ନୂଆଦିଲ୍ଲୀ: କୋଭିଡ-୧୯ ଦ୍ୱିତୀୟ ତରଙ୍ଗ ସମୟରେ ଅମ୍ଳଜାନ ଅଭାବରୁ ମୃତ୍ୟୁ ଘଟିଛି। ଏ ନେଇ କେନ୍ଦ୍ର ମଙ୍ଗଳବାର ସଂସଦକୁ ସୂଚନା ଦେଇଛି ଯେ ଆନ୍ଧ୍ରପ୍ରଦେଶରେ ଅମ୍ଳଜାନ ସଙ୍କଟରେ କିଛି କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।
ମନ୍ତ୍ରଣାଳୟ ସଂସଦରେ କହିଛି ଯେ ଭେଣ୍ଟିଲେଟର ଥିବା କିଛି କରୋନା ରୋଗୀ ଚିକିତ୍ସିତ ହେଉଥିବାବେଳେ ଅମ୍ଳଜାନ ଅଭାବ ଯୋଗୁ ମୃତ୍ୟୁ ହୋଇଛି।
Comments are closed.