Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Odisha Student Elections: ଶାନ୍ତି ଶୃଙ୍ଖଳାରେ ଭୋଟ୍ ଦେବାକୁ ଛାତ୍ରଛାତ୍ରୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଏହି ଛାତ୍ର ନିର୍ବାଚନ ଅନଷ୍ଠିତ ହେଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ କ୍ୟାମ୍ପସ ନିର୍ବାଚନ ଗଣତନ୍ତ୍ରର ମୂଳ…

ମୁମ୍ବାଇ ପୋଲିସର କଡା ତାଗିଦ୍‌, ଅକ୍ଟୋବର ୨୮ସୁଦ୍ଧା ଦେଶ ଛାଡ ଇମ୍ରାନ୍

ମୁମ୍ବାଇ: ବଢିଲା ବଲିଉଡ ଅଭିନେତା ଇମ୍ରାନ୍ ଖାନ୍‌ଙ୍କ ଅଡୁଆ । ଦେଶ ଛାଡିବାକୁ ଇମ୍ରାନଙ୍କୁ ନିର୍ଦ୍ଦେଶ । ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ କଡା ନିର୍ଦ୍ଦେଶ ଦେଇଛି ମୁମ୍ବାଇ ପୋଲିସ । ଗତ ୧୦ ତାରିଖରେ ସେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା…

ଅକ୍ଟୋବର ୧୬ରେ ଏହି ସ୍ଥାନରେ ଏକାଠି ହେବେ କକ୍ରୋଚ, ତ୍ରିରଙ୍ଗା ଉଡ଼ାଇବାକୁ ଆହ୍ୱାନ…

ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଦିଲ୍ଲୀରେ ପହଞ୍ଚି ପ୍ରତିବାଦ ପାଇଁ ଏକ ନୂଆ ତାରିଖ ଘୋଷଣା କରିଛନ୍ତି। ଏକ ପୋଷ୍ଟରେ ସେ "ତ୍ରିରଙ୍ଗା ଉଠାନ୍ତୁ" ସ୍ଲୋଗାନ ଦେଇ ଲୋକଙ୍କୁ ଏଥିରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି। ଅଭିଜିତ୍ ତାଙ୍କ ପୋଷ୍ଟରେ ଲେଖିଥିଲେ,…

ଜର୍ମାନୀରେ ଭୟାବହ ଅଗ୍ନିକାଣ୍ଡ : ୩ ଭାରତୀୟଙ୍କ ମୃତ୍ୟୁ

ବୋଚୁମ୍: ଜର୍ମାନୀର ବୋଚୁମ୍ ସହରରେ ଏକ ଆବାସିକ କୋଠାରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ତିନିଜଣ ଭାରତୀୟ ନାଗରିକଙ୍କ ପ୍ରାଣହାନି ଘଟିଛି। ମୃତକମାନଙ୍କ ମଧ୍ୟରେ ୨୫ ଏବଂ ୨୭ ବର୍ଷ ବୟସ୍କା ଦୁଇ ଯୁବତୀ ଏବଂ ୨୬ ବର୍ଷ ବୟସ୍କ ଜଣେ ଯୁବକ ରହିଛନ୍ତି। କୋଠାର ଦ୍ୱିତୀୟ ମହଲାରେ ଥିବା ଏକ…

ଆଜି ଛାତ୍ର ସଂସଦ ନିର୍ବାଚନ; ୬,୮୯୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା…

ଭୁବନେଶ୍ୱର: ଓଡ଼ିଶାର ୩୫୯ଟି ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆଜି ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥିମଧ୍ୟରେ ୩୪୬ଟି କଲେଜ ଏବଂ ୧୩ଟି ବିଶ୍ୱବିଦ୍ୟାଳୟ ଅନ୍ତର୍ଭୁକ୍ତ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳୁ ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ସବୁ ଟ୍ରେନ୍ ଟିକେଟରେ ବୀମା ଜରୁରୀ; ୨୭ରୁ ନିୟମ ଲାଗୁ ନେଇ ନିର୍ଦ୍ଦେଶ…

ନୂଆଦିଲ୍ଲୀ: ଅନଲାଇନରେ ଟିକେଟ୍ କିଣୁଥିବା ଯାତ୍ରୀମାନଙ୍କ ପରି ରେଳ ସଂରକ୍ଷଣ କାଉଣ୍ଟରରୁ ଟିକେଟ୍ କିଣୁଥିବା ଯାତ୍ରୀମାନଙ୍କୁ ବୀମା କଭରେଜ୍ ପ୍ରଦାନ କରିବାର ପଥ ପରିଷ୍କାର ହୋଇଛି। ସୁପ୍ରିମକୋର୍ଟ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ୨୭ ଅକ୍ଟୋବର, ୨୦୨୬ ଠାରୁ, ସମସ୍ତ ରେଳ ଷ୍ଟେସନର…

‘ମାଛି ଜନତା ପାର୍ଟି’ର ଆବିର୍ଭାବ: CJP ସହିତ ବୁଝାମଣା ପାଇଁ ଆଲୋଚନା

ମୁମ୍ବାଇ: ଭାରତୀୟ ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଙ୍କ ଏକ ମନ୍ତବ୍ୟକୁ ନେଇ ସୋସିଆଲ ମିଡ଼ିଆରେ ଏକ ନୂତନ ଏବଂ ରୋଚକ ବ୍ୟଙ୍ଗାତ୍ମକ ରାଜନୈତିକ ଗୋଷ୍ଠୀ ସୃଷ୍ଟି ହୋଇଛି, ଯାହାର ନାମ ରଖାଯାଇଛି ‘ମାଛି ଜନତା ପାର୍ଟି’। କିଛିଦିନ ପୂର୍ବେ ଏକ ମାମଲାର ଶୁଣାଣି ସମୟରେ CJI କହିଥିଲେ ଯେ,…

Mohan Majhi Targets BJD:ଶିଳ୍ପାୟନ ଓ ନିଯୁକ୍ତି ନେଇ ତେଜିଲା ରାଜନୀତି; ମୁହାଁମୁହିଁ ନବୀନ-ମୋହନ

ଭୁବନେଶ୍ବର: ଶିଳ୍ପାୟନକୁ ନେଇ ଜୋର୍ ଧରିଛି ରାଜନୈତିକ ବୟାନବାଜି।  ନବୀନ ପଟ୍ଟନାୟକ ଓ ମୋହନ ମାଝୀ ମୁହାଁମୁହିଁ ହୋଇଛନ୍ତି ।  ସୂଚନାଥାଉକି, ଭୁବନେଶ୍ୱରରେ ବିଜେଡିର ଜନସଂପର୍କ ପଦଯାତ୍ରାରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି, ବିଜେଡି ସରକାର…

ଓପିଏସ କଲେଜକୁ ସାଇନ ଏ ଡାଏ ଘୋଷଣା;ଛାତ୍ର ସଂସଦ ନିର୍ବାଚନ ହେଲା ବାତିଲ

ଓଡାପଡା: ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବା ବେଳେ ଆଜି ରାଜ୍ୟର ବିଭିନ୍ନ କଲେଜରେ "ହ୍ଵାଏ ଆଇ ଷ୍ଟାଣ୍ଡସ୍ ଫର" ମିଟିଂରେ ପ୍ରାର୍ଥୀ ମାନେ ଭାଷଣ ବାଜି କରିଛନ୍ତି । ମାତ୍ର ଓପିଏସ କଲେଜକୁ ସାଇନ -ଏ -ଡାଏ ଘୋଷଣା । ଢେଙ୍କାନାଳ ଓଡ଼ାପଡ଼ା ସ୍ଥିତ ଓପିଏସ୍ କଲେଜରେ ଉତ୍ତେଜନା…

ଜାତୀୟ ରାଜପଥରେ ସିରିଜ୍‌ ଦୁର୍ଘଟଣା;୨ ମୃତ, ୮ରୁ ଅଧିକ ଗୁରୁତର

ଚମାଖଣ୍ଡି:ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକ ନିକଟ ଜାତୀୟ ରାଜପଥରେ ସିରିଜ୍‌ ଦୁର୍ଘଟଣା । ଭୟାବହ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ରୁ ୮ ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ଧାର କରି ବ୍ରହ୍ମପୁରସ୍ଥିତ ଏମ୍‌କେସିଜି…