Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Birth Anniversary of Biju Patnaik: ମାର୍ଚ୍ଚ ୫ରେ ରାଜ୍ୟବ୍ୟାପୀ ପାଳିତ ହେବ ୧୧୦ତମ ବିଜୁ ଜୟନ୍ତୀ: ବିଜେଡି

ଭୁବନେଶ୍ୱର: ପ୍ରତିବର୍ଷ ପରି ଏ ବର୍ଷ ମାର୍ଚ୍ଚ ୫ ତାରିଖରେ ରାଜ୍ୟବ୍ୟାପୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯିବ ବୋଲି ବିଜୁ ଜନତା ଦଳ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Condemns Iran Attacks: ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ପ୍ରିନ୍ସ ଓ ବାହାରିନ ରାଜାଙ୍କ ସହ ହେଲେ କଥା; ଆକ୍ରମଣକୁ…

ନୂଆଦିଲ୍ଲୀ:ଇରାନ ଆକ୍ରମଣ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବାହାରିନର ରାଜା ଏବଂ ସାଉଦି ପ୍ରିନ୍ସଙ୍କ ସହ କଥା ହୋଇ ଭାରତୀୟଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବାହାରିନର ରାଜା ହମାଦ ବିନ୍ ଇସା ଅଲ୍ ଖଲିଫା ଏବଂ ସାଉଦି ଆରବର ଯୁବରାଜ ଏବଂ…

କ୍ଷତିପୂରଣ ନଦେଲେ ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆର ମହାସୁଆର ନିଯୋଗ

ପୁରୀ: ଭିତରକାଠ ଦର୍ଶନ ବିବାଦକୁ ନେଇ ଗତ ୨୮ ତାରିଖରେ ବିଳମ୍ବ ହୋଇଥିଲା ନୀତି । ଡେରିରେ ବାହାରିଥିଲା ମହାପ୍ରସାଦ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଦେଲା ସୁଆରମହାସୁଆର ନିଯୋଗ । ଦୃଢ କାର୍ଯ୍ୟାନୁଷ୍ଠାନ ସହ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ୭ଦିନ ମହଲତ ଦେଇଛି ସୁଆରମହାସୁଆର…

ପୋଲିସକୁ ବଡ ସଫଳତା, ୨ କୋଟି ଟଙ୍କାର ସୁନା ଅଳଙ୍କାର ହେଲା ଜବତ

ଭଦ୍ରକ: ଭଦ୍ରକ ପୋଲିସକୁ ମିଳିଲା ବଡ ସଫଳତା । ବିଭିନ୍ନ ସ୍ଥାନରେ ଡକାୟତି କରି ଆତଙ୍କ କରୁଥିବା ୪ଜଣଙ୍କୁ ଗିରଫ କରିଛି ପୋଲିସ। ୪ ଜଣଙ୍କ ମଧ୍ୟରୁ ଦୈତାରୀ ଦାସ ନାମକ ଦୁର୍ଦ୍ଦାନ୍ତ ଲୁଟେରା ନାଁରେ ହତ୍ୟା ଡକାୟତି ମାମଲା ରହିଛି। ତା ସହ ଅନ୍ୟ ୩ ଜଣ ସହଯୋଗୀଙ୍କୁ ଧରି ଗିରଫ କରିଛି ଭଦ୍ରକ…

ଭ୍ୟାନିଟ ପାଇଁ ଶ୍ରୀମନ୍ଦିର ଗୁମୁଟ ଉପରେ ଚଢିଗଲେ ଭକ୍ତ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ଭ୍ୟାନିଟ ବ୍ୟାଗ ମାଙ୍କଡ ନେଇଯିବାରୁ ଶ୍ରୀମନ୍ଦିର ଗୁମୁଟ ଉପରେ ଚଢିଗଲେ ଜଣେ ଭକ୍ତ। ଆଜି ସନ୍ଧ୍ୟାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଜଣେ ଭକ୍ତଙ୍କ ଭ୍ୟାନିଟ ବ୍ୟାଗ ମାଙ୍କଡ ନେଇଯାଇ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରକୁ…

କୋର୍ଟରେ ଆତ୍ମସମର୍ପଣ କଲେ ଫେରାର ଥିବା ନିଲମ୍ବିତ ଥାନା ଅଧିକାରୀ ରାଜେଶ ବଳିଆର ସିଂ

କୋରାପୁଟ: ୭ ମାସ ପରେ କୋରାପୁଟ ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କଲେ ଅସ୍ତରଙ୍ଗ ଥାନାର ନିଲମ୍ବିତ ଥାନା ଅଧିକାରୀ ରାଜେଶ ବଳିଆର ସିଂ । ଚୋରା ଗଞ୍ଜେଇ କାରବାରରେ ସାମିଲ ଥିବା ଅଭିଯୁକ୍ତଙ୍କ ସହ ଲିଙ୍କ୍ ଘଟଣାରେ ଜେରା ବେଳେ ପୋଲିସକୁ ଚକମା ଦେଇ ଗତବର୍ଷ ଅଗଷ୍ଟ ୧୬ ତାରିଖରୁ ଫୋରାର ଥିଲେ…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି: ଭୁବନେଶ୍ବର-ଦୁବାଇ ବିମାନ ସେବା ବାତିଲ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି । ଏହି କାରଣରୁ ଭାରତରେ ଅନେକ ଘରୋଇ ବିମାନ ଉଡାଣକୁ ରଦ୍ଦ କରାଯାଇଛି । ସେଥିମଧ୍ୟରେ ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍ କରାଯାଇଛି । ଏନେଇ ସୂଚନା ଦେଲେ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ । ଭୁବନେଶ୍ୱରରୁ ଦୁବାଇକୁ ସୋମବାର, ବୁଧବାର…

ମଧ୍ୟପ୍ରାଚ୍ୟରେ ଶୀଘ୍ର ଯୁଦ୍ଧ ଶେଷ ହେଉ, ବିଶ୍ୱକୁ ଶାନ୍ତି ଦରକାର: ମୋଦି

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ରତ୍ତର ହେବାରେ ଲାଗିଛି । ଏହି ଅବସରରେ ବିଶ୍ୱକୁ ନିରନ୍ତର ଶାନ୍ତି ଓ ସ୍ଥିରତା ପାଇଁ ଆହ୍ୱାନ ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେତେବେଳେ ୨ଟି ଗଣତନ୍ତ୍ର ଏକାଠି ଛିଡା ହୁଅନ୍ତି ସେତେବେଳେ…

SIMBox: ୧୨ଟି ସିମ୍ ବକ୍ସ ଜବତ;୨ କେରଳ ଯୁବକଙ୍କୁ ଧରିଲା ସ୍ପେଶାଲ ସ୍କ୍ବାଡ୍

ଭୁବନେଶ୍ବର:ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ସିମ୍ ବକ୍ସ ଜବତ ହୋଇଛି । ଚନ୍ଦ୍ରଶେଖରପୁରର ଏକ ହଷ୍ଟେଲରୁ ଠାବ ହୋଇଛି ସିମ୍ ବକ୍ସ । ୧୨ଟି ସିମ୍ ବକ୍ସ ଜବତ କରିବା ସହ ୨ଜଣ କେରଳ ଯୁବକଙ୍କୁ ଅଟକ ରଖାଯାଇଛି । ଆସାମରୁ ସିମ୍‌ ଆଣିଥିଲେ ଯୁବକମାନେ । ଅନ୍ତର୍ଜାତୀୟ କଲ୍‌କୁ ଲୋକାଲ୍ କଲ୍‌ରେ…

ଇରାନର ଆକ୍ରମଣରେ ବଦଳିଲା ଦୁବାଇର ଚିତ୍ର, ସାଟେଲାଇଟ୍ ଚିତ୍ର ଦେଖି ଚକିତ ବିଶ୍ୱବାସୀ

ଦୁବାଇ: ଦଶନ୍ଧି ଧରି ମଧ୍ୟପ୍ରାଚ୍ୟରେ ଏକ ନିରାପଦ ସ୍ଥାନ ଭାବରେ ଜଣାଯାଏ ଦୁବାଇ, ଗତ କିଛି ଦିନ ମଧ୍ୟରେ କିନ୍ତୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିଛି । ଫେବୃଆରୀ ୨୪ ତାରିଖ ପର୍ଯ୍ୟନ୍ତ, ସାଟେଲାଇଟ୍ ଚିତ୍ରଗୁଡ଼ିକ ଦୁବାଇର ଚମକଦାର ରାସ୍ତା ଏବଂ ରାଜକୀୟ ଟାୱାରଗୁଡ଼ିକୁ ଦେଖାଇଥିଲା । ମାର୍ଚ୍ଚ ୧…