ବେଜିଂ: କରୋନା ଭାଇରସ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପରେ ଚୀନରେ ବିଭିନ୍ନ ବଜାର ଖୋଲିବା ଆରମ୍ଭ ହୋଇଛି । ଡେଲି ମେଲ ରିପୋର୍ଟ ମୁତାବକ ଗୁରୁବାର ନାନିଂରେ ଥିବା ଝୋଙ୍ଗଶାନ ରୋଡ ଫୁଡ ଚୀନର କୀଟ ପତଙ୍ଗ ଖାଦ୍ୟର ବଡ ବଜାର ଅଟେ । ଏହା ଏବେ ଗ୍ରାହକଙ୍କ ପାଇଁ ଖୋଲିଛି । ଉହାନ ଠାରୁ ଏହା ୧୩୫୦ କିଲୋମିଟର ଦୂରତାରେ ଅବସ୍ଥିତ ।
ନିର୍ଦ୍ଦିଷ୍ଟ କେତେକ କଟକଣାରେ ଏହାକୁ ଖୋଲା ଯାଇଛି । ୭୦ ଦିନ ପରେ ବିଛା, ବୁଢ଼ୀୟାଣି, ତେଲୁଣିପୋକ ପରି ଖାଦ୍ୟର ବଜାରରେ ଗ୍ରାହକଙ୍କ ଭିଡ ଜମିବା ଆରମ୍ଭ ହୋଇଛି । ତେବେ ଦିନକୁ ୩୦୦୦ ଗ୍ରାହକ ଏହି ଖାଦ୍ୟ ବଜାରକୁ ଆସି ପାରିବେ । ସୂଚନାଯୋଗ୍ୟ ବାଦୁଡି କିମ୍ବା ବଜ୍ରକାପ୍ତାରୁ କରୋନା ଭାଇରସ ଆସିଥିବା ଅନୁମାନ କରାଯାଉଛି । ଅବଶ୍ୟ ଏଥିନେଇ କୌଣସି ସ୍ପଷ୍ଟ ତଥ୍ୟ ପ୍ରକାଶ ପାଇ ନାହିଁ ।
BREAKING NEWS
- ନକଲି ସୁନା ଆମ୍ବ ଦେଖାଇ ଠକି ନେଇଥିଲେ ଲକ୍ଷାଧିକ ଟଙ୍କା;୩ ବର୍ଷ ପରେ ବନ୍ଧାହେଲେ…
- Rahul Arunoday Banerjee Dies: ତାଳସାରୀରେ ସୁଟିଂ ବେଳେ ବଙ୍ଗଳା ଅଭିନେତା ରାହୁଲଙ୍କ ମୃତ୍ୟୁ
- ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନକରିବାରୁ ବିଧାୟିକାଙ୍କୁ ପୋଲିସ ଦ୍ୱାରା ନିର୍ଯାତନା: ବିଜେଡି
- Education system: ନେପାଳରେ ଛାତ୍ର ରାଜନୀତି ନିଷେଧ, ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ବାତିଲ ସହ…
- Sasmit Patra Resigns:ବିଜୁବାବୁଙ୍କ ଉପରେ ଅପମାନଜନକ ମନ୍ତବ୍ୟ ପାଇଁ ଇସ୍ତଫା ଦେଲେ ସସ୍ମିତ ପାତ୍ର
- ଚିନ୍ତାରେ ଚେନ୍ନାଇ: ଧୋନୀଙ୍କ ପରେ ବ୍ରେଭିସ ଆଘାତପ୍ରାପ୍ତ
- Encounter: ସୁକମାରେ ଏନକାଉଣ୍ଟର; ଜଣେ ନକ୍ସଲ କମାଣ୍ଡର ନିହତ
- ସରକାରଙ୍କ ପାଖରେ ମହଜୁଦ ଅଛି ପେଟ୍ରୋଲ ଏବଂ ଡିଜେଲ: ଭାରତକୁ ଆସୁଛି ଏଲପିଜି ବୋଝେଇ ଆଉ ୨ଟି ଜାହାଜ
- Prisoner Death: ଜେଲରେ ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର;ହତ୍ୟା ଅଭିଯୋଗ ଆଣିଲେ…
- ଶୁକ୍ରାଚାର୍ଯ୍ୟ ହେବେ ଅକ୍ଷୟ ଖାନ୍ନା
Comments are closed.