Latest Odisha News

BREAKING NEWS

ଏହି ସପ୍ତାହାନ୍ତ ପୁଡୁଚେରୀ ସମ୍ପୁର୍ଣ୍ଣ ଲକ୍‌ଡାଉନ୍‌

ପୁଡୁଚେରୀ: କରୋନା ମାମଲାରେ ବୃଦ୍ଧି ଘଟିଥିବା ବେଳେ ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡ. ତାମିଲାଇସାଇ ସୌନ୍ଦରାଜନ ଏପ୍ରିଲ୍ ୨୩ (ଶୁକ୍ରବାର) ରାତିରୁ ଏପ୍ରିଲ୍ ୨୬ (ସୋମବାର) ସକାଳ ପର୍ଯ୍ୟନ୍ତ ପୁଡୁଚେରୀକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

ପୁଡୁଚେରୀରେ ରାତ୍ରି କର୍ଫ୍ୟୁ ସହ ଏହି ଲକଡାଉନ୍ ମଧ୍ୟ ଲାଗୁ କରାଯାଇଛି।

ରେଷ୍ଟୁରାଣ୍ଟ, ଫୁଡ୍ କୋର୍ଟ ଏବଂ ଚା ଦୋକାନଗୁଡିକ ୫୦ ପ୍ରତିଶତ କ୍ଷମତା ସହିତ ରାତି ୮ ଟା ପର୍ଯ୍ୟନ୍ତ କାର୍ଯ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି।

Leave A Reply

Your email address will not be published.