Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭାରତୀୟ ମୁଦ୍ରାରୁ ହଟିବ ମହାତ୍ମା ଗାନ୍ଧୀଙ୍କ ଫଟୋ !

ନୂଆଦିଲ୍ଲୀ: ମନରେଗା ନାମ ପରିବର୍ତ୍ତନ ନେଇ ବିବାଦ ଥମି ନଥିବା ବେଳେ ଏବେ ଜଣେ ସିପିଆଇ ସାଂସଦ ସରକାରଙ୍କ ବିରୁଦ୍ଧରେ ଆଉ ଏକ ଅଭିଯୋଗ ଆଣିଛନ୍ତି। ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍ କହିଛନ୍ତି ଯେ କେନ୍ଦ୍ର ସରକାର ଭାରତୀୟ ମୁଦ୍ରା ନୋଟରୁ ମହାତ୍ମା ଗାନ୍ଧୀଙ୍କ ପ୍ରତିଛବି ହଟାଇବାକୁ ଚେଷ୍ଟା…

ଶ୍ରୀମନ୍ଦିର ଖୁବଶୀଘ୍ର ହେବ ଗଣତି ମଣତି, ଏଏସଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ଶୁଣାଣି କରି ହାଇକୋର୍ଟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ପକ୍ଷରୁ ଏକ ସତ୍ୟପାଠ ଦାଖଲ ହୋଇଛି । ରତ୍ନଭଣ୍ଡାରର ଆବଶ୍ୟକୀୟ ମରାମତି କାର୍ଯ୍ୟ ସଫଳତାର ସହ ଶେଷ ହୋଇଥିବା ଏଏସଆଇ ସତ୍ୟପାଠରେ…

ବାଂଲାଦେଶରେ ହିନ୍ଦୁ ଯୁବକଙ୍କ ହତ୍ୟାକୁ ଆମେରିକୀୟ ସାଂସଦମାନଙ୍କ ବିରୋଧ, ‘ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା…

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ବର୍ବରତା ଦେଖୁଛି । ଏହି ସମୟରେ, ବାଂଲାଦେଶରେ ଜଣେ ହିନ୍ଦୁ ବ୍ୟକ୍ତି ଦୀପୁ ଚନ୍ଦ୍ର ଦାସଙ୍କୁ ନିର୍ମମ ହତ୍ୟା ଉପରେ ଆମେରିକୀୟ ସାଂସଦମାନେ ଏକ ବିବୃତ୍ତି ଜାରି କରିଛନ୍ତି । ଆମେରିକୀୟ ସାଂସଦମାନେ ଏହି ଘଟଣାର ତୀବ୍ର…

Recall 1971 ties:’୧୯୭୧କୁ ମନେ ପକାନ୍ତୁ’:ଭାରତ ସହିତ ଶାନ୍ତି ସ୍ଥାପନ କରିବାକୁ ବାଂଲାଦେଶକୁ କହିଲେ…

ଢାକା:ବାଂଲାଦେଶର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ବାଂଲାଦେଶୀ ଛାତ୍ର ନେତା ସରିଫ ଉସମାନ ହାଦିଙ୍କ ମୃତ୍ୟୁ ପରେ, ଇସଲାମିକ କଟ୍ଟରପନ୍ଥୀମାନେ ବାଂଲାଦେଶରେ ହିଂସାତ୍ମକ ପ୍ରତିବାଦ କରିଛନ୍ତି ଓ ଭାରତକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଏଥିସହ ଜଣେ ହିନ୍ଦୁ ଯୁବକଙ୍କୁ ଅତି ନିର୍ମମ ଭାବେ…

ଗଣତନ୍ତ୍ରକୁ ଦୁର୍ବଳ କରୁଛି ମେଡ୍-ଇନ-ଚାଇନା ସାମଗ୍ରୀ: ରାହୁଲ ଗାନ୍ଧୀ

ଭାରତ ଏବଂ ପଶ୍ଚିମ ଦେଶଗୁଡ଼ିକ ଉତ୍ପାଦନକୁ ଚୀନକୁ ହସ୍ତାନ୍ତର କରିଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି। ସେ କହିଛନ୍ତି, ମେଡ ଇନ ଚାଇନା ବା ଚୀନ ନିର୍ମିତ ସାମଗ୍ରୀ ଗଣତନ୍ତ୍ରକୁ ଦୁର୍ବଳ କରୁଛି। ନିଯୁକ୍ତି ସୃଷ୍ଟି କ୍ଷମତାକୁ ସଂକୁଚିତ କରୁଛି ବୋଲି କଂଗ୍ରେସ ନେତା…

Maoists Surrender: ବିପୁଳ ଅସ୍ତ୍ରସସ୍ତ୍ର ସହ ଆତ୍ମସମର୍ପଣ କଲେ ୨୨ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୨୨ ଜଣ ମାଓବାଦୀ ପୋଲିସ ସମ୍ମୁଖରେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟ ସରକାର ମାଓବାଦୀଙ୍କ ଉପରେ ପୁରସ୍କାର ବୃଦ୍ଧି କରିବା ପରେ ଏହି ଆତ୍ମସମର୍ପଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଥିବା କୁହାଯାଉଛି । ଓଡ଼ିଶା ମାଓବାଦୀଙ୍କୁ ଅଧିକ…

ସୌରଶକ୍ତିର ସଠିକ୍ ଉପଯୋଗ ହେଲେ ଶକ୍ତି ସୁରକ୍ଷା ଓ ପରିବେଶଗତ ସ୍ଥିରତା ହାସଲ କରା‌ଯାଇପାରିବ…

କଟକ: ସୌରଶକ୍ତିର ସଠିକ୍ ଉପଯୋଗ ହୋଇପାରିଲେ ଶକ୍ତି ସୁରକ୍ଷା ଏବଂ ପରିବେଶଗତ ସ୍ଥିରତା ହାସଲ କରା‌ଯାଇପାରିବ । ବିଶେଷକରି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME) ପାଇଁ ଏହା ଏକ ରଣନୈତିକ ଉପକରଣ ଭାବରେ ଗୁରୁତ୍ୱ ବହନ କରିପାରିବ । ଏନେଇ ବୁଧବାର OASME ସଂଘ ସମ୍ମିଳନୀ କକ୍ଷରେ OASME,…

Odisha Vigilance: ଗିରଫ ହେଲେ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ

ବାଲେଶ୍ବର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହେଲେ ସିଭିଲ ସପ୍ଲାଏ ଅଫିସ୍ ର ଜୁନିଅର ଆକାଉଣ୍ଟାଣ୍ଟ ରବୀନ୍ଦ୍ର କୁମାର ବାରିକ । ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ସୁନ୍ଦରଗଡ଼ ଶ୍ରୀରାମ ନଗରସ୍ଥିତ ଭଡ଼ାଘର ସହ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା ।…

MLA Salary Hike case: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ଗ୍ରହଣ କଲେନି ହାଇକୋର୍ଟ

କଟକ: ବିଧାୟକଙ୍କ ଦରମା ବୃଦ୍ଧି ମାମଲା । ହାଇକୋର୍ଟରେ ବିଧାୟକଙ୍କ ଦରମା ବୃଦ୍ଧି ମାମଲା ଗ୍ରହଣ ହେଲା ନାହିଁ । AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ ଯୁକ୍ତି ପରେ ଗ୍ରହଣ କଲେନି ହାଇକୋର୍ଟ । ପ୍ରିମାଚ୍ୟୁର କହି ମାମଲାକୁ ଗ୍ରହଣ କଲେନି ହାଇକୋର୍ଟ । ବିଧିବଦ୍ଧ ବିଜ୍ଞପ୍ତି ହୋଇ ନଥିବା ଦର୍ଶାଇ…

ରାଜ୍ୟରେ ଗତ ୭ ବର୍ଷ ଭିତରେ ନିଖୋଜ ହୋଇଛନ୍ତି ୨୫ ହଜାରରୁ ଅଧିକ ଶିଶୁ, ସର୍ବାଧିକ ରହିଛନ୍ତି ନାବାଳିକା…

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଛି ଶିଶୁ ନିଖୋଜ ସଂଖ୍ୟା । ଗତ ୭ ବର୍ଷରେ କେତେ ଶିଶୁ ନିଖୋଜ ହୋଇଛନ୍ତି ସେନେଇ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ଗତ ୭ ବର୍ଷ ଭିତରେ ରାଜ୍ୟରେ ୨୫ ହଜାର ୪୩୮ ଜଣ ଶିଶୁ ନିଖୋଜ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ନାବାଳିକା ଅଛନ୍ତି ।…