Latest Odisha News

BREAKING NEWS

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ସହାୟତାର ହାତ ବଢାଇଲେ ସେଫ୍‌ ସଞ୍ଜୀବ କପୁର

ମୁମ୍ବାଇ: ଲୋକପ୍ରିୟ ସେଫ୍‌ ସଞ୍ଜୀବ କପୁର ମଧ୍ୟ କୋଭିଡ୍‌ ଯୋଦ୍ଧାମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏ ନେଇ ସେ ସୋସିଆଲ୍‌ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି।

“ଆମେ ଖୁବ ଶୀଘ୍ର ଅହମ୍ମଦାବାଦକୁ ବିସ୍ତାର କରିବୁ ବୋଲି ସେ କହିଛନ୍ତି। ଆମକୁ ସୁରକ୍ଷିତ ରଖିବା ପାଇଁ ଯେଉଁମାନେ ନିରନ୍ତର ପରିଶ୍ରମ କରୁଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ବୋଲି ସେଫ୍‌ କପୁର ଉଲ୍ଲେଖ କରିଛନ୍ତି।

Comments are closed.