Latest Odisha News

ପଦ୍ମ ପୁରସ୍କାର ବିଜେତା ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରୁ ୬ ଜଣ ପଦ୍ମ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ନବୀନ ସେମାନଙ୍କ ସଫଳତା କାମନା କରିଛନ୍ତି । ଏବର୍ଷ ବିଶିଷ୍ଟ ଭାସ୍କର୍ୟ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ମିଳିବ ପଦ୍ମ ବିଭୂଷଣ । ସେହିପରି ଅନ୍ୟ ପାଞ୍ଚ ଜଣ ଶାନ୍ତି ଦେବୀ, ପୂର୍ଣ୍ଣମାସୀ ଜାନି, ରଜତ କୁମାର କର, ଡାକ୍ତର କ୍ରିଷ୍ଣ ମୋହନ ପାଠି ଓ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି ।

Leave A Reply

Your email address will not be published.