Latest Odisha News

BREAKING NEWS

Police SI Exam Scam: ସିବିଆଇର ପ୍ରଥମ ଆକ୍ସନ, ଦୀଘା ମଡେଲ୍‌ର ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ଜାଲିଆତୀ ଘଟଣାରେ ସିବିଆଇର ବଡ଼ ଆକ୍ସନ । ଦୀଘା ମଡେଲ୍‌ର ମାଷ୍ଟରମାଇଣ୍ଡକୁ ଉଠାଇ ଆଣିଲା ସିବିଆଇ । ମାଷ୍ଟରମାଇଣ୍ଡକୁ ପାରଳାଖେମୁଣ୍ଡିରୁ ଉଠାଇ ଆଣିଲା ସିବିଆଇ । ମାଷ୍ଟରମାଇଣ୍ଡ ବିରଞ୍ଚି ନାରୟଣ ନାୟକ ସିବିଆଇରେ ଅଟକ । ଏସଆଇ ଜାଲିଆତିରେ ସିବିଆଇର ପ୍ରଥମ ଆକ୍ସନ ।

Leave A Reply

Your email address will not be published.