Latest Odisha News
Browsing Tag

oxygen shortage

ଦ୍ୱିତୀୟ ତରଙ୍ଗ ସମୟରେ ଅମ୍ଳଜାନ ଅଭାବ ଯୋଗୁ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ-୧୯ ଦ୍ୱିତୀୟ ତରଙ୍ଗ ସମୟରେ ଅମ୍ଳଜାନ ଅଭାବରୁ ମୃତ୍ୟୁ ଘଟିଛି। ଏ ନେଇ କେନ୍ଦ୍ର ମଙ୍ଗଳବାର ସଂସଦକୁ ସୂଚନା ଦେଇଛି ଯେ ଆନ୍ଧ୍ରପ୍ରଦେଶରେ ଅମ୍ଳଜାନ ସଙ୍କଟରେ କିଛି କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ମନ୍ତ୍ରଣାଳୟ ସଂସଦରେ କହିଛି ଯେ ଭେଣ୍ଟିଲେଟର ଥିବା କିଛି କରୋନା…

ଅଧରାତିରେ ସରିଗଲା ଅକ୍ସିଜେନ୍, ଆଖି ବୁଜିଲେ ୧୩ କରୋନା ରୋଗୀ

ପାନାଜୀ: ଗୋଆର ସରକାରୀ ମେଡିକାଲ କଲେଜରେ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ଲାଗି ରହିଛି । ୪ ଦିନରେ ଗୋଟିଏ ମେଡିକାଲରେ ଅକ୍ସିଜେନ୍ ଅଭାବରୁ ୭୫ ରୋଗୀ ପ୍ରାଣ ହରାଇଲେଣି । ସୂତ୍ର ଅନୁସାରେ, ରାତି ଗୋଟାଏରୁ ସକାଳ ୬ଟା ମଧ୍ୟରେ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ୪ ଦିନ ମଧ୍ୟରେ…

ଅମ୍ଳଜାନ ଅଭାବ ହେତୁ ୬ କରୋନା ରୋଗୀଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସମେତ କର୍ଣ୍ଣାଟକର କିଛି ଅଂଶରେ ଅମ୍ଳଜାନ ସଙ୍କଟ ଆହୁରି ଗଭୀର ହେଉଛି ଏବଂ ଡାକ୍ତରଖାନାଗୁଡ଼ିକ ଅମ୍ଳଜାନ ଯୋଗାଣର ବ୍ୟବଧାନକୁ ନେଇ ଚିନ୍ତା ମଧ୍ୟ ବଢିଛି। ଅମ୍ଳଜାନ ଅଭାବ ହେତୁ ଚାମରାଜନଗର ଜିଲ୍ଲାରେ ୨୪ ଜଣଙ୍କର ମୃତ୍ୟୁ ହେବାର ଗୋଟିଏ ଦିନ ପରେ ମଙ୍ଗଳବାର ଦିନ…