ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଲୁଟେରା । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଓପଲଫେଡ ଦୋକାନରୁ ଚୋରି ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗତକାଲି ରାତି ୨ଟା ପାଖାପାଖି ସମୟ ହେବ ଜଣେ ଯୁବକ ଦୋକାନ ଭିତରେ ପଶି କ୍ୟାସ ବାକ୍ସରେ ଥିବା ୧୪ ହଜାର ଟଙ୍କା ଲୁଟ କରିଛନ୍ତି । ଆଉ ଏହି ଚୋରି ସମୟର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।ଏହି ସିସିଟିଭି ଆଧାରରେ ଯୁବକଙ୍କୁ ଗିରଫ କରିଛି ପୋଲିସ ।
BREAKING NEWS
- Operation Trashi‑I: ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା; ୩ ଆତଙ୍କବାଦୀ ନିହତ
- Elephant Death: ବେଲଘର ହାତୀ ମୃତ୍ୟୁ ଘଟଣା: ଆଉ ୩ ଶିକାରୀ ଗିରଫ
- ରାଜଧାନୀରେ ବାଇକକୁ ପିଟିଲା କାର୍; ୫ ଆହତ
- କିଟ୍ ଓ କିସ୍ ପରିଦର୍ଶନ କଲେ ଆମାଜନ ଆଇନ୍ ମୁଖ୍ୟ ଡାଭିଡ୍
- ନ୍ୟୁୟର୍କକୁ ଏୟାର ଇଣ୍ଡିଆର ବିମାନ ସେବା ବାତିଲ, ଜାଣନ୍ତୁ କାହିଁକି…
- Policemen found shot dead: ASI ଓ ହୋମଗାର୍ଡଙ୍କୁ ଗୁଳି କରି ହତ୍ୟା ; ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟର ଏଙ୍ଗଲରୁ ତଦନ୍ତ
- ଝାରସୁଗୁଡ଼ା ଦୁର୍ଘଟଣା; ମୃତ ୫ ପୋଲିସ ଅଧିକାରୀଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା
- ସୁପର ଏଇଟରେ ଶ୍ରୀଲଙ୍କାକୁ ହରାଇଲା ଇଂଲଣ୍ଡ
- ‘ଅପରେସନ ସାଇବର କବଚ’: ୩୬୨୫ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୧୮୭ଜଣ ଅଭିଯୁକ୍ତ ଗିରଫ
- ପୁଅ ଅଗସ୍ତ୍ୟକୁ ୪ କୋଟିର ଦାମୀ ଗିଫ୍ଟ ଦେଲେ ହାର୍ଦ୍ଦିକ
Comments are closed.