ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚ୍ୟାପେଲ ଆଜି କ୍ରିକେଟ କମେଂଟ୍ରିକୁ ଅଲବିଦା କହିଛନ୍ତି । ୪୫ ବର୍ଷ ଧରି ସେ କମେଂଟ୍ରି କରି ଆସୁଥିଲେ । ରିଚି ବେନୋ, ବିଲ ଲରୀ ଓ ଟୋନୀ ଗ୍ରେଗଙ୍କୁ ନେଇ ସେ ଏକ ଟିମ ଗଠନ କରିଥିଲା । ଯାହାଙ୍କ କମେଂଟ୍ରି କ୍ରିକେଟପ୍ରେମୀଙ୍କୁ ବେଶ ପସନ୍ଦ ଆସିଥିଲା । ୨୦୧୯ରେ ଚ୍ୟାପେଲ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ଦୀର୍ଘ ଦିନ ଧରି ଚିକିତ୍ସିତ ହେବା ପରେ ସେ ଏଥିରୁ ମୁକୁଳିଥିଲେ । ୭୮ ବର୍ଷୀୟ ଚ୍ୟାପେଲ କିନ୍ତୁ ଏହି ସମୟ ମଧ୍ୟରେ ମନେ ମନେ ଏଥିରୁ ଅବସର ନେବା କଥା ଚିନ୍ତା କରୁଥିଲେ । ୧୯୬୪ରୁ ୮୦ ମଧ୍ୟରେ ସେ ଟେଷ୍ଟ କ୍ରିକେଟରେ ୫୩୪୫ ରନ ସଂଗ୍ରହ କରିଥିଲେ । ୩୦ଟି ମ୍ୟାଚରେ ସେ ଅଷ୍ଟ୍ରେଲିଆର ଅଧିନାୟକ ଭାର ସମ୍ଭାଳିଥିଲେ । ୩୦ଟି ଦିନିକିଆ ମ୍ୟାଚ ଖେଳିବା ପରେ ସେ ଅବସର ଘୋଷଣା କରିଥିଲେ ଏବଂ ଏହା ପରେ ପରେ କମେଂଟେଟର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ।
BREAKING NEWS
- ଭୟଙ୍କର ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ; ୫ ମୃତ, ୪ ପୋଲିସକର୍ମୀ ଗୁରୁତର
- ସରକାରୀ ଖଜଣାରୁ ୩ କୋଟି ୬୭ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ, ୨ ଗିରଫ
- Malda Hostage Case:ବିମାନବନ୍ଦରରୁ ମାଲଦା ହିଂସାର ‘ମାଷ୍ଟରମାଇଣ୍ଡ’ AIMIM ନେତା ଗିରଫ, ଅନ୍ୟ ୩୫ ଜଣ ମଧ୍ୟ ବନ୍ଧା ହେଲେ
- ମିଛ କହିବା ଦ୍ୱାରା ଗରମ ହୁଏ ଶରୀରର ଏହି ଅଂଶ, ଜାଣନ୍ତୁ ଏହା ପଛର ରହସ୍ୟ..
- CM Completed His self-enumeration: ସ୍ୱ-ଜନଗଣନାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ନିଜ ବାସଭବନରେ କଲେ ନିଜର ସେଲ୍ଫ ଏନୁମରେସନ୍
- ଭୂତଳର କେଉଁ ସ୍ଥାନରୁ ଆସିଥାଏ ତେଲ? ଜାଣନ୍ତୁ ଏହା କାହିଁକି କିଛି ସୀମିତ ସ୍ଥାନରୁ ମିଳେ
- ଆଳୁ ଦର ୧୨ ଟଙ୍କାରୁ ଅଧିକ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ: ଯୋଗାଣ ବିଭାଗ
- Explosion: ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ; ନାବାଳକ ସମେତ ୬ ଜଣ ଗୁରୁତର
- No Transit Fee On India In Hormuz Strait: ହରମୁଜ୍ ପ୍ରଣାଳୀରେ ନାହିଁ ଭାରତୀୟ ଜାହାଜ ଉପରେ କୌଣସି ଅତିରିକ୍ତ ଟିକସ…
- Fire Safety Mandatory for All Government Building: ଏଣିକି ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ରହିବା ବାଧ୍ୟତାମୂଳକ
Comments are closed.