Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜାତୀୟ ରାଜପଥରେ ସିରିଜ୍‌ ଦୁର୍ଘଟଣା;୨ ମୃତ, ୮ରୁ ଅଧିକ ଗୁରୁତର

ଚମାଖଣ୍ଡି:ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକ ନିକଟ ଜାତୀୟ ରାଜପଥରେ ସିରିଜ୍‌ ଦୁର୍ଘଟଣା । ଭୟାବହ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ରୁ ୮ ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ଧାର କରି ବ୍ରହ୍ମପୁରସ୍ଥିତ ଏମ୍‌କେସିଜି…

ଦଶହରାରେ ଏହି ଡମ୍ପିଂ ୟାର୍ଡକୁ ଅଳିଆ ଗାଡ଼ି ବନ୍ଦ ଦାବି, ନଚେତ୍ ଅନଶନ…

ଭୁବନେଶ୍ୱର:ଗାଡ଼କଣ ଅଳିଆଗଦାରେ ପୂଜା ସମୟରେ ଅଳିଆ ଜମା ନକରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଦାବି ପୂରଣ ନହେଲେ ଅନଶନ ଚେତାବନୀ ଦେଇଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବଙ୍କୁ ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ, ସୈନିକ ସ୍କୁଲ ନିକଟରୁ…

ସରକାରୀ କାମ ପାଇଁ ଇଭି ଭଡ଼ାରେ ନେବା ନିୟମ କୋହଳ, ନେଇହେବ ପେଟ୍ରୋଲ-ଡିଜେଲ ଗାଡ଼ି

ଭୁବନେଶ୍ୱର: ଇଭି ଟେଣ୍ଡର ଫେଲ୍ ହେଲେ ଭଡ଼ାରେ ନେଇହେବ ପେଟ୍ରୋଲ-ଡିଜେଲ ଗାଡ଼ି । ସରକାରୀ କାମ ପାଇଁ ଇଲେକ୍ଟ୍ରିକ୍ ଗାଡ଼ି ଭଡ଼ାରେ ନେବା ନିୟମରେ କୋହଳ କରିଛନ୍ତି ରାଜ୍ୟ ସରକାର। ଇଭି ଭଡ଼ା ପାଇଁ ଟେଣ୍ଡର ଡାକିବା ପରେ ଯଦି କୌଣସି ଉପଯୁକ୍ତ ବିଡ୍ ନ ମିଳେ, ତେବେ ପେଟ୍ରୋଲ କିମ୍ବା ଡିଜେଲ…

କଳିଙ୍ଗନଗରରେ ଆରମ୍ଭ ହେଲା ଶିଳ୍ପାୟନର ‘ସ୍ୱର୍ଣ୍ଣିମ ଅଧ୍ୟାୟ’

ଭୁବନେଶ୍ୱର:ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟା ଆହୁରି ଗତିଶୀଳ କରି ଆଜି ଯାଜପୁର ଜିଲ୍ଲା କଳିଙ୍ଗନଗର ଠାରେ ଏକ ବୃହତ ଶିଳ୍ପ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ୧୪ଟି ଜିଲ୍ଲାରେ ୩୯,୩୮୩ କୋଟି ଟଙ୍କାର ପୁଞ୍ଜି ନିବେଶରେ ୪୬ଟି…

ପାକିସ୍ତାନୀ ପାଇଲଟଙ୍କ ପାଇଁ ବନ୍ଦ ହେଲା ଇସ୍ରାଏଲ୍‌ ଆକାଶ: ଏୟାର ଫ୍ରାନ୍ସର ବଡ଼ ପଦକ୍ଷେପ

ଫ୍ରାନ୍ସ: ଇସ୍ରାଏଲ୍‌ ସରକାରଙ୍କ ବିମାନ ଚଳାଚଳ ଏବଂ ନିରାପତ୍ତା ନିୟମକୁ କାର୍ଯ୍ୟକାରୀ କରି ପ୍ରସିଦ୍ଧ ବିମାନ ସଂସ୍ଥା 'ଏୟାର ଫ୍ରାନ୍ସ' ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସଂସ୍ଥା ପକ୍ଷରୁ ଇସ୍ରାଏଲ୍‌କୁ ଯାତ୍ରା କରୁଥିବା ଏବଂ ସେଠାରୁ ଆସୁଥିବା ବିମାନଗୁଡ଼ିକରେ ପାକିସ୍ତାନୀ ପାଇଲଟ୍‌ ଏବଂ…

Hasina blasts PM Tarique Rahman:”ଆପଣଙ୍କ ପିତା ଭାରତ ଆସିଥିଲେ; ଆପଣ କାହିଁକି ନୁହେଁ?” ତାରିକ୍…

ନୂଆଦିଲ୍ଲୀ:ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ଭାରତ ଗସ୍ତ ପ୍ରସଙ୍ଗରେ ତାରିକ୍ ରହମାନଙ୍କୁ ଟାର୍ଗେଟ୍ କରିଛନ୍ତି। ଭାରତରେ ଅନୁଷ୍ଠିତ ଆଞ୍ଚଳିକ ବୈଠକଗୁଡ଼ିକରେ ବାଂଲାଦେଶର ଅଂଶଗ୍ରହଣ ନ କରିବା ନେଇ ପ୍ରଶ୍ନ ଉଠାଇ ସେ ତାରିକ୍ ରହମାନଙ୍କ ଏହି ନିଷ୍ପତ୍ତିକୁ ଅପରିପକ୍ୱ ଏବଂ…

ରେଳ କର୍ମଚାରୀଙ୍କୁ ପୂଜା ଭେଟି ଦେଲେ ସରକାର, ମିଳିବ ୭୮ ଦିନର ବୋନସ

ନୂଆଦିଲ୍ଲୀ: ପାର୍ବଣ ଋତୁରେ ଯଦି ଦରମା ସହିତ ଏକକାଳୀନ ବୋନସ୍ ମଧ୍ୟ ମିଳେ ତେବେ ପର୍ବର ଆନନ୍ଦ ଦ୍ୱିଗୁଣିତ ହୋଇଯାଏ। ଲକ୍ଷ ଲକ୍ଷ ରେଳ କର୍ମଚାରୀଙ୍କ ଏହି ଅପେକ୍ଷା ଏବେ ଶେଷ ହୋଇଛି। କେନ୍ଦ୍ର କ୍ୟାବିନେଟ୍ ପାର୍ବଣ ଋତୁ ପୂର୍ବରୁ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ…

Hero Asian Champions Trophy: ପଂଜାବର ହକି ଐତିହ୍ୟ ପ୍ରଦର୍ଶନର ସ୍ୱତନ୍ତ୍ର ଅବସର

ନୂଆଦିଲ୍ଲୀ: ୨୦୨୩ ଚେନ୍ନାଇ ପରେ ଦ୍ୱିତୀୟ ଥର ପାଇଁ ପୁରୁଷ ବର୍ଗର ହିରୋ ଏସିଆନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ଯାଉଛି ଭାରତ । ଏହି ଟୁର୍ଣ୍ଣାମେଂଟ୍ ମାଧ୍ୟମରେ ପଂଜାବକୁ ଅନ୍ତର୍ଜାତୀୟ ହକିର ପ୍ରତ୍ତ୍ୟାବର୍ତ୍ତନ ଘଟିବ । ପଂଜାବ ଅନେକ ଧୁରନ୍ଦର ହକି ଖେଳାଳି ଦେଶକୁ ଦେଇଥିବା ନଜିର…

ଯାଜପୁରରେ ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ, ସୃଷ୍ଟି ହେବ ୪୨୫୦୦ ନିଯୁକ୍ତି ସୁଯୋଗ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲାର କଳିଙ୍ଗନଗର ଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଲୋକାର୍ପଣ କରିବା ସହ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିଛନ୍ତି।କାର୍ଯ୍ୟକ୍ରମ ମୋଟ ୩୯,୩୮୩ କୋଟି ଟଙ୍କାର ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ।…

India’s Data Security: ଭାରତର ଡିଫେନ୍ସ ଡାଟା ଚୋରି କରିପାରିବେନି ଶତ୍ରୁ! ଚାନ୍ଦିପୁରରେ DRDOର କ୍ୱାଣ୍ଟମ୍…

ଚାନ୍ଦିପୁର: ଶତ୍ରୁ ଯଦି ଭାରତର ଅସ୍ତ୍ରଶସ୍ତ୍ର ପରୀକ୍ଷାର ଗୁପ୍ତ ତଥ୍ୟ ଜାଣିବାକୁ ଚେଷ୍ଟା କରେ, ତେବେ କ’ଣ ହେବ? ଗୁପ୍ତ ତଥ୍ୟ ଚୋରି କରିବାକୁ ଉଦ୍ୟମ କଲେ ଧରାପଡ଼ିପାରିବ ଅନୁପ୍ରବେଶକାରୀ! ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏଭଳି ଏକ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥାର ପରୀକ୍ଷଣ ସଫଳ ହୋଇଛି।…