Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିମାନବନ୍ଦରରେ ଗୁଣ୍ଡାଗର୍ଦ୍ଦି, ପାଇଲଟଙ୍କ ମାଡରେ ଯାତ୍ରୀ ଗୁରୁତର

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ପାଇଲଟଙ୍କ ଗୁଣ୍ଡାଗର୍ଦ୍ଦି। ପାଇଲଟ ଜଣେ ଯାତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିମାନବନ୍ଦରର ଟର୍ମିନାଲ ୧ ରେ ଅଙ୍କିତ ଦିୱାନ ନାମକ ଜଣେ ଯାତ୍ରୀ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଅଙ୍କିତ ଦିୱାନଙ୍କ…

Ganza Seized: ୨୬ କେଜି ଗଞ୍ଜେଇ ଜବତ, ୨ ମାଫିଆ ଗିରଫ

ଗଜପତି: ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଜଣ ଆନ୍ତରାଜ୍ୟ ମାଫିଆକୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨୬ କିଲୋ ଗଞ୍ଜେଇ ଜବତ କରାଯାଇଛି । ଗଜପତିଜିଲ୍ଲା ଅଡବା ଥାନା ନଳାଘାଟ ଗାଁ ନିକଟରେ ଏକ କାରରେ ଏହି ଚୋରାଚାଲାଣ ହେଉଥିବାବେଳେ, ୨ ଜଣ ଆନ୍ତରାଜ୍ୟ ମାଫିଆକୁ ଧରିବାରେ ସଫଳ ହୋଇଛି ଗଜପତି…

ଦୁଷ୍କର୍ମ ପୀଡିତା ହେଲେ ଗର୍ଭବତୀ, ବନ୍ଧା ହେଲା ଅଭିଯୁକ୍ତ

ସୁନ୍ଦରଗଡ଼: ବୀରମିତ୍ରପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଏଠାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ପାଞ୍ଚମାସର ଗର୍ଭବତୀ ହେବା ପରେ ଘଟଣା ପଦାକୁ ଆସିଲା। ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତକୁ ବୀରମିତ୍ରପୁର ପୋଲିସ ଗିରଫ କରି ସୁନ୍ଦରଗଡ଼ ପୋକ୍ସୋ କୋର୍ଟଚାଲାଣ…

ବାଂଲାଦେଶରେ ବଢୁଛି ହିନ୍ଦୁଙ୍କ ପ୍ରତି ‌ଅତ୍ୟାଚାର: ଭାରତ ସରକାରଙ୍କୁ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କଲେ…

ନୂଆଦିଲ୍ଲୀ: ବାଂଲାଦେଶର ପରିସ୍ଥିତି ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହୋଇପଡିଛି। ନିର୍ବାଚନ ପୂର୍ବରୁ ଅନେକ ସହର ଜଳୁଛି ଏବଂ ହିଂସା ଦେଖାଯାଉଛି। ରାଜନୈତିକ କର୍ମୀ ଉସମାନ ହାଦିଙ୍କ ହତ୍ୟା ପରେ ପରିସ୍ଥିତି ଆହୁରି ଖରାପ ହୋଇଛି। ଏହି ସମୟରେ, ଈଶ୍ୱନିନ୍ଦା ଅଭିଯୋଗରେ ବାଂଲାଦେଶରେ ଜଣେ ହିନ୍ଦୁ…

ଟ୍ରେନ୍ ଧକ୍କାରେ ୮ ହାତୀ ମୃତ; ରାଜଧାନୀ ଏକ୍ସପ୍ରେସର ୫ ବଗି ଲାଇନଚ୍ୟୁତ

ଗୌହାଟି: ଆସାମର ନାଗାଓଁ ଜିଲ୍ଲାରେ ଶନିବାର ଭୋର ସମୟରେ ହାତୀ ପଲଙ୍କ ସହ ରାଜଧାନୀ ଏକ୍ସପ୍ରେସ ଧକ୍କା ହେବାରୁ ୫ ବଗି ଲାଇନଚ୍ୟୁତ ହୋଇଛି। ଏଥିସହିତ ଅତି କମରେ ୮ ହାତୀଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି। ତେବେ…

ଏଣିକି ଜେଲ୍ ପାଚେରି ଡେଇଁଲେ ବାଜିବ ସାଇରନ୍, କଏଦୀଙ୍କୁ ଜଗିବ ଏଆଇ

ଭୁବନେଶ୍ଵର: ଏଣିକି ପାଚେରି ଡେଇଁ ଚମ୍ପଟ ମାରି ପାରିବେନି ଜେଲ୍ ଅନ୍ତେବାସୀ। ଏପରି କଲେ ବାଜି ଉଠିବ ସାଇରନ୍। ଫଟୋ ଉଠାଇ ପଠାଇଦେବ ଏଆଇ କ୍ୟାମେରା। କଡ଼ାକଡ଼ି ହେଲା ଜେଲ୍ ନିୟମ। କଏଦୀ ଚମ୍ପଟ ଘଟଣାରେ ଲାଗିବ ଅଙ୍କୁଶ। ପାଚେରି ପଟ ଦେଇ ଜେଲ ଭିତରକୁ ହୋଇପାରିବନି ଜିନିଷ ଦିଆନିଆ। ସେଲ୍ ଭିତରେ…

ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ ଘରେ ଭିଜିଲାନ୍ସ, ୪ ସ୍ଥାନରେ ଚାଲିଛି ରେଡ୍…

ଜଗତସିଂହପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଓଡ଼ିଶା ଭିଜିଲାନ୍ସ ଫରେଷ୍ଟ ରେଞ୍ଜ ଅଧିକାରୀ ରାଜେନ୍ଦ୍ର ସାମନ୍ତରାୟଙ୍କ ସହ ଜଡିତ ଚାରିଟି ସ୍ଥାନରେ ଚଢାଉ କରିଛନ୍ତି। ରାଜେନ୍ଦ୍ର ସାମନ୍ତରାୟ ଜଗତସିଂପୁର ଜିଲ୍ଲାର ରାହାମା ଫରେଷ୍ଟ ରେଞ୍ଜରେ କାର୍ଯ୍ୟରତ। ତାଙ୍କ ଜ୍ଞାତ…

Karnataka Power Tussle: ପୁଣି କ୍ଷମତା ସଂଘର୍ଷ: ମୁଖ୍ୟମନ୍ତ୍ରୀ କହିଲେ, ଅଢ଼େଇ ବର୍ଷ ପାଇଁ ହୋଇନି କୌଣସି ଆପୋଷ…

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଏକ ବୟାନ କର୍ଣ୍ଣାଟକରେ ପୁଣି ଥରେ ରାଜନୈତିକ ଉତ୍ତେଜନା ସୃଷ୍ଟି କରିଛି। ଲାଗୁଛି କ୍ଷମତା ସଂଘର୍ଷର ହୋଇନି ଅନ୍ତ! ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବା ସମ୍ପର୍କରେ ସାମ୍ପ୍ରତିକ କଳ୍ପନାଜଳ୍ପନାକୁ ଖାରଜ କରିଛନ୍ତି। ସେ ସ୍ପଷ୍ଟ ଭାବରେ…

ଯୁଦ୍ଧ ନୁହେଁ ପ୍ରତିଶୋଧ; ସିରିଆରେ ଆମେରିକାର ଏୟାର ଷ୍ଟ୍ରାଇକ

ନୂଆଦିଲ୍ଲୀ: ଇସଲାମିକ୍ ଷ୍ଟେଟ୍ (IS) ବିରୁଦ୍ଧରେ ଆମେରିକା ସିରିଆରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛି। ଆମେରିକୀୟ ସୈନିକ ଏବଂ ଜଣେ ଆମେରିକୀୟ ଅନୁବାଦକଙ୍କ ମୃତ୍ୟୁ ପରେ ଟ୍ରମ୍ପ ପ୍ରଶାସନ ଶୁକ୍ରବାର ସିରିଆରେ IS ଆଡ୍ଡା ଉପରେ ଘନ ଘନ ବିମାନ ଆକ୍ରମଣ କରି ପ୍ରତିଶୋଧ ନେଇଛି।…

ଘନ କୁହୁଡ଼ି ପାଇଁ ବିମାନବନ୍ଦର ପକ୍ଷରୁ ଆଡଭାଇଜରି ଜାରି

ନୂଆଦିଲ୍ଲୀ: ଇଣ୍ଡିଗୋ ଏବଂ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଶନିବାର ସକାଳେ ଯାତ୍ରୀମାନଙ୍କ ପାଇଁ ଏକ ଯାତ୍ରା ପରାମର୍ଶ ଜାରି କରିଛି। ବିମାନବନ୍ଦର ସୂଚନା ଅନୁଯାୟୀ, ଘନ କୁହୁଡ଼ି ଯୋଗୁଁ ବିମାନ ସେବା ପ୍ରଭାବିତ ହୋଇପାରେ। ଇଣ୍ଡିଗୋ କହିଛି, "ରାଞ୍ଚି, ଜମ୍ମୁ ଏବଂ…