Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କ୍ୟାବ୍ ବୁକିଂକୁ ନେଇ ନୟାନ୍ତ ରାଜଧାନୀବାସୀ: ଓଲା, ଉବେର୍ ସେବା ବାଧାପ୍ରାପ୍ତ, ବଢୁଛି ଅସନ୍ତୋଷ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆପ୍-ଭିତ୍ତିକ କ୍ୟାବ୍ ସେବା ପ୍ରଦାନକାରୀ ସଂସ୍ଥା ଓଲା ଏବଂ ଉବେର୍‌କୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଗତ କିଛି ଦିନ ହେବ ବୁକିଂରେ ବ୍ୟାପକ ସମସ୍ୟା ଦେଖାଦେଉଥିବାରୁ ସାଧାରଣ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି ଏବଂ…

ହାଣ୍ଡିଆ ଦେଇ ସାଇବର ଠକ ଖୋଲୁଛନ୍ତି ମ୍ୟୁଲ୍ ଆକାଉଣ୍ଟ;ଜଣେ ଗିରଫ

ଭୁବନେଶ୍ବର: ହାଣ୍ଡିଆ ପିଆଇ ଲୋକଙ୍କଠାରୁ ଭଡ଼ାରେ ନେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ ସାଇବର ଠକ। ମ୍ୟୁଲ୍ ଆକାଉଣ୍ଟରେ ଆସୁଛି ସାଇବର ଠକେଇ ଟଙ୍କା । ଆକାଉଣ୍ଟ ଖୋଲିଦେଇ ମୋଟା ଅଙ୍କର କମିଶନ ନେଉଛନ୍ତି ଠକଙ୍କ ସହଯୋଗୀ। ଏଭଳି ଏକ ଠକକୁ ଧରିଛି ପୋଲିସ । ମୟୂରଭଞ୍ଜରୁ ମୁଲ୍ ଆକାଉଣ୍ଟ ଚଳାଉଥିବା…

ଜିଲ୍ଲା ଜଜ୍ ନିଯୁକ୍ତି ପରୀକ୍ଷା ମାର୍କରେ ହେରଫେର: ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ପ୍ରାର୍ଥୀଙ୍କୁ ମିଳିଲା ସାକ୍ଷାତକାର…

କଟକ: ଜିଲ୍ଲା ଜଜ୍ ନିଯୁକ୍ତି ପାଇଁ ଅନୁଷ୍ଠିତ ହୋଇଥିବା ପରୀକ୍ଷାର ଉତ୍ତରଖାତାରେ ମାର୍କ ହେରଫେର କରାଯାଇଥିବା ଭଳି ଏକ ସଙ୍ଗିନ ଅଭିଯୋଗର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଆବେଦନକାରୀ ପ୍ରାର୍ଥୀଙ୍କ ଅଭିଯୋଗକୁ ବିଚାରକୁ ନେଇ କୋର୍ଟ ତାଙ୍କୁ ଆଗାମୀ…

ବାଇକ୍‌ରେ ଯିବାବେଳେ ଓଢ଼ଣୀ ପାଇଁ ଗଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ: ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁଁ ତଳେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି । ସୂଚନାଥାଉକି, ଝରିଗାଁ ଗ୍ରାମର ଶିବ ରାମ ପାଢ଼ୀ ଏବଂ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ପାତ୍ର(୩୧) ଏକ ବାଇକ୍‌ ଯୋଗେ ଘରୁ E-KYC କରିବା…

ଯୁବପିଢ଼ିଙ୍କୁ ରାହୁଲଙ୍କ ଆହ୍ୱାନ: ଛାତ୍ରଛାତ୍ରୀଙ୍କ ସମାନ ସୁଯୋଗ ହିଁ ଗଢ଼ିବ ନୂଆ ଭାରତ

ପୁଣେ: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ଏକ ଛାତ୍ର ସମାବେଶରେ ଯୋଗ ଦେଇ ନାରୀ ଶକ୍ତିର ମହତ୍ତ୍ୱ ଉପରେ ବିସ୍ତୃତ ଆଲୋକପାତ କରିଛନ୍ତି। 'ଛାତ୍ରୋଁ କି ଗୁଞ୍ଜ' ନାମକ ଏହି ବିଶେଷ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସେ ଦୃଢ଼ୋକ୍ତି…

ଉତ୍ତର-ପୂର୍ବାଞ୍ଚଳର ‘ଲାଇଫ୍ ଲାଇନ୍’ ଉପରେ କେନ୍ଦ୍ର ସରକାରଙ୍କ ଫୋକସ୍, ସୀମା ସୁରକ୍ଷା ନେଇ…

ନୂଆଦିଲ୍ଲୀ: ଭାରତର ସୁରକ୍ଷା ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବା ସିଲିଗୁଡ଼ି କରିଡର (ଯାହାକୁ 'ଚିକେନ୍ ନେକ୍' ମଧ୍ୟ କୁହାଯାଏ) ର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏହି…

EAM Jaishankar to meet Lavrov in Moscow:ଜୟଶଙ୍କରଙ୍କ ୨ଦିନିଆ ମସ୍କୋ ଗସ୍ତ;ପ୍ରତିପକ୍ଷ ଲାଭରୋଭଙ୍କୁ ଭେଟିବେ;ଏହି…

ନୂଆଦିଲ୍ଲୀ:ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଅଗଷ୍ଟ ୨୩ ଏବଂ ୨୪ ତାରିଖରେ ଋଷିଆ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ IRIGC-TEC ର ୨୭ତମ ଅଧିବେଶନର ସହ-ଅଧ୍ୟକ୍ଷତା କରିବେ ଏବଂ ଋଷିଆର ନିଜ ସମକକ୍ଷ ସର୍ଗେଇ ଲାଭରୋଭଙ୍କ ସହ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।…

ମହଙ୍ଗା ଚିନିକୁ କୁହନ୍ତୁ ‘ନା’, ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଏହି ୩ଟି ପ୍ରାକୃତିକ ମିଠା ବ୍ୟବହାର କରନ୍ତୁ

ବଜାରରେ ଲଗାତାର ଭାବେ ଚିନି ଦର ବୃଦ୍ଧି ପାଉଥିବାରୁ ସାଧାରଣ ଖାଉଟି ଚିନ୍ତାରେ ପଡ଼ିଛନ୍ତି। ଦୈନନ୍ଦିନ ଖାଦ୍ୟପେୟରେ ଚିନି ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଏହାର ଦର ବୃଦ୍ଧି ସିଧାସଳଖ ଘରୋଇ ବଜେଟ୍ ଉପରେ ପ୍ରଭାବ ପକାଉଛି। ତେବେ ଏହି ସମସ୍ୟାର ଏକ ସୁସ୍ଥ ଏବଂ ଉତ୍ତମ ସମାଧାନ ରହିଛି।…

ଆକାଶରେ ଉଡ଼ୁଥିବା ବେଳେ ବଢ଼ୁଛି କର୍କଟ ରୋଗର ଆଶଙ୍କା, ପାଇଲଟ୍‌ମାନଙ୍କୁ ସର୍ବାଧିକ ବିପଦ!

ନୂଆଦିଲ୍ଲୀ: ଆକାଶରେ ହଜାର ହଜାର ଘଣ୍ଟା ଅତିବାହିତ କରୁଥିବା ପାଇଲଟ୍ ଏବଂ ଫ୍ଲାଇଟ୍ ଆଟେଣ୍ଡାଣ୍ଟ (ଏୟାର୍ ହୋଷ୍ଟେସ୍) ମାନଙ୍କ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ହାର୍ଭାର୍ଡ ମେଡିକାଲ ସ୍କୁଲର ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, ୫୦୦ରୁ ଅଧିକ ବିଭିନ୍ନ ପେସାର ଲୋକଙ୍କ ତୁଳନାରେ…

ସିନ୍ଧୁ ଜଳ ଚୁକ୍ତି ସଂଶୋଧନ ପ୍ରସଙ୍ଗ: ପାକିସ୍ତାନ ମନ୍ତ୍ରୀ ଅହସାନ ଇକବାଲଙ୍କ ବଡ଼ ବୟାନ

ନୂଆଦିଲ୍ଲୀ/ଇସଲାମାବାଦ: ସିନ୍ଧୁ ଜଳ ଚୁକ୍ତି ସଂଶୋଧନ ପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ ନୋଟିସ୍ ଦିଆଯିବା ପରେ ପଡ଼ୋଶୀ ଦେଶରେ ହଟଚମଟ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ପାକିସ୍ତାନର ଯୋଜନା ମନ୍ତ୍ରୀ ଅହସାନ ଇକବାଲ ଏକ ବଡ଼ ବୟାନ ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ…