Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Khandagiri Jatra: ଖଣ୍ଡଗିରି ଯାତ୍ରାରେ କୌଣସି ବି ପରିସ୍ଥିତିରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବନାହିଁ: ଏକାମ୍ର…

ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ କଡା ତାଗିଦ କଲେ କାମ୍ର ବିଧାୟକ ବାବୁ ସିଂ । ସେ କହିଛନ୍ତି ଖଣ୍ଡଗିରି ମେଳାର ଯାତ୍ରା ପେଣ୍ଡାଲ ଉପରେ କୌଣସି ବି ପରିସ୍ଥିତିରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବନାହିଁ । ପୂର୍ବ ବର୍ଷ ଯେଉଁଭଳି ଭାବରେ ଖଣ୍ଡଗିରି ପେଣ୍ଡାଲରୁ ଅଶ୍ଲୀଳ…

Puri Airport: ପ୍ରସ୍ତାବିତ ପୁରୀ ବିମାନବନ୍ଦର ଅଞ୍ଚଳରେ ନିର୍ମାଣ ହେବନି ମନମୁଖୀ ଭାବେ ଉଚ୍ଚ ଅଟ୍ଟାଳିକା…

ପୁରୀ: ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ଅଞ୍ଚଳ ଚାରିପାଖେ ଯେଭଳି ମନମୁଖୀ ଭାବେ କୋଠାବାଡ଼ି ଓ ଉଚ୍ଚ ଅଟ୍ଟାଳିକା ଏବଂ ନିର୍ମାଣ ନ ହେବ, ସେଥିପାଇଁ ଏକ ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା ସର୍ଭେ କରାଯିବ । ଏ ପ୍ରକଳ୍ପ ପାଇଁ ଜାଗା ଚିହ୍ନଟ ହୋଇସାରିବାରୁ ଏହା ଯେଭଳି ସଂରକ୍ଷିତ ରହିବ, ସେଥିପାଇଁ…

ରାଉରକେଲା ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ୫ ଜଣିଆ ଟିମ୍, ୨ ଗୁରୁତରଙ୍କୁ କରାଗଲା ଏୟାରଲିଫ୍ଟ

ରାଉରକେଲା: ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣାରେ ଗୁରୁତର ହୋଇଥିବା ଦୁଇ ଯାତ୍ରୀ ସ୍ବାମୀ-ସ୍ତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ସେମାନେ ହେଲେ ସୁନିଲ୍ ଅଗ୍ରଓ୍ବାଲ ଏବଂ ପତ୍ନୀ ସବିତା ଅଗ୍ରଓ୍ବାଲ । ବିମାନ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ସମେତ ୬ ଜଣ…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ‘ସରପଞ୍ଚ ପାଇଁ କେବଳ ସ୍ୱାକ୍ଷର ଯଥେଷ୍ଟ ନୁହେଁ ଓଡ଼ିଆ ଲେଖି ପଢ଼ି ଜାଣିବା…

କଟକ: ଏଣିକି ସରପଞ୍ଚ ହେଲେ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ । ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ଗ୍ରାମ ପଞ୍ଚାୟତରେ ସରପଞ୍ଚ ଏକ ସର୍ବୋଚ୍ଚ ତଥା ଗୁରୁତ୍ୱପୂର୍ଣ୍ଣ ପଦବି । ସରପଞ୍ଚଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼େ ।…

First Jyotirlinga’s Unique Grandeur: ସୋମନାଥ ଜ୍ୟୋତିର୍ଲିଙ୍ଗର ଜଲାଭିଷେକ କଲେ ପ୍ରଧାନମନ୍ତ୍ରୀ ମୋଦି,…

ଗାନ୍ଧୀନଗର: ସୌରାଷ୍ଟ୍ର ଉପକୂଳରେ ଅବସ୍ଥିତ ପ୍ରଥମ ଜ୍ୟୋତିର୍ଲିଙ୍ଗ ପ୍ରଭୁ ସୋମନାଥଙ୍କ ପ୍ରାଙ୍ଗଣରେ ଭକ୍ତି ଏବଂ ଶ୍ରଦ୍ଧାର ଏକ ଲହରୀ ଖେଳିଯାଇଛି। ସୋମନାଥ ସ୍ୱାଭିମାନ ପର୍ବ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ସୋମନାଥ ଜ୍ୟୋତିର୍ଲିଙ୍ଗର ଜଳାଭିଷେକ କରିଛନ୍ତି ଏବଂ ବୈଦିକ ମନ୍ତ୍ର ସହିତ ବିଶେଷ…

Puri Temple: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ; ପୁଣି ଆନନ୍ଦ ବଜାର ଫଟୋ ଭାଇରାଲ…

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ଶ୍ରୀମନ୍ଦିର ଆନନ୍ଦ ବଜାର ଭାଇରାଲ ହୋଇଛି । ମୋହିତ ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମ୍ ଆଇଡିରେ ଶ୍ରୀମନ୍ଦିର ଆନନ୍ଦ ବଜାର ଫଟୋ ଅପଲୋଡ଼ କରି ପ୍ରଘଟ କରିଥିବା…

OJEE Exam: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୬ ପାଇଁ ଚଳିତ ୨୭ରୁ ଆବେଦନ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ବର୍ଷ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ନିମନ୍ତେ ଜାନୁଆରୀ ୨୭ ତାରିଖରୁ ବିଦ୍ୟାର୍ଥୀ ମାନେ ଅନ୍‌ଲାଇନରେ ଆବେଦନ କରିପାରିବେ । ମାର୍ଚ୍ଚ ୨୬ ଆବେଦନର ଶେଷ…

Grok AI Concerns: ଭୁଲ୍ ସ୍ବୀକାର କଲା X, ଗ୍ରୋକ୍ ଏଆଇ ବିରୋଧରେ ନେଲା ବଡ଼ ଆକ୍ସନ, ଡିଲିଟ କଲା ଆକାଉଣ୍ଟ୍…

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ X, Grok AI ସହିତ ଜଡିତ ଅଶ୍ଳୀଳ ବିଷୟବସ୍ତୁ ବିବାଦ ସମ୍ପର୍କରେ ନିଜର ଭୁଲ ସ୍ୱୀକାର କରିଛି। କମ୍ପାନୀ ଭାରତ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ଏହା ଭାରତୀୟ ଆଇନ ଅନୁଯାୟୀ କାର୍ଯ୍ୟ କରିବ। ଏହା ବ୍ୟତୀତ, କମ୍ପାନୀ ଏହି ମାମଲାରେ ପ୍ରାୟ ୩୫୦୦…

Winter Update: ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଉପର ମୁହାଁ; ହାଡ଼ଭଙ୍ଗା ଶୀତରୁ ସାମାନ୍ୟ ଆଶ୍ବସ୍ତି

ଭୁବନେଶ୍ବର: ରାଜ୍ୟରେ ବଢ଼ିଲା ପାରଦ, ହାଡ଼ଭଙ୍ଗା ଶୀତରେ ଲାଗିଲା ବ୍ରେକ୍ । ଫଳରେ ଅସହ୍ୟ ଥଣ୍ଡା ଦାଉରୁ ରକ୍ଷା ପାଇଛନ୍ତି ରାଜ୍ୟବାସୀ । ଅଧିକାଂଶ ସ୍ଥାନରେ ୫ରୁ ୭ ଡିଗ୍ରୀ ଯାଏଁ ପାରଦ ବଢିଛି । ମେଘାଚ୍ଛନ୍ନ ଆକାଶ ପ୍ରଭାବରେ ରାତି ତାପମାତ୍ରା ବଢିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…

Op Hawkeye: ସିରିଆରେ ଆଇଏସଆଇଏସ ଉପରେ ଆମେରିକାର ବଡ଼ ଆକ୍ରମଣ, ଅନେକ ସ୍ଥାନରେ ଏୟାର ଷ୍ଟ୍ରାଇକ୍

ଓ୍ବାଶିଂଟନ୍: ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ବାହିନୀ, ସହଯୋଗୀ ବାହିନୀ ସହିତ ମିଶି, ଅପରେସନ୍ ହକଆଇଷ୍ଟ୍ରାଇକ୍‌ର ଅଂଶ ଭାବରେ ସିରିଆରେ ବହୁ ISIS ଲକ୍ଷ୍ୟସ୍ଥଳ ବିରୁଦ୍ଧରେ ବଡ଼ ଧରଣର ଆକ୍ରମଣ କରିଛି । CENTCOM ଏକ୍ସ ରେ ଏକ ପୋଷ୍ଟରେ କହିଛି ଯେ ଆକ୍ରମଣଗୁଡ଼ିକ ଆମେରିକା ସମୟ…