Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

AI In Parliament: ସଂସଦରେ କମାଲ କରିବ ପ୍ରଯୁକ୍ତିବିଦ୍ୟା, ସାଂସଦମାନଙ୍କୁ ଏମିତି କରିବ ସାହାଯ୍ୟ…୨୨ ଭାଷାରେ…

ନୂଆଦିଲ୍ଲୀ: ସଂସଦର ପରିଦର୍ଶକ ଗ୍ୟାଲେରୀରେ ପ୍ରତ୍ୟେକ ଆସନ ପାଖରେ ଛୋଟ ଇୟରଫୋନ୍ ରଖାଯାଇଛି, ଯାହା ଲୋକସଭା ଏବଂ ରାଜ୍ୟସଭାରେ ହିନ୍ଦୀ, ଇଂରାଜୀ ଏବଂ ଅନେକ ଆଞ୍ଚଳିକ ଭାଷାରେ କହୁଥିବା ସଦସ୍ୟଙ୍କ ଭାଷଣର ତୁରନ୍ତ ମୌଖିକ ଅନୁବାଦ ପ୍ରଦାନ କରେ। କିନ୍ତୁ ବର୍ତ୍ତମାନ, ବନ୍ଦ ହେବ SIS,ଏଥିପାଇଁ…

T20 World Cup: ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ କଲା ଆଇସିସି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଭାରତରେ ହେବାକୁ ଥିବା T20 ବିଶ୍ୱକପ୍ ମ୍ୟାଚ୍ ଗୁଡ଼ିକୁ ସ୍ଥାନାନ୍ତର କରିବାକୁ ବାଂଲାଦେଶର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ଆଇସିସିର ସୁରକ୍ଷା ରିପୋର୍ଟ ଅନୁଯାୟୀ ଭାରତରେ ବାଂଲାଦେଶ ଦଳ ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ବିପଦ ନାହିଁ।…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା; ୨୫ ଦିନରେ ଗଲାଣି ୮ ଜୀବନ

ଢାକା: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ଫେନି ଜିଲ୍ଲାରେ, ଉଗ୍ରବାଦୀମାନେ ୨୮ ବର୍ଷୀୟ ସମୀର କୁମାର ଦାସଙ୍କଠାରୁ ଅଟୋରିକ୍ସା ଛଡ଼ାଇ ହତ୍ୟା କରିଛନ୍ତି। ଅଭିଯୁକ୍ତମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଦୁଇ ଦିନ ପୂର୍ବରୁ ସୁନାମଗଞ୍ଜ ଜିଲ୍ଲାରେ ଜଣେ ହିନ୍ଦୁ…

Pakistan-Indonesia Defence Deal: ଇଣ୍ଡୋନେସିଆକୁ JF-17 ଲଢ଼ୁଆ ବିମାନ ବିକିବ ପାକିସ୍ତାନ

ଇସଲାମାବାଦ: ଇଣ୍ଡୋନେସିଆର ପ୍ରତିରକ୍ଷା ମନ୍ତ୍ରୀ ସଜାଫ୍ରି ସଜାମସୁଦ୍ଦିନ ପାକିସ୍ତାନ ଗସ୍ତରେ ଅଛନ୍ତି। ସେ ସୋମବାର ଦିନ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଏବଂ ବାୟୁସେନା ମୁଖ୍ୟ ଜାହିର ସିଦ୍ଧୁଙ୍କ ସହ ସାକ୍ଷାତ କରିଥିଲେ। ଏହି ବୈଠକ ପରେ ପାକିସ୍ତାନୀ ସେନା କହିଛି ଯେ ଇଣ୍ଡୋନେସିଆ…

US Iran Crisis: ଆମେରିକାର ଧମକ: ଇରାନ୍ ସହ ବ୍ୟବସାୟ କଲେ ଲାଗିବ ଅତିରିକ୍ତ ଟାରିଫ୍

ୱାଶିଂଟନ: ଇରାନ ଉପରେ ଚାପ ବୃଦ୍ଧି କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ ବୋମା ପକାଇଛନ୍ତି। ଇରାନ୍ ସହ ବ୍ୟବସାୟ କରୁଥିବା ଦେଶମାନଙ୍କୁ ଆମେରିକା ଧମକ ଦେଇଛି। ଟ୍ରମ୍ପ କହିଛନ୍ତି ଯେ ଏଭଳି ଦେଶମାନଙ୍କ ଉପରେ ଲାଗିବ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍। ସୋସିଆଲ୍ ମିଡିଆରେ…

Cold Wave: ରାଜ୍ୟରେ ଅସହ୍ୟ ଥଣ୍ଡା; ରାତି ତାପମାତ୍ରା ୧ରୁ ୨ ଡିଗ୍ରୀ ଖସିବା ସମ୍ଭାବନା

ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଲା ଶୀତ। ଅସହ୍ୟ ଥଣ୍ଡାରେ କଲବଲ ରାଜ୍ୟବାସୀ। ୧୪ ତାରିଖ ଯାଏ ଶୀତ ଲହରୀ ଜାରି ରହିବ। ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର। ସକାଳ ୫ଟା ୩୦ରେ ୧୦ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର। ମୟୂରଭଞ୍ଜରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀକୁ ଖସିଲା ପାରଦ।…

MPATGM:ପୁଣି କମାଲ୍ କଲା DRDO; ଟ୍ୟାଙ୍କ ଧ୍ୱଂସକାରୀ ସ୍ୱଦେଶୀ ମିସାଇଲର ହେଲା ସଫଳ ପରୀକ୍ଷଣ

ନୂଆଦିଲ୍ଲୀ:ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଆଉ ଏକ ବଡ଼ ସଫଳତା ହାସଲ କରିଛି। DRDO ଏକ ଗତିଶୀଳ ଟ୍ୟାଙ୍କ ବିରୁଦ୍ଧରେ ତୃତୀୟ ପିଢ଼ିର ମାନବ-ପୋର୍ଟେବଲ୍ ଆଣ୍ଟି-ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍ (MPATGM)( Third Generation Fire and Forget Man Portable…

ଖୋର୍ଦ୍ଧା ପରେ ଢେଙ୍କାନାଳ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ

ଢେଙ୍କାନାଳ:ପୁଣି ଆଉ ଏକ ବିଦ୍ୟାଳୟରେ ଦେଖାଦେଲା ଜଣ୍ଡିସ ରୋଗ । ଖୋର୍ଦ୍ଧା ପରେ ଢେଙ୍କାନାଳ ଜିଲ୍ଲାରେ ସାମ୍ନାକୁ ଆସିଲା ଜଣ୍ଡିସ । ଗଁଦିଆ ବ୍ଲକ୍ ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ ହୋଇଛି । ବିଦ୍ୟାଳୟର ଜଣେ ଛାତ୍ର ଜଣ୍ଡିସ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା…

ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…

ନୂଆଦିଲ୍ଲୀ: ଫେବୃଆରୀ ୧ ତାରିଖ ରବିବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଉପସ୍ଥାପନ କରିବେ। ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୋମବାର ଦିନ ସୂଚନା ଦେଇଛନ୍ତି। ତେବେ ୨୦୧୭ ପରେ ପ୍ରଥମ ଥର ପାଇଁ ରବିବାର ଦିନ ବଜେଟ୍ ଉପସ୍ଥାପନ କରାଯିବ। ଏହି…

Jagdeep Dhankhar Hospitalised At AIIMS: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏମ୍ସରେ ଭର୍ତ୍ତି; ଗତ ସପ୍ତାହରେ…

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ(Former Vice President Jagdeep Dhankhar ) ସୋମବାର ସ୍ଵାସ୍ଥ୍ୟ ବିଗିଡ଼ିଛି। ଚିକିତ୍ସା ପାଇଁ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ଜଗଦୀପ ଧନଖଡ଼ ଗତ ସପ୍ତାହରେ ଦୁଇଥର ଅଚେତ ହୋଇଯିବା ପରେ ସୋମବାର ଦିଲ୍ଲୀ…