ଭୁବନେଶ୍ୱର: ଗୁଜୁରାଟର ଅହମ୍ମଦାବାଦରେ କୋଭିଡ୍ ହସପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ରେ ନବୀନ ଲେଖିଛନ୍ତି ଯେ, ଦୁର୍ଘଟଣାରେ ସେ ଗଭୀର ଭାବେ ମର୍ମାହତ । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଏଭଳି ଦୁଃଖଦ ସ୍ଥିତିର ମୁକାବିଲା ପାଇଁ ଭଗବାନ ସେମାନଙ୍କୁ ସାହାସ ଦିଅନ୍ତୁ ବୋଲି ନବୀନ ଟ୍ୱିଟ କରିଛନ୍ତି । ଏଥିସହ ଅଗ୍ନିକାଣ୍ଡରେ ଆହତ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।
Deeply saddened by the loss of lives in the fire accident in a Covid Hospital in #Ahmedabad. Wish the bereaved families have courage to overcome the irreparable loss and pray for the speedy recovery of the injured.
— Naveen Patnaik (@Naveen_Odisha) August 6, 2020
Comments are closed.