Latest Odisha News

ଲଦାଖ ସୀମାରେ ଉଡ଼ିଲା ତ୍ରିରଙ୍ଗା, ଯବାନ ପାଳିଲେ ଗଣତନ୍ତ୍ର ଦିବସ

ଜମ୍ମୁ କାଶ୍ମୀର: ସୀମାରେ ଉଡ଼ିଲା ତ୍ରିରଙ୍ଗା । ଲଦାଖରେ ଯବାନ ପାଳିଛନ୍ତି ୭୨ତମ ସାଧାରଣତନ୍ତ୍ର ଦିବସ । ବରଫ ପାହାଡ଼ ଉପରେ ଇଣ୍ଡୋ ତିବ୍ବତୀୟ ବର୍ଡର ପୋଲିସ ବା ଆଇଟିବିପି ଯାବନ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ଭାରତ ମାତା ଓ ବନ୍ଦେ ମାତରମ୍ ନାରା ଦେଇଥିଲେ ଯବାନ । ଭାରତ ମାତା ଓ ସହିଦ ବୀର ଯବାନଙ୍କୁ ଜଣାଇଛନ୍ତି ସଲାମ୍ ।

Leave A Reply

Your email address will not be published.