋଲକାତାର ଅନେକ ସ୍ଥାନରେ ଇଡି ଚଢାଉ କରିଛି। ଏହି ଚଢାଉ ମଧ୍ୟରୁ ଦୁଇଟି ଟିଏମସିର ନିର୍ବାଚନ ପରିଚାଳନା ପାଇଁ ଦାୟୀ ଆଇପିଏସି କମ୍ପାନୀ ବିରୁଦ୍ଧରେ ଥିଲା। ଏହି ଚଢାଉ ଏବେ ରାଜନୈତିକ ଉଷ୍ମତା ବଢ଼ାଇ ଦେଇଛି। ଶୁକ୍ରବାର ଦିନ, ତୃଣମୂଳ କଂଗ୍ରେସର ଆଠ ଜଣ ସାଂସଦ ଦିଲ୍ଲୀରେ…