Latest Odisha News
Browsing Category

ମୁଖ୍ୟ ଖବର

Google launches Credit Card with Axis Bank: ଗୁଗୁଲ୍ ଲଞ୍ଚ କଲା UPI ଆଧାରିତ ଡିଜିଟାଲ କ୍ରେଡିଟ୍‌ କାର୍ଡ

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟକୁ ଆହୁରି ସହଜ କରିବା ପାଇଁ Google ଏକ ବଡ଼ ପଦକ୍ଷେପ ନେଇଛି । Google Pay ଏବଂ Axis Bank ଏକ ନୂତନ UPI-ଚାଳିତ ସହ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ଲଞ୍ଚ କରିବା ପାଇଁ ସହଭାଗୀ ହୋଇଛନ୍ତି ଯାହାକୁ ଗୁଗୁଲ ପେ ଫ୍ଲେକ୍ସ ଆକ୍ସିସ ବ୍ୟାଙ୍କ କ୍ରେଡିଟ୍

ଭଗବାନ ଶ୍ରୀରାମ ଜଣେ ମୁସଲମାନ ଥିଲେ: ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

କୋଲକାତା: ପଶ୍ଚିମବଙ୍ଗର ରାଜନେତାମାନେ ସେମାନଙ୍କ ବୟାନ ପାଇଁ ସବୁବେଳେ ଖବରର ଶୀର୍ଷରେ ଥାଆନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC)ର ବିଧାୟକ ମଦନ ମିତ୍ରଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯାହା ରାଜନୈତିକ ବିବାଦ ସୃଷ୍ଟି କରିଛି। ତାଙ୍କ ଭାଷଣ ସମୟରେ ସେ ପ୍ରଭୁ ରାମଙ୍କୁ ଜଣେ ମୁସଲମାନ ବୋଲି…

Son Murdered His Parents: ଟଙ୍କା ପାଇଁ ବାପା ମାଙ୍କୁ କରତରେ କାଟିଲା ପୁଅ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଜଉନପୁରରେ ଅଭାବନୀୟ ଘଟଣା । ନିଜର ବୃଦ୍ଧ ପିତାମାତାଙ୍କୁ ହତ୍ୟା କରିବା ପରେ କରତରେ କାଟି ନଦୀକୁ ଫୋପାଡି ଦେଇଛି ପୁଅ । ପାରିବାରିକ କଳହକୁ ନେଇ ଏଭଳି ବିଭତ୍ସ ହତ୍ୟାକାଣ୍ଡ ହୋଇଥିବା ବେଳେ, ହତ୍ୟାକାରୀ ପୁଅକୁ ଗିରଫ କରିଛି ପୋଲିସ । ଇଞ୍ଜିନିୟର ଅମ୍ବେଶ ୫ ବର୍ଷ…

ଭୁବନେଶ୍ବରରୁ ପୁରୀ ଯିବା ଏବେ ଆହୁରି ସହଜ ହେବ, ୧୩୦ କିମି ବେଗରେ ଦୌଡ଼ିବ ଟ୍ରେନ୍

ଭୁବନେଶ୍ବର: ଏବେ ଅତି କମ୍ ସମୟ ଭିତରେ ଭୁବନେଶ୍ବରରୁ ଯାଇ ପୁରୀରେ ପହଞ୍ଚିଯିବେ ଯାତ୍ରୀ । ଭୁବନେଶ୍ବରରୁ ପୁରୀକୁ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡ଼ିବ ଟ୍ରେନ୍‌ । ଇହା ମଧ୍ୟରେ ଭୁବନେଶ୍ବରରୁ ଖୋର୍ଦ୍ଧାରୋଡ୍‌ ପର୍ଯ୍ୟନ୍ତ ୨୦ କିମି ରେଳ ଲାଇନ୍‌କୁ ଅଟୋ ସିଗନାଲିଂ ହୋଇସାରିଛି ।…

ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧିର ପୁନର୍ବିଚାର ପାଇଁ ବିଜେଡିର ଦାବି

ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ। ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି। ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତି ନିଆଯାଇଛି। ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଦେଇଛନ୍ତି ସୂଚନା। ବିଧାନସଭାରେ ବିଲକୁ ସମର୍ଥନ କରିଥିଲେ ବି…

ଇନଭେଷ୍ଟର୍ସ ମିଟ ପାଇଁ ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ନିବେଶକ ସମ୍ମିଳନୀର ମେଗା ରୋଡ୍ ଶୋ

ଭୁବନେଶ୍ୱର/ହାଇଦ୍ରାବାଦ: ଆଜି ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀର ମେଗା ରୋଡ୍ ଶୋ। ପ୍ରଥମ ଦିନରେ ୩୮,୭୦୦ କୋଟି ଟଙ୍କାର ନିବେଶ ସୁଯୋଗ। ସ୍ବାକ୍ଷରିତ ହୋଇଛି ୧୯ ହଜାର ୨୦୦ କୋଟି ଟଙ୍କାର ୭ଟି Mou। ପ୍ରମୁଖ ଶିଳ୍ପପତିଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଲୋଚନା କରିଛନ୍ତି।…

70 Above People Ill: ଦହିବରା ଖାଇ ୭୦ ଅସୁସ୍ଥ, ଘଟଣାସ୍ଥଳରେ ଡ଼ାକ୍ତରୀଦଳ

ବୌଦ୍ଧ: ଦହିବରା ଖାଇ ୭୦ ଅସୁସ୍ଥ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗବଯୋରରେ ଘଟିଛି ଏଭଳି ଘଟଣା। ସାପ୍ତାହିକ ହାଟରେ ଖୋଲିଥିବା ଏକ ଜଳଖିଆ ଦୋକାନୀଙ୍କ ଠାରୁ ଦହିବରା ଖାଇ ୭୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଘଟଣା ସ୍ଥଳରେ ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରର…

Winter Session: ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ଦିନ, VB-G RAMG ବିଲ୍ ବିରୋଧରେ ପ୍ରତିବାଦ ଜାରି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ହେବ। ଶୀତକାଳୀନ ଅଧିବେଶନ ସମୟରେ ବିରୋଧୀ ଦଳ ‘ବିକଶିତ ଭାରତ - ଜୀ ରାମ ଜୀ ବିଲ୍’, ଦିଲ୍ଲୀର ବାୟୁ ପ୍ରଦୂଷଣ ଏବଂ ଏସ୍‌ଆଇଆର ଭଳି ପ୍ରସଙ୍ଗ ଉପରେ ସରକାରଙ୍କୁ କଡ଼ା ବିରୋଧ କରିଥିଲେ। ବିରୋଧୀ ସାଂସଦମାନେ VB-G RAMG ବିରୋଧରେ ସଂସଦ ବାହାରେ…

Sambalpur Shutdown: ଖରିଫ ଧାନ କିଣାରେ ଅବ୍ୟବସ୍ଥା, ୧୨ ଘଣ୍ଟା ପାଇଁ ସମ୍ବଲପୁର ବନ୍ଦ

ସମ୍ବଲପୁର: ଖରିଫ ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗରେ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା। ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଦୋକାନ, ବଜାର, ଅଫିସ ସବୁ ବନ୍ଦ୍ ରହିବ। ଆନ୍ଦୋଳନରେ ସାମିଲ ହୋଇଛନ୍ତି ଶହ ଶହ ସଂଖ୍ୟାରେ ଚାଷୀ । ବନ୍ଦରୁ ଜାତୀୟ ରାଜପଥ ଓ ରେଳ ରୋକ ବାଦ୍ ଦିଆଯାଇଛି। ସମସ୍ତ…

Republic Day Guests: ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇୟୁ ଓ ଇସି ସଭାପତି

ନୂଆଦିଲ୍ଲୀ: ଆସନ୍ତା ମାସ ଜାନୁଆରୀ ୨୬ ତାରିଖରେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ୟୁରୋପୀୟ କମିଶନ (EU) ଅଧ୍ୟକ୍ଷା ଉର୍ସୁଲା ଭନ୍ ଡର୍ ଲିୟେନ୍ ଏବଂ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ମୁଖ୍ୟ ଅତିଥି ହେବେ। ସେମାନଙ୍କର ଗସ୍ତ ଭାରତ-ୟୁପି ଶିଖର ସମ୍ମିଳନୀ ସହିତ ଆରମ୍ଭ ହେବ,…