Latest Odisha News

BREAKING NEWS

‘ଧାରା ୩୭୦’ର ସମୀକ୍ଷା କରିବେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିବା ପ୍ରସଙ୍ଗରେ ସାମ୍ବିଧାନିକତା ଦୃଷ୍ଟିରୁ ଏହା କେତେଦୂର ସମୀଚୀନ କରିବେ, ତାହାକୁ ସମୀକ୍ଷା କରିବେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ।

ଅଦାଲତଙ୍କ ଦ୍ୱାରା ହେବାକୁ ଥିବା ଏହି ପ୍ରସଙ୍ଗର ସମୀକ୍ଷା ଆଗାମୀ ଅକ୍ଟୋବର ମାସରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଦ୍ୱାରା କରାଯିବ ବୋଲି ବୁଧବାର ଦିନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇ ପ୍ରକାଶ କରିଛନ୍ତି ।

ଏପରିକି ଜମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ସୁବିଧାର ପରିବର୍ତ୍ତର୍ନ ନେଇ ସର୍ବୋଚ୍ଚ ଅଦାଲତରେ ଆବେଦନକାରୀଙ୍କ ପକ୍ଷରୁ ହୋଇଥିବା ମାମଲାର ଭିତ୍ତି କରି ଏନେଇ କେନ୍ଦ୍ର ସରକାର ପୁର୍ନବାର ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.