Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହ୍ୱାଟ୍ସଆପ୍‌ରେ ଘୂରି ବୁଲିଲା ଇଂରାଜୀ ପ୍ରଶ୍ନପତ୍ର: ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ବଡ଼ ନିଷ୍ପତ୍ତି, ପରୀକ୍ଷା…

କୋରାପୁଟ: ଜୟପୁର ସ୍ଥିତ ପ୍ରତିଷ୍ଠିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ହେବା ଭଳି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟାରର ଇଂରାଜୀ ପରୀକ୍ଷାର ପ୍ରଶ୍ନପତ୍ର ନିର୍ଦ୍ଧାରିତ ସମୟର କିଛି ଘଣ୍ଟା…

ମାତ୍ରାଧିକ ଚା’ ପିଉଥିଲେ ସାବଧାନ! ଗଳା କର୍କଟର ଆଶଙ୍କା ବଢ଼ିପାରେ ବୋଲି ସତର୍କ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: କଫି ଏବଂ ଚା' କେବଳ ଏକ ସାଧାରଣ ଉତ୍ସାହବର୍ଦ୍ଧକ ପାନୀୟ ନୁହେଁ, ବରଂ ଏହା ଆପଣଙ୍କୁ ମୁଣ୍ଡ ଏବଂ ବେକ କର୍କଟ ଭଳି ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା କରିପାରେ । ଆମେରିକାନ କ୍ୟାନ୍ସର ସୋସାଇଟିର ପ୍ରସିଦ୍ଧ ପତ୍ରିକା 'କ୍ୟାନ୍ସର'ରେ ପ୍ରକାଶିତ ଏକ ସଦ୍ୟତମ ଗବେଷଣା ରିପୋର୍ଟରୁ ଏଭଳି…

ଗୋପାଳପୁର ଡପଲର ରାଡାର ପୁଣି ଅଚଳ: ୨୨ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବା ନେଇ ଆଶା

ନୂଆଦିଲ୍ଲୀ:ରାଜ୍ୟରେ ପାଣିପାଗ ଏବଂ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଆଗୁଆ ସୂଚନା ଦେବା ପାଇଁ ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ସ୍ଥାପିତ ହୋଇଥିବା ଡପଲର ରାଡାର ପୁଣିଥରେ ଅଚଳ ହୋଇପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧୦ ତାରିଖରୁ କୌଣସି ବୈଷୟିକ ତ୍ରୁଟି କାରଣରୁ ଏହି…

କାରରେ କ୍ଷମତାଠାରୁ ଅଧିକ ଯାତ୍ରୀ ବସାଉଛନ୍ତି କି? ସାବଧାନ, କଟିବ ମୋଟା ଅଙ୍କର ଚାଲାଣ

ଛୁଟିଦିନରେ ବୁଲିବାକୁ ଯିବା ହେଉ କିମ୍ବା କୌଣସି ବିବାହ-ଉତ୍ସବରେ ଯୋଗଦେବା କଥା, ଅନେକ ସମୟରେ ଲୋକେ ଗୋଟିଏ ଗାଡ଼ିରେ କ୍ଷମତାଠାରୁ ଅଧିକ ଲୋକ ବସାଇ ଯାତ୍ରା କରନ୍ତି । ୫ ସିଟ୍ ବିଶିଷ୍ଟ କାରରେ ୬-୭ ଜଣ ଏବଂ ୭ ସିଟ୍ କାରରେ ୮-୯ ଜଣ ବସିବା ଏକ ସାଧାରଣ କଥା ପାଲଟିଛି। କିନ୍ତୁ ଆପଣ ଜାଣନ୍ତି…

ବିଲ୍ ବାକି ଥିବାରୁ ୨୫ଟି ସ୍କୁଲର ଲାଇନ୍ କଟିଲା, ଗଛମୂଳେ ଛାତ୍ରଛାତ୍ରୀ

ପୁରୀ: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରୁ ଏକ ଅଭାବନୀୟ ତଥା ଉଦବେଗଜନକ ଖବର ସାମ୍ନାକୁ ଆସିଛି । ବକେୟା ବିଦ୍ୟୁତ୍ ବିଲ୍ ପୈଠ ନହେବା କାରଣରୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ବ୍ଲକର ପ୍ରାୟ ୨୫ଟି ସରକାରୀ…

ଅଜବ ଘଟଣା: ଡାକ୍ତର ଗଲେ କୋର୍ଟ, ରୋଗୀ ଦେଖି ଔଷଧ ଲେଖିଲେ ଡ୍ରାଇଭର!

କାନପୁର: ଉତ୍ତରପ୍ରଦେଶର କାନପୁରସ୍ଥିତ ଏକ ସରକାରୀ ଡାକ୍ତରଖାନାରୁ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ନଗ୍ନ ଓ ଆଶ୍ଚର୍ଯ୍ୟଜନକ ଚିତ୍ର ପଦାକୁ ଆସିଛି । ଗରିବ ତଥା ସାଧାରଣ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବା ଆଶାରେ ସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ବେଳେ ଏଠାରେ ରୋଗୀଙ୍କ…

୧୦୦ ବର୍ଷ ପରେ ବୈଜ୍ଞାନିକଙ୍କ ବଡ଼ ସଫଳତା: ମିଳିଲା ନୂଆ ପ୍ରଜାତିର ବିଲେଇ, ଦେଖିବାକୁ ଠିକ୍ କଲରାପତ୍ରିଆ ବାଘ ପରି

ନୂଆଦିଲ୍ଲୀ: ଦୀର୍ଘ ୧୦୦ ବର୍ଷରୁ ଅଧିକ ସମୟର ବ୍ୟବଧାନ ପରେ ବୈଜ୍ଞାନିକମାନେ ଏକ ନୂତନ ପ୍ରଜାତିର ଜଙ୍ଗଲୀ ବିଲେଇ ଆବିଷ୍କାର କରିଛନ୍ତି । ଦକ୍ଷିଣ ଆମେରିକାର ବୋଲିଭିଆ ସ୍ଥିତ ଆଣ୍ଡିଜ୍ ପର୍ବତମାଳା ଓ ଆମାଜନ ଅବବାହିକା ମଧ୍ୟରେ ଥିବା 'ୟୁଙ୍ଗାସ' ରହସ୍ୟମୟ ଜଙ୍ଗଲରେ ଏହି ବିରଳ ବିଲେଇର ସନ୍ଧାନ…

ବିଶ୍ୱ ବଜାରକୁ ବଡ଼ ଝଟକା: ସାଉଦି ଆରବର ଅଶୋଧିତ ତୈଳ ଉତ୍ପାଦନରେ ରେକର୍ଡ ହ୍ରାସ, ବଢ଼ିପାରେ ତେଲ ଦର

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଏବଂ ଯୁଦ୍ଧର ପ୍ରଭାବ ଏବେ ବିଶ୍ୱ ତୈଳ ବଜାର ଉପରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଲାଣି । ବିଶ୍ୱର ଅନ୍ୟତମ ପ୍ରମୁଖ ଅଶୋଧିତ ତୈଳ ଉତ୍ପାଦନକାରୀ ଦେଶ ସାଉଦି ଆରବର ତୈଳ ଉତ୍ପାଦନ ୧୯୯୦ ମସିହା ପରଠାରୁ ସର୍ବନିମ୍ନ ସ୍ତରରେ…

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିର୍ବାଚନ: ଏବିଭିପିର ବାଜିମାତ୍, ୪ରୁ ୩ ପ୍ରମୁଖ ପଦବୀ ହାତେଇଲା

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ୨୦୨୬ ର ବହୁ ପ୍ରତୀକ୍ଷିତ ଫଳାଫଳ ପ୍ରକାଶ ପାଇଛି । ଦୀର୍ଘ ୨୦ ରାଉଣ୍ଡ ଭୋଟ୍ ଗଣତି ପରେ ଆସିଥିବା ଏହି ଫଳାଫଳରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁଣିଥରେ ନିଜର ଦବଦବା ଜାହିର କରିଛି ।…

Headmaster suspended:ମହଙ୍ଗା ପଡିଲା ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ;ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର: ପ୍ରଧାନଶିକ୍ଷକଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ କରିବା ପଡିଲା ମହଙ୍ଗା । ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ କରିବା ମହଙ୍ଗା ପଡିଛି । ଏହି…