Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟରେ ଗୋଶାଳା ନିର୍ମାଣ ପାଇଁ ଜମି ଯୋଗାଇଦେବ ରାଜସ୍ୱ ବିଭାଗ

ଭୁବନେଶ୍ୱର:ତିନିଦିନିଆ ମତ୍ସ୍ୟ-ପ୍ରାଣୀ ସମାବେଶ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଦୁଗ୍‌ଧ ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ଆମ ସରକାର ଆସିବା ମାତ୍ରେ ପ୍ରଥମ ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଆମ ରାଜ୍ୟ ପାଇଁ ଏକ ଐତିହାସିକ ଯୋଜନା…

Davos 2026: IMFର AI ରାଙ୍କିଂ ଉପରେ ବର୍ଷିଲେ ଅଶ୍ୱିନୀ ବୈଷ୍ଣବ; କହିଲେ-ଭାରତ AI ଶକ୍ତିର ପ୍ରଥମ ଶ୍ରେଣୀର…

ନୂଆଦିଲ୍ଲୀ:କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ IMF ମୁଖ୍ୟଙ୍କ ଭାରତକୁ "ଦ୍ୱିତୀୟ ସ୍ତରୀୟ" AI ଶକ୍ତି ବୋଲି କହିବା ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF-2026)ରେ IMF ନେତୃତ୍ୱଙ୍କ ଦ୍ୱାରା…

ଦୁବାଇ-ଭୁବନେଶ୍ୱର ସିଧାସଳଖ ବିମାନ ସେବା ବନ୍ଦ କରିବା ଅଯୋଗ୍ୟତାର ସଙ୍କେତ: ବିଜେଡି

ଭୁବନେଶ୍ୱର: ବିଜେଡି ସରକାର ୧୫ ମେ ୨୦୨୩ରେ ଦୁବାଇ-ଭୁବନେଶ୍ୱର ସିଧାସଳଖ ବିମାନ ସେବା ଆରମ୍ଭ କରିଥିଲେ । ୟୁଏଇରେ ଥିବା ୪୦,୦୦୦ରୁ ଅଧିକ ଓଡ଼ିଆଙ୍କ ପାଇଁ ସପ୍ତାହରେ ତିନିଥର ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପର୍ଯ୍ୟଟନ, ବାଣିଜ୍ୟ ଏବଂ ସଂଯୋଗକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ବିଜେପି…

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ…

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ମୁହଁ ଖୋଲିଛନ୍ତି। ସେ ବିଧାୟକଙ୍କ ନିଲମ୍ବନକୁ ସମର୍ଥନ କରି କହିଛନ୍ତି ଯେ ବିଜେଡି ତାଙ୍କୁ ପାଟକୁରା…

ବାଂଲାଦେଶକୁ ଆଇସିସିର ୨୪ ଘଣ୍ଟିଆ ଡେଡ୍‌ଲାଇନ୍‌

ନୂଆଦିଲ୍ଲୀ: ବାଂଲାଦେଶକୁ ଆଇସିସିର ୨୪ ଘଣ୍ଟିଆ ଡେଡ୍‌ଲାଇନ୍‌। ଆସନ୍ତା T-20 ବିଶ୍ବକପ୍‌ରେ ଭାଗ ନେବା ନେଇ ଡେଡ୍‌ଲାଇନ୍‌ ଦେଇଛି କ୍ରିକେଟ ପରିଷଦ। ଭାରତରୁ ମ୍ୟାଚ୍‌ ସ୍ଥାନାନ୍ତର ନେଇ ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏପରିକି ୨୪ ଘଣ୍ଟାରେ ନ ଜଣାଇଲେ ବାଂଲାଦେଶ ସ୍ଥାନରେ…

IPLରେ AI ଏଣ୍ଟ୍ରି; ଜେମିନି ସହ ହାତ ମିଶାଇଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ନୂଆ ପ୍ରାୟୋଜକ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)। ଆଇପିଏଲ ୨୦୨୬ ପୂର୍ବରୁ ବିସିସିଆଇ Google ର AI ପ୍ଲାଟଫର୍ମ, Gemini ସହିତ ଏକ ବଡ଼ ଚୁକ୍ତି ସ୍ୱାକ୍ଷର କରିଛି। ଆଗାମୀ ତିନି ବର୍ଷ ପାଇଁ ପ୍ରାୟୋଜକ ଭାବେ…

Road accident: ଖାଇକୁ ଖସିଲା ଜିପ୍;୩ମୃତ, ୧୭ ଆହତ

ରାଜସ୍ଥାନ:ରାଜସ୍ଥାନ ଜିଲ୍ଲାର କୋଟରା ଥାନା ଅଞ୍ଚଳରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଜିପ୍ ହଠାତ୍ ନିୟନ୍ତ୍ରଣ ବାହାରକୁ ଯାଇ ଗଭୀର ଖାଇକୁ ଖସି ପଡିଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ…

india post: ପୋଷ୍ଟ ଅଫିସ୍ ଏଫଡି ଯୋଜନାରେ ₹୧ ଲକ୍ଷ ଜମା କଲେ ମିଳିବ ଏତିକି ରିଟର୍ଣ୍ଣ

ଭୁବନେଶ୍ବର: ଭାରତୀୟ ଡାକ ବିଭାଗ କେବଳ ଡାକ ସେବା ନୁହେଁ ବରଂ ବିଭିନ୍ନ ପ୍ରକାରର ବ୍ୟାଙ୍କିଙ୍ଗ ସେବା ମଧ୍ୟ ପ୍ରଦାନ କରେ। ଡାକଘରେ ଆପଣ ଏକ ନିୟମିତ ସଞ୍ଚୟ ଖାତା ଖୋଲିପାରିବେ ଏବଂ ବିଭିନ୍ନ ସଞ୍ଚୟ ଯୋଜନା ଯେପରିକି ଆରଡି ଆକାଉଣ୍ଟ, ଫିକ୍ସଡ୍ ଡିପୋଜିଟ୍ (FD) ଆକାଉଣ୍ଟ, କିଷାନ ବିକାଶ ପତ୍ର…

ଖଣ୍ଡଗିରି ମେଳାକୁ ନେଇ ବିଏମସିର ଗାଇଡଲାଇନ ଜାରି…

ଭୁବନେଶ୍ୱର: ଖଣ୍ଡଗିରି ମେଳାକୁ ନଜରରେ ରଖି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ତରଫରୁ ମଙ୍ଗଳବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଚଳିତ ବର୍ଷ ମହୋତ୍ସବ ସମୟରେ ଶୃଙ୍ଖଳା ଏବଂ ସାଂସ୍କୃତିକ ପବିତ୍ରତା ବଜାୟ ରଖିବା ନେଇ ବିଏମସି ସୂଚନା ଦେଇଛି। ବିଏମସିର ବରିଷ୍ଠ…

ରାସ୍ତାରୁ ହଟିବ ଡିଜେଲ୍‌ ଚାଳିତ ଆମ ବସ୍‌: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ 'ଆମ ବସ୍' ସେବା ଅଧୀନରେ ଡିଜେଲ ଚାଳିତ ବସ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯିବ। ଏଥିସହିତ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବୈଦ୍ୟୁତିକ ଯାନ (ଇଭି) ସହିତ ବଦଳାଇବା ପାଇଁ ଯୋଜନା ଚାଲିଥିବା ନେଇ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ…