ଭୁବନେଶ୍ଵର: ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧି । ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧି । ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗରେ ସାଲେପୁର ଯାଉଛନ୍ତି ରାହୁଲ ଗାନ୍ଧି । ସତ୍ୟଭାମାପୁର ଯାଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାହୁଲ । କଟକ ଜିଲ୍ଲାରେ ସାଲେପୁର ସ୍ଥିତ ସତ୍ୟଭାମାପୁର ଯିବେ ରାହୁଲ ଗାନ୍ଧି । ସତ୍ୟଭାମାପୁର ଯାଇ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ପରେ ସାଲେପୁର ଯାଇ କର୍ମୀ ସମାବେଶରେ ସାମିଲ ହେବେ ।
BREAKING NEWS
- ରାତି ପାହିଲେ ରାଜ୍ୟରେ ୧ମ ଓ ଦେଶରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ଓଡ଼ିଶାର ୨୮ ବିଧାନସଭା ଆସନ ପାଇଁ ହେବ ମତଦାନ
- ଆଜି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଓ ବରଗଡ଼ ଗସ୍ତ, ଜନସଭାକୁ କରିବେ ସମ୍ବୋଧନ
- ମୁଣ୍ଡଫଟା କରାରୁ ରକ୍ଷା ପାଇବା ପାଇଁ ପିଅନ୍ତୁ ଏହି ପାନୀୟ…
- ମୋଦି ନା ନବୀନ…କାହା ସହ ଜନମତ ?
- ଘରୋଇ କ୍ରିକେଟରେ ବଡ ଧରଣର ପରିବର୍ତନ କରିବାକୁ ଯାଉଛି ବିସିସିଆଇ, ଉଠିଯିବ ଟସ
- ବିଜେଡିରୁ ଇସ୍ତଫା ଦେଲେ ସାଧୁ ନେପାକ
- ପନ୍ତ ଗୋଟିଏ ମ୍ୟାଚରୁ ବାସନ୍ଦ, ଆରସିବି ବିପକ୍ଷରେ ଖେଳିବେନି
- ଜନସଭାରୁ ମୋଦୀଙ୍କ ଗର୍ଜନ, ରତ୍ନଭଣ୍ଡାର କଥା ଉଠାଇ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ
- ‘ଜେଲ୍ ରେ ମୋର ଇନସୁଲିନ୍ ବନ୍ଦ କରିଦେଇଥିଲେ, ମୋର ଭୁଲ କଣ ଥିଲା?’
- ପେଟ୍ରୋଲପମ୍ପ କର୍ମଚାରୀଙ୍କ ସହ ମାରପିଟ ଘଟଣା: ଆପ୍ ବିଧାୟକ ଅମାନତୁଲ୍ଲାଙ୍କୁ ନୋଟିସ୍