ଭୁବନେଶ୍ୱର : ଭୁବନେଶ୍ୱର ଓ କଟକରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଲାଗିଛି କର୍ଫ୍ୟୁ । ଏହି ସମୟରେ ଦୋକାନ ବଜାର ବନ୍ଦ ସହ ଯାତାୟତ ଉପରେ ବି କଟକଣା ଲାଗିଛି । ଏ ନେଇ ଲୋକଙ୍କୁ ସଚେତନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ଅଭିନବ ବାର୍ତ୍ତା ଦିଆଯାଇଛି ।
ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଘରେ ରହନ୍ତୁ । ଆଉ ଭୂତମାନେ ହିଁ କେବଳ ବିନା ନିମନ୍ତ୍ରଣରେ ବାହାରକୁ ଆସନ୍ତି ବୋଲି ଏଥିରେ ଚିତ୍ର ଆକାରରେ ବର୍ଣ୍ଣନା ହୋଇଛି ।
Comments are closed.