Latest Odisha News

ମାଲକାନଗିରିରେ ପହଂଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରି: ମାଲାକନଗିରିରେ ପହଁଚିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ହେବ । ୭ଟି ବ୍ଲକ ଓ ୨ଟି ପୌରାଂଚଳରେ ସ୍ମାର୍ଟ କାର୍ଡ ବଣ୍ଟନ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

କୋଭିଡ କଟକଣା ମଧ୍ୟରେ ଜିଲ୍ଲାର ସଂସ୍କୃତି ଭବନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ଦଳିୟ ନେତାଙ୍କ ସହ ମାତ୍ର ୧୫୦ ଜଣ ହିତାଧିକାରୀଙ୍କୁ ସାମିଲ କରାଯିବ ।

Leave A Reply

Your email address will not be published.