Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହାନଦୀ ସଂକଟର ସମାଧାନ କେବେ, ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ: ବିଜେଡି

ଭୁବନେଶ୍ୱର: ମହାନଦୀ ହେଉଛି ଓଡିଶାର ଜୀବନ ସ୍ରୋତ । ଗତ କିଛି ଦଶନ୍ଧି ହେଲା ଓଡିଶାବାସୀଙ୍କ ମା' ସମାନ ମହାନଦୀର ଜୀବନସ୍ରୋତକୁ ସଂକୁଚିତ କରି ମା’କୁ ବିକଳାଙ୍ଗ କରିଦେବାର ହୀନ ଚକ୍ରାନ୍ତ ସମଗ୍ର ଓଡିଶାବାସୀଙ୍କ ପାଇଁ ବେଦନା ଦାୟକ ହୋଇପଡିଛି ବୋଲି ବିଜେଡିର ବରିଷ୍ଠ ନେତା ତଥା ବିରୋଧୀ ଦଳର…

ନାଗରିକତା ଛାଡୁଛନ୍ତି ଭାରତୀୟ, ଗତ ପାଞ୍ଚ ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ବୃଦ୍ଧି

ନୂଆଦିଲ୍ଲୀ: ଦେଶ ଛାଡି ବିଦେଶ ପଳାଉଛନ୍ତି ଭାରତୀୟ। ଏହା ସହ ସେମାନେ ସେହି ଦେଶର ନାଗରିକତା ପାଇ ଭାରତର ନାଗରିକତା ଛାଡି ଦେଉଛନ୍ତି। ପ୍ରତିବର୍ଷ ବିଦେଶରେ ବସବାସ କରୁଥିବା ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପ୍ରତିବର୍ଷ ୨ ଲକ୍ଷ ଭାରତୀୟ ବିଦେଶରେ ବସବାସ କରୁଛନ୍ତି ଏବଂ ଭାରତୀୟ ନାଗରିକତା…

Students Ill: ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୫୦ରୁ ଉର୍ଧ୍ବ ଛାତ୍ରୀ ଅସୁସ୍ଥ…

କୋରାପୁଟ: ବିଷାକ୍ତ ଖାଦ୍ୟ ଖାଇ ୫୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଖବର ମୁତାବକ, ବାଉଁଶପୁଟ ଉଚ୍ଚ ପ୍ରାଥମିକ…

IndiGo Flight Makes Emergency Landing : ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଭୁବନେଶ୍ୱର-ରାଞ୍ଚି ଇଣ୍ଡିଗୋ…

ଭୁବନେଶ୍ବର: ଭୁବନେଶ୍ୱରରୁ ରାଞ୍ଚି ଯାଉଥିବା ଏକ ଇଣ୍ଡିଗୋ ବିମାନ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଶୁକ୍ରବାର ରାତିରେ ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରେ ଇଣ୍ଡିଗୋ ବିମାନ ନମ୍ବର 6E 7361କୁ ବିମାନବନ୍ଦରରେ ଏକ ହାର୍ଡ…

୧୨ ହଜାର ଟଙ୍କା ଦେଇ କିଣିଥିଲେ ଟିକେଟ୍, ପାଇଲେନି ମେସିଙ୍କ ଝଲକ: ତାତିଗଲେ ପ୍ରଶଂସକ

କୋଲକାତା: ବିଶ୍ୱ ପ୍ରସିଦ୍ଧ ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତର ପ୍ରଥମ ଦିନରେ, ସେ କୋଲକାତାରେ ଏକ ୭୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଭର୍ଚୁଆଲ୍ ଭାବରେ ଉଦଘାଟନ କରିଥିଲେ। ତା’ପରେ ସେ କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ୍…

ଦିଦିଙ୍କ ନିର୍ବାଚନମଣ୍ଡଳୀରେ କଟିଯାଇଛି ହଜାର ହଜାର ଭୋଟରଙ୍କ ନାମ: ନିର୍ବାଚନ କମିଶନଙ୍କ ରିପୋର୍ଟ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ କମିଶନ (EC) ଶୁକ୍ରବାର ନିର୍ବାଚନମଣ୍ଡଳୀ-ୱାରି ତଥ୍ୟ ପ୍ରକାଶ କରିଛନ୍ତି। ଏହି ତଥ୍ୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭବାନୀପୁର ନିର୍ବାଚନମଣ୍ଡଳୀରେ ସର୍ବାଧିକ ଭୋଟରଙ୍କ ନାମ ବାଦ ଦିଆଯାଇଛି। ଏହା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ…

କେରଳ ତାଣ୍ଡବ ରଚୁଛି ଏହି ଭୟଙ୍କର ରୋଗ, ବର୍ଷକୁ ୨୦୦ରୁ ଅଧିକ ଲୋକଙ୍କର ଯାଉଛି ଜୀବନ

ନୂଆଦିଲ୍ଲୀ: କେରଳରେ ଲେପ୍ଟୋସ୍ପାଇରୋସିସ୍ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଶୁକ୍ରବାର ଲୋକସଭାରେ କହିଛନ୍ତି ଯେ ଚଳିତ ବର୍ଷ ଜାନୁଆରୀ ୧ରୁ ଡିସେମ୍ବର ୫ ମଧ୍ୟରେ କେରଳରେ ଲେପ୍ଟୋସ୍ପାଇରୋସିସ୍ ର ୩,୨୫୯ ନିଶ୍ଚିତ ମାମଲା ଚିହ୍ନଟ ହୋଇଥିବା…

ଶ୍ରୀମନ୍ଦିର ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଅନୁମୋଦନ; ସେପଟେ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଗର୍ଭଗୃହ ଦର୍ଶନ…

ପୁରୀ: ଶ୍ରୀମନ୍ଦିର ପହିଲି ଭୋଗ ନୀତି ନିର୍ଘଣ୍ଟକୁ ମିଳିଲା ଅନୁମୋଦନ । ଉଭୟ ଛତିଶା ନିଯୋଗ ଓ ନୀତି ସବ୍ କମିଟି ପକ୍ଷରୁ ଅନୁମୋଦନ ମିଳିଛି । ୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ପାଇଁ ରାତ୍ରୀ ୨ଟାରୁ ହେବ ଦ୍ଵାରଫିଟା । ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତମାନେ ଗଠନ…

ଗତିରୁ ପ୍ରଗତି: ଭିତ୍ତିଭୂମି ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ନେଇ ତ୍ରିପାକ୍ଷିକ ଚୁକ୍ତି

ସୂଚନା ବିଜ୍ଞାନ ସଂସ୍ଥାନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ। ଓଡ଼ିଶା ସରକାଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଜରିଆରେ ଓ ଗୁଜୁରାଟ ଗାନ୍ଧିନଗରସ୍ଥିତ ଭାସ୍କରାଚାର୍ଯ୍ୟ ଜାତୀୟ ଅନ୍ତରୀକ୍ଷ ପ୍ରୟୋଗ ଏବଂ ଭୂ-ସୂଚନା ବିଜ୍ଞାନ ସଂସ୍ଥାନ (ବିଆଇଏସ୍ଏଜି-ଏନ) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର…

ବେଆଇନ ଖଣି କ୍ଷତିପୂରଣ ଆଦାୟ ମାମଲା: ସ୍ବତନ୍ତ୍ର ଖଣ୍ଡପୀଠ ଗଠନ ପାଇଁ ଓଡ଼ିଶା ହାଇକୋର୍ଟଙ୍କୁ କହିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ବେଆଇନ ଖଣି କ୍ଷତିପୂରଣ ଆଦାୟ ମାମଲାରେ କଠୋର ହେଲେ ସୁପ୍ରିମକୋର୍ଟ। ଓଡିଶାରେ ବେଆଇନ ଖଣି କ୍ଷତିପୂରଣ ରାଶି ଅସୁଲ କରିବାରେ ପ୍ରତିବନ୍ଧକ ସାଜିଥିବା ମାମଲାଗୁଡ଼ିକର ତ୍ବରିତ ଫଇସଲା କରିବା ପାଇଁ ଏକ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ…