Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁଣି ଭିଜିବ ଓଡ଼ିଶା; ସେପ୍ଟେମ୍ବର ୫ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଏକ ଲଘୁଚାପ ପ୍ରଣାଳୀ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି। ଆଜି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଇଏମଡି ଅନୁଯାୟୀ, ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଉପକୂଳ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ସଂଲଗ୍ନ…

ମ୍ୟାଲେରିଆ ବଟିକା ଖାଇବା ପରେ ଶିଶୁର ମୃତ୍ୟୁ: ୫୦ରୁ ଅଧିକ ଅସୁସ୍ଥ

ଅମରାବତୀ: ଆନ୍ଧ୍ରପ୍ରଦେଶର ପୋଲାଭରମ୍‌ ଅନ୍ତର୍ଗତ ଗୋଲ୍ଲାଗୁପ୍ପା ଗ୍ରାମରେ ମ୍ୟାଲେରିଆ ନିରୋଧକ 'କ୍ଲୋରୋକ୍ୱିନ୍' ବଟିକା ଖାଇବା ପରେ ଜଣେ ୭ ବର୍ଷୀୟ ସ୍କୁଲ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥମାନଙ୍କ ମଧ୍ୟରେ ୪୦ରୁ ଅଧିକ ଛୋଟ…

ଭୁବନେଶ୍ବରର KFCରେ ଖାଉଥିଲେ ସାବଧାନ; ବାସି ମାଂସ ଜବତ…

ଭୁବନେଶ୍ୱର: ଓଡ଼ିଶା ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ବିଭାଗ ଭୁବନେଶ୍ୱରର ଜୟଦେବ ବିହାରର ଏକ KFC ଆଉଟଲେଟ୍‌ରୁ ଚଢାଉ ସମୟରେ ବାସି ଏବଂ ଫ୍ରୋଜେନ୍ ମାଂସ ଜବତ କରିଥିଲେ।ଯାହା ପରେ ରାଜ୍ୟରେ ଅନ୍ତର୍ଜାତୀୟ କମ୍ପାନୀ ଦ୍ୱାରା ପରିବେଷଣ କରାଯାଉଥିବା ଖାଦ୍ୟର ଗୁଣବତ୍ତା ଉପରେ ଚିନ୍ତା ପ୍ରକାଶ…

ପ୍ରବଳ ବର୍ଷା ଆଶଙ୍କା; ଆଜି ଯାଜପୁରରେ ବନ୍ଦ ରହିବ ସ୍କୁଲ 

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଦୁଇଟି ବ୍ଲକରେ ବନ୍ୟା ପରିସ୍ଥିତି ଯୋଗୁଁ ବୁଧବାର ୭୧ଟି ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିବ। ସୂଚନା ଅନୁଯାୟୀ, ଦଶରଥପୁର ବ୍ଲକର ୬୫ଟି ସ୍କୁଲ ଏବଂ ବିଞ୍ଝାରପୁର ବ୍ଲକର ୬ଟି ସ୍କୁଲ ଆଜି ବନ୍ଦ ରହିବ। ଅପରପକ୍ଷରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି…

ପାରା ଗୋଡ଼ରେ ପାକିସ୍ତାନୀ ନମ୍ବର: ତଦନ୍ତ ଆରମ୍ଭ

ଜମ୍ମୁ-କାଶ୍ମୀର : କାଠୁଆ ଜିଲ୍ଲା ହିରାନଗର ସେକ୍ଟରସ୍ଥିତ ଛନ୍ ଖତ୍ରିୟାଁ ଗ୍ରାମରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ଗ୍ରାମବାସୀମାନେ ପାରାଟିକୁ ଦେଖିବା ପରେ ଏହାର ଗୋଡ଼ରେ ଏକ ବିଶେଷ ରିଙ୍ଗ ବନ୍ଧା ହୋଇଥିବା ଲକ୍ଷ୍ୟ କରିଥିଲେ। ସେହି ରିଙ୍ଗରେ ପାକିସ୍ତାନୀ ମୋବାଇଲ ନମ୍ବର ଲେଖାଯାଇଥିବା…

TMC ସାଂସଦ ମହୁଆ ମୋଇତ୍ରଙ୍କ ବଢିବ ସୁରକ୍ଷା: ହାଇକୋର୍ଟ ଦେଲେ ନିର୍ଦ୍ଦେଶ

କୋଲକାତା: ତୃଣମୂଳ କଂଗ୍ରେସ ନେତା ଏବଂ କୃଷ୍ଣନଗରରୁ ସାଂସଦ ମହୁଆ ମୋଇତ୍ରଙ୍କ ସୁରକ୍ଷାକୁ ନେଇ କୋଲକାତା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମଙ୍ଗଳବାର ଦିନ କୋର୍ଟ ମୋଇତ୍ରଙ୍କୁ ତାଙ୍କର ବ୍ୟକ୍ତିଗତ ସୁରକ୍ଷା ସହିତ ଦୁଇ ଜଣ ଅତିରିକ୍ତ ପୋଲିସ ସୁରକ୍ଷା କର୍ମୀ ଯୋଗାଇ ଦେବାକୁ…

ଘରେ ପଶି ଭାଉଜଙ୍କୁ ହାଣିଦେଲା ଦିଅର, ଅଭିଯୁକ୍ତ ଫେରାର

ଆସିକା: ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅନ୍ତର୍ଗତ ରାମଗିରି ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ। ସମ୍ପତ୍ତି ପାଇଁ ଭାଉଜର ବେକ କାଟିଦେଲା ଦିଅର। ଘଟଣା ସ୍ଥଳରେ ଭାଉଜର ମୃତ୍ୟୁ। ମୃତ ଭାଉଜ ଜଣକ ହେଲେ ୩୫ ବର୍ଷୀୟ ମୀତା ସେଠୀ। ସୂଚନା ଅନୁସାରେ ସାତ ମାସତଳେ କିଡନୀ ରୋଗରେ ପଡି ସ୍ବାମୀ…

ପୁରୁଣା ମାରୁତି କାର୍ ମାଲିକଙ୍କୁ ଆଶ୍ୱସ୍ତି: E20 ପେଟ୍ରୋଲ୍ ପାଇଁ ଉପଯୁକ୍ତ ୨୦୦୮ ପରର ସବୁ ମଡେଲ୍

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ଼ କାର୍ ନିର୍ମାତା କମ୍ପାନୀ ମାରୁତି ସୁଜୁକି ନିଜ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ତଥା ଆଶ୍ୱସ୍ତିକର ଖବର ଦେଇଛି । କେନ୍ଦ୍ର ସରକାର ଏବେ ଦେଶରେ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ ବା ଇ-୨୦ ଇନ୍ଧନ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ବେଳେ, ମାରୁତି ଗ୍ରାହକଙ୍କ ମନରେ ନିଜ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିପରି ରହିବ ଭାରତର ଭବିଷ୍ୟତ? ସୁନା ବିନିଯୋଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶର…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତଥା ପୂର୍ବରୁ ଦେଶବାସୀଙ୍କୁ ସୁନା କିଣିବା ଏବଂ ଏଥିରେ ବିନିଯୋଗ କରିବା ନେଇ ଯେଉଁ ଆହ୍ୱାନ ଦେଇଛନ୍ତି, ତାହାକୁ ନେଇ ଏବେ ଜ୍ୟୋତିଷ ଶାସ୍ତ୍ରରେ ବିଶେଷ ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ଅର୍ଥନୈତିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଗ୍ରହ…

ସରକାରୀ ଯୋଜନାର ତଦାରଖ ପାଇଁ ଜିଲ୍ଲା ଗସ୍ତ କରିବେ ସଚିବ: ଅକ୍ଟୋବର ସୁଦ୍ଧା ରିପୋର୍ଟ ଦେବାକୁ ଉନ୍ନୟନ କମିଶନରଙ୍କ…

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଓ କେନ୍ଦ୍ର ପ୍ରାୟୋଜିତ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ଏବଂ ତୃଣମୂଳ ସ୍ତରରେ ଏହାର ବାସ୍ତବ ସ୍ଥିତି ଯାଞ୍ଚ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟର ତଦାରଖ କରିବା…