Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍‌ଘାଟିତ

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଜାତୀୟ ସଡକ ସୁରକ୍ଷା ମାସ ପାଳିତ ହେଉଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଡକ ସୁରକ୍ଷା ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଆରମ୍ଭ କରିଛନ୍ତି। ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ…

କୋର୍ଟକୁ ଆସିଲେନି ପିୟୂଷ

ଭୁବନେଶ୍ୱର: ବିବାଦରେ ଫସିଥିବା ଯାତ୍ରା ଅଭିନେତା ପିୟୂଷ କୋର୍ଟକୁ ଆସିଲେନି । ଆଜି ତାଙ୍କୁ କୋର୍ଟରେ ହାଜର ହେବା ପାଇଁ କୋର୍ଟ ତରଫରୁ ତାଙ୍କୁ ନୋଟିସ ହୋଇଥିଲା । ହେଲେ ସେ ବ୍ୟକ୍ତିଗତଭାବେ ହାଜର ହୋଇନାହାଁନ୍ତି । ତାଙ୍କ ସ୍ଥାନରେ ଓକିଲ କୋର୍ଟରେ ପକ୍ଷ ରଖିଥିବା କୁହାଯାଇଛି । ପିୟୂଷ…

୬୯ତମ ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶା ରନର୍ସଅପ୍

ଭୁବନେଶ୍ବର: ଝାଡ଼ଖଣ୍ଡ ରାଞ୍ଚିଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ତୀରନ୍ଦାଜ୍ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ମୋଟ୍ ୪ ଟି ସ୍ଵର୍ଣ୍ଣ, ୫ ଟି ରୌପ୍ୟ ଓ…

ରୋଗୀ ମୃତ୍ୟୁ ପରେ ମେଡିକାଲରେ ହାଇଡ୍ରାମା

ପୁରୀ: ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ପରିବାରଲୋକଙ୍କ ମଧ୍ୟରେ ଉତ୍ତେଜନା । ପରିସ୍ଥିତି ଏପରି ହୋଇଥିଲା ଯେ ଦୀର୍ଘ ସମୟ ଯାଏଁ କେହି କିଛି କାମ କରିପାରିନଥିଲେ । ପୁରୀ ସଦର ଶାସନ ଦାମୋଦରପୁର ଗାଁର ଗଙ୍ଗାଧର ପରିଡାଙ୍କ ଝିଅ ରୋଜାଲିନ ପରିଡା ୧୦ ତାରିଖରେ କନ୍ୟା…

ବାପାଙ୍କ ସମର୍ଥନରେ ବାହାରିଲେ ସୋଫିଆ

ଭୁବନେଶ୍ୱର: ସାରା ଦେଶରେ ଆଜି ପାଳିତ ହୋଇଛି ରାଷ୍ଟ୍ରୀୟ ଯୁବ ଦିବସ । ଏହି ଅବସରରେ ରାଜଧାନୀରେ ଯୁବ ସମାବେଶ କରିଛନ୍ତି ପୂର୍ବତନ କଂଗ୍ରେସ ନେତା ମହମ୍ମଦ ମୋକିମ । କଂଗ୍ରେସ ଦଳରୁ ବାହାରିବା ପରେ ଆଜି ସେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଯୁବକମାନେ ଏକ ହୁଅ ଏବଂ ଦେଶକୁ ଆଗକୁ ନିଅ ବୋଲି ସେ…

୨୦୦କୁ ବଢିପାରେ ବିଧାନସଭା ସିଟ୍ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ଆସନ ସଂଖ୍ୟା ୧୪୭ରୁ ପ୍ରାୟ ୨୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ସୂଚିତ କରିଛନ୍ତି। ଭୁବନେଶ୍ୱରରେ ନୂତନ ବିଧାନସଭା କୋଠା ଏବଂ ଲୋକସେବା ଭବନର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଆୟୋଜିତ ଏକ…

Accident Rate: ବର୍ଷକୁ ଦେଶରେ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ରାଜ୍ୟରେ ଜାଣନ୍ତୁ କେତେ…

ଭୁବନେଶ୍ଵର: ଦେଶରେ ଦୈନିକ ଘଟୁଥିବା ଦୁର୍ଘାଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବହନ ସଚିବ ଉଷା ପାଢୀ । ସେ ତଥ୍ୟ ରଖି କହିଛନ୍ତି ଯେ, ବର୍ଷକୁ ଦେଶରେ ଲକ୍ଷ ଦୁର୍ଘଟଣା ଘଟି ଅକାଳରେ ଯାଉଛି ୧ ଲକ୍ଷ ୭୦ ହଜାର ଜୀବନ । ସେହିପରି ଦୁର୍ଘଟଣାର ଶିକାର ହୋଇ ୩ ଲକ୍ଷରୁ ଅଧିକ ସଂଖ୍ୟାରେ ଲୋକ…

Gold Silver Price: ପୁଣି ରେକର୍ଡ କଲା ସୁନା-ରୂପା ଦର, ଜାଣନ୍ତୁ ଆଜି କେତେ ରହିଛି…

ଭୁବନେଶ୍ବର: ବଜାରରେ ସୁନା ଓ ରୁପା ଦର ଆକାଶଛୁଆଁ ହେବାରେ ଲାଗିଛି । ଗତ ସପ୍ତାହରେ ଏହାର ଦର ସାମାନ୍ୟ କମିଥିବା ବେଳେ ଆଜି ପୁଣି ନୂଆ ଦର ସାମ୍ନାକୁ ଆସିଛି । ପୁଣି ନୂଆ ରେକର୍ଡ କରିଛି ସୂନା ଦର । ଆଜି ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧.୪୦ଲକ୍ଷ ଅତିକ୍ରମ କରିଛି । ଦେଶର ରାଜଧାନୀ…

ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ, ‘X’ ଛାଡ଼ିବା ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର: ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ । ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢ଼ୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ଛାଡ଼ିବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ଛାଡିବା ବେଳେ ଏକ ପୋଷ୍ଟରେ ଲେଖିଛନ୍ତି, “ପ୍ଲାଟଫର୍ମରେ ମୋର ଉପସ୍ଥିତି ସବୁବେଳେ ସରଳ ନୀତି ଉପରେ…

ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନୀତ ହେବେ ନୃସିଂହ ଚରଣ ଷଡ଼ଙ୍ଗୀ

ଭୁବନେଶ୍ୱର: "ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ-୨୦୨୧" ସମ୍ମାନୀତ ହେବେ ନୃସିଂହ ଚରଣ ଷଡ଼ଙ୍ଗୀ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।…